ଢେଙ୍କାନାଳ ରେ ଟାଟା ପାୱାରର ସ୍ମାର୍ଟ ମିଟର ବିରୁଦ୍ଧରେ ଗର୍ଜିଲା ଆମ୍ ଆଦମୀ ପାର୍ଟ…

ଆନ୍ଦୋଳନର ଚେତାବନୀ* ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ଏକ ବୈଠକ ଡାକ ବଙ୍ଗଳା ଠାରେ ଟାଟା ପାୱାରର ଶୋଷଣ ନୀତି ବିରୁଦ୍ଧରେ ନଗର ସଭାପତି ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସେ କହିଥିଲେ ଟାଟା ପାୱାରର ଶୋଷଣ ଅସ୍ତ୍ର ହେଉଛି ସ୍ମାର୍ଟ ମିଟର l ସାଧାରଣ ଲୋକମାନଙ୍କୁ ମିଛ ଖଚ୍ଚ କହି, ଭ୍ରମିତ କରି ଏହି ସ୍ମାର୍ଟ ମିଟର ଗାଁ ଠାରୁ ସହର ପର୍ଯ୍ୟନ୍ତ ଜୋର ଜବରଦସ୍ତ ଲଗାଉଛନ୍ତି l ମୁଖ୍ୟ ଅତିଥି […]

Continue Reading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ପାଳନ ଅବସରରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ଗସ୍ତରେ ଆସି ଆଜି ପୂର୍ବାହ୍ନରେ ୯ଟା ରେ ଢେଙ୍କାନାଳ ନଗର ମଣ୍ଡଳ ଦ୍ଵାରା ଆୟୋଜିତ ‘ଏକ୍ ପେଡ୍ ମା’ କେନାମ୍-୨.୦ ଅଭିଯାନ’ରେ ସ୍ଥାନୀୟ କୁଞ୍ଜକାନ୍ତ ପୁଷ୍କରିଣୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଚାରା ରୋପଣ କରିଥିଲେ । ସେଠାରେଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ପୁଷ୍କରିଣୀର ସୌନ୍ଦର୍ଯକରଣ ସହ ଚାରୋଟି ବୋଟ୍ ଚାଳନା ବ୍ୟବସ୍ଥା […]

Continue Reading

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମା’ଙ୍କ ଦେହାନ୍ତ ।

ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ। #MohanMajhi #SidhantMohapatra #Odisha #dhenkanalnewsodisha

Continue Reading

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ଆସିବ ପିଏମ୍ କିଷାନ କିସ୍ତି, ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦୀ..

ଚାଷୀଙ୍କ ପାଇଁ ଖୁସି ଖବର । ଆଜି ମୋଦୀ ପଠାଇବେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା । ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା । ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଖୁସିର ଦିନ । ପିଏମ କିଷାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । ୧୦ କୋଟି କୃଷକଙ୍କ ପାଖକୁ ପଠାଯିବ ୨୦ ହଜାର […]

Continue Reading

ପ୍ଲାଷ୍ଟିକ ବୋତଲ ବଦଳରେ କାଚବୋତଲରେ ମିଳିବ ପେଟ୍ରୋଲ…

ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲରେ ପେଟ୍ରୋଲ ମିଳିବବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ପେଟ୍ରୋଲିୟମନିୟମ ଅନୁଯାୟୀ ଆଇନ ହେବ ବୋଲି ମନ୍ତ୍ରୀ କହିଛନ୍ତି. ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲନେବାକୁ ସରକାରଙ୍କ ପକ୍ଷରୁ ମନା କରାଯାଇଛି।କିନ୍ତୁପ୍ଲାଷ୍ଟିକ ବୋତଲ ବଦଳରେ କାଚବୋତଲରେ ପେଟ୍ରୋଲ ମିଳିବ ବୋଲି ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ପେଟ୍ରୋଲିୟମନିୟମ ଅନୁଯାୟୀ ଆଇନ ହେବ ବୋଲି ମନ୍ତ୍ରୀକହିଛନ୍ତି।

Continue Reading

ଭୁବନେଶରର ରେ ୬୨ ଗୋଟି ଓମ୍ଫେଡ କର୍ମଚାରିଙ୍କ କ୍ଵାର୍ଟର ଉଦ୍ଘାଟିତ…

ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ଓମ୍‌ଫେଡ୍ କର୍ମଚାରୀମାନଙ୍କ ପାଇଁ ୬୨ଟି କ୍ୱାର୍ଟରର ଉଦଘାଟନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ୭.୫୦ କୋଟି ଟଙ୍କା ବିନିଯୋଗରେ ୨ ହଜାରରୁ ୧୫ ହଜାର ଲିଟର ବିଶିଷ୍ଟ ୨୨ଟି ମିଲ୍କ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘମାନଙ୍କୁ ପ୍ରଦାନ କରିବା ସହ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଗୁଣ୍ଡ ଦୁଗ୍ଧ ପ୍ୟାକିଙ୍ଗ ମେସିନର ମଧ୍ୟ ଉଦ୍‌ଘାଟନ କରିଛନ୍ତି ।

Continue Reading

ବୈଭବଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ। ପାଟନା ବିମାନବନ୍ଦରରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଓ ତାଙ୍କ ପରିବାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଲେ, ”ତାଙ୍କର କ୍ରିକେଟ୍ ଦକ୍ଷତା ସାରା ଦେଶରେ ପ୍ରଶଂସିତ ହେଉଛି। ତାଙ୍କର ଆଗାମୀ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।” #dhenkanalnews #NarendraModi #PM #VaibhavSuryavanshi #Cricketer

Continue Reading

ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ର ୨୮ ତମ ଶ୍ରାଦ୍ଧ ଦିବସ ପାଳିତ…

#bijupattanayak #odishanews #dhenkanalnewsodisha

Continue Reading

ତାଳଚେର ଯାଇ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ…

Dhenkanalnewsodisha ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ରପ୍ରଧାନଙ୍କ ଏକାଦଶାହରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତିମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଳଚେର ପି ଏମ ଆଇ ଟିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତକେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର କୃଷି ଓ କୃଷକକଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଓ ଅନ୍ୟ ମାନ୍ୟଗଣ୍ୟବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳିଅର୍ପଣ କରିବା ସହ ଶୋକସପ୍ତ ପରିବାରକୁ ସମବେଦନାଜଣାଇଥିଲେ। #drdebendrapradgan #dhenkanalnewsodisha

Continue Reading

ଆଉ ୨୨ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ……

ରାଜ୍ୟରେ ଘୋଷଣା ହେଲା ଆଉ ନୂଆ ୨୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ। ତାସହଭଞ୍ଜନଗର ଏନଏସି ମ୍ୟୁନିସିପାଲିଟିକୁ ଉନ୍ନୀତ ହୋଇଛି। ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ୧୩ ଜିଲ୍ଲାର ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟରେ ଆଉ ୨୨ଟି ନୂଆ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ଏନଏସି ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ […]

Continue Reading