ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ….

ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁ ଗିରଫ । ସାଂସଦ ସୁଜିତ କୁମାରଙ୍କୁ ଠକେଇ ଅଭିଯୋଗରେ ଅଜିତଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ ।ଜାଗା ଦେବାକୁ କହି ସାଂସଦ ସୁଜିତ କୁମାରଙ୍କୁ ଠକେଇ କରିଥିବା ନେଇ ଅଭିଯୋଗ ରହିଥିଲା । ଏହି ମାମଲାରେ ଅଜିତ ସାହୁଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ।ୱାରେଣ୍ଟ ବଳରେ ନୟାପଲ୍ଲୀ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରୁ ଅଜିତ ସାହୁଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ତାଙ୍କୁ ଗିରଫ ପରେ […]

Continue Reading

Tamil Nadu Gas Leak: କେନ୍ଦୁଝରକୁ ୧୧ଜଣଙ୍କ ଶବ ପରେ ଫେରିଲେ ୬୫ ଓଡ଼ିଆ ଶ୍ରମିକ..

ଢେଙ୍କାନାଳ ବ୍ୟୁରୋ….ତାମିଲନାଡୁର ତିରୁଭାଲୁର ଜିଲ୍ଲା ଅନ୍ତର୍ଗତ କାନିଗାଇପେରସ୍ଥିତ ସେଣ୍ଟ ପିଟର୍ ଆଣ୍ଡ ପାଉଲି କମ୍ପାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୬୫ଜଣ ଦାଦନ ଶ୍ରମିକ ଆଜି‌ କେନ୍ଦୁଝର‌‌ ଫେରିଛନ୍ତି। ଏହି ଘଟଣାରେ ପ୍ରାଣ ହରାଇଥିବା ୧୧ଜଣ ଜୁଆଙ୍ଗ ଯୁବତୀଙ୍କ ଶବ ମଧ୍ୟ ଏଥିମଧ୍ୟରେ ଗାଁ ଫେରିବା ପରେ ସଂସ୍କାର କରାଯାଇଛି। ଏହି ଘଟଣାରେ ଦାଦନ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ,ଫ୍ୟାକ୍ଟ୍ରିର ମାଲିକ ସମେତ ୪ଜଣଙ୍କୁ ସ୍ଥାନୀୟ ତାମିଲନାଡ଼ୁ ପୁଲିସ ନିଜ କବଜାକୁ ନେଇ ପଚରାଉଚୁରା କରୁଛି। […]

Continue Reading

୩ଜଣ ଲୁଟେରାଙ୍କୁ ଗିରଫ କଲା ପରଜଙ୍ଗ ପୋଲିସ୍‌ଟାଟା ଟିଆଗୋ କାର୍ ସହିତ ୩ହଜାର ଓ ମୋବାଇଲ ଜବତ ।ପ୍ରେସମିଟ୍ ରେ ଏସ୍‌.ଡ଼ି.ପି. ଓ ଦେଲେ ସୂଚନା l

ଢେଙ୍କାନାଳ- ୨୩/୦୧ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ଜାତୀୟ ରାଜପଥ ୫୩ ନମ୍ବର ର ବାରୀହା ପୁର ଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ କୁ ଅଟକାଇ ଡ୍ରାଇଭର କୁ ମାଡ଼ ମାରି ତା ଠାରୁ ୩ ହଜାର ଟଙ୍କା, ମୋବାଇଲ, ଗାଡ଼ିର କାଗଜପତ୍ର ଏବଂ ଗାଡ଼ି ଚାବି ନେଇ ପଳାଇ ଯାଇଥିଲେ। ଗତ ୨୨/୦୧/୨୪ ତାରିଖ ଦିନ ଭୋର ୩ ଟା ୩୦ ମିନିଟ ରେ ଏହି ଘଟଣା ଘଟାଇ ଫେରାର ହୋଇଯାଇଥିଲେ ୪ […]

Continue Reading

ଗଣେଶ ପୂଜାଭସାଣୀ ବେଳେ ପୋଲିସକୁ ଆକ୍ରମଣ: ୪ ପୋଲିସ ଗୁରୁତର..

-ଢ଼େଙ୍କାନାଳ ଅଫିସ, ୨୩।୯ : ଢେଙ୍କାନାଳ ସହର କୋରିଆଁ ଅଞ୍ଚଳରେ ଶୁକ୍ରବାର ରାତିରେ ଗଣେଶ ପୂଜା ଭସାଣୀକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି । ଏଥିରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ୪ ପୋଲିସ ଗୁରୁତର ଅଛନ୍ତି। ସୌଭାଗ୍ୟ ସ୍ବାଇଁ ନାମକ ଜଣେ ଏସଆଇଙ୍କ ମୁହଁରେ ପଥର ମାଡ଼ ହେବାରୁ ଗଭୀର କ୍ଷତ ସୃଷ୍ଟି ହୋଇଛିାଖବର ପାଇ ଟାଉନ ଥାନା ଅଧିକାରୀ ପୋଲିସ ଫୋର୍ସ ନେଇ ଆକ୍ରମଣର ଶିକାର ହୋଇଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଦ୍ଧାର […]

Continue Reading