ଢ଼େଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ…
ଭୁବନେଶ୍ୱର ତା. ୭.୫- ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ସୁପାରିଶ କ୍ରମେ ଢ଼େଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ଶୁଭମ ଦାସ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ବିଭୁତି ଭୂଷଣ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ଦାସ ପୂର୍ବରୁ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଥିବା ବେଳେ ଶ୍ରୀ ମହାନ୍ତି ଢ଼େଙ୍କନାଳ ଜିଲ୍ଲାର ଜଣେ ଯୁବ ସମାଜସେବୀ ଭାବେ ପରିଚିତ । ସେ ଗନ୍ଦିଆ ବ୍ଲକର ଲେଥକା ପଞ୍ଚାୟତର ଓରନ୍ଦା […]
Continue Reading