ବାପୁଜୀ କ୍ଲବ୍ ସିଆରିଆ ଆନୁକୂଲ୍ୟରେ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…
ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସିଆରିଆ ଗ୍ରାମର ବାପୁଜୀ କ୍ଲବ୍ ଆନୁକୂଲ୍ୟରେ ୧୬ତମ ମା’ ଆଦିଶକ୍ତି ଫୁଟ୍ବଲ୍ଟୁର୍ଣ୍ଣାମେଟ୍ର ଚତୁର୍ଥ ଦିବସର ମ୍ୟାଚ୍ ଚନ୍ଦ୍ରଶେଖର ଫୁଟ୍ବଲ୍ କ୍ଲବ୍ ଓ ବାପୁଜୀ କ୍ଲବ, ସିଆରିଆ ମଧ୍ୟରେ ହୋଇଥିଲା । ଏଥିରେ ବାପୁଜୀକ୍ଲବ୍ ୨-୦ ଗୋଲ୍ରେ ସିଆରିଆ ଫୁଟ୍ବଲ୍ କ୍ଲବ୍କୁ ପରାସ୍ତ କରି ବିଜୟଲାଭ କରିଥିଲା । ଉକ୍ତ ମ୍ୟାଟିକୁ ରେଫରି ଭାବେ ମନୋଜସେଠୀ, ମହେଶ ପ୍ରଧାନ, ସୁଭ୍ରଜିତ୍ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ […]
Continue Reading