ଢେଙ୍କାନାଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃଭବନ ଉଚ୍ଚ ବିଦ୍ୟାଳୟ ବାରଦା ଠାରେ ଅନୁଷ୍ଠିତ ଦୁଇଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ.

ଢେଙ୍କାନାଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର,ମାତୃଭବନ ଉଚ୍ଚ ବିଦ୍ୟାଳୟ,ବାରଦା,ଢେଙ୍କାନାଳ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପରିବେଶ ପାଇଁ ନିରନ୍ତର ଜୀବନ ଶୈଳୀ ସମ୍ପର୍କରେ ଢେଙ୍କାନାଳ ଜିଲ୍ଳାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫-୨୬ ଉଦ୍ ଯାପିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ ଓ ବିଦ୍ୟାଳୟର ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷକ […]

Continue Reading

ଢେଙ୍କାନାଳ କୁମ୍ଭାର ସାହିରେ ୩୮ତମ କୁରାଳ ପଞ୍ଚମୀ ପାଳିତ..

ଢେଙ୍କାନାଳ ସହର ମୀନାବଜାର କୁମ୍ଭାର ସାହିରେ ୩୮ତମ କୁରାଳ ପଂଚମୀ ପୂଜା ପାଳିତହୋଇଯାଇଅଛି । ଏହି ଅବସରରେ ପ୍ରାତଃରୁ ସ୍ଥାନୀୟ ଭାଗିରଥୀ ସାଗର କୂଳରୁ କଳସ ପୂଜାର୍ଚ୍ଚନା କରାଯାଇ ଘଂଟବାଦ୍ୟଦ୍ଵାରା ସହର ପରିକ୍ରମା କରାଯାଇ ପୂଜା ମଣ୍ଡପକୁ ଅଣାଯାଇଥିଲା । ମା’ଙ୍କର ଅଧିବାସ ପୂଜା ଆରମ୍ଭ ହୋଇଥିଲା । କଳସପୂଜା, ମଣ୍ଡଳ ପୂଜା, ଅଖଣ୍ଡଦୀପ ସ୍ଥାପନ, ଲକ୍ଷ୍ମୀନାରାୟଣଙ୍କୁ ଷୋଡଶ ଉପଚାର ପୂଜା, ହୋମଯଜ୍ଞ ଓ ବିଭିନ୍ନ ଭୋଗ ଲାଗିକରାଯାଇଥିଲା । ଏହି ପୂଜା ମାର୍ଗଶୀର ମାସ ଶୁକ୍ଳ […]

Continue Reading

ଜଗତସିଂହପୁରର ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା ଉଦ୍ଘାଟନ..

-ଜଗତସିଂହପୁରର ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ୨୦୨୫ର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ-ପାରାଦୀପ ହେବ ଗ୍ରୀନ ହାଇଡ୍ରୋଜେନ ହବ୍-ଖୁବଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ-ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ ମଙ୍ଗଳା ନଦୀରେ କ୍ରୁଜ ଟର୍ମିନାଲ ନିର୍ମାଣ ହେବ-ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ Odisha #Dhenkanalnews #balijatra2025

Continue Reading

ଆଜି ବିଶ୍ୱ ପଖାଳ ଦିବସ…..

ପଖାଳ, ନା ଟି ଶୁଣିଦେଲେ ଯେମିତି ପ୍ରତି ଓଡିଆ ର ପିଣ୍ଡ ରେ ପ୍ରାଣ ପଶିଯାଏ, ସେହି ଲୋକ ଖାଦ୍ୟ ର ପ୍ରଚାର ପ୍ରସାର ଓ ଲୋକାଦୃତି ନିମନ୍ତେ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ କୁ ଓଡିଶା ବାସୀ “ବିଶ୍ବ ପଖାଳ ଦିବସ” ପାଳନ କରିଥାନ୍ତି…. #ପଖାଳଦିବସ #dhenkanalnews #pakhaldibas #March20#ତେଣୁ_ଏହାର_ମଜା_ନେବାକୁ

Continue Reading

ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

ନିଘୋଡ଼ ନିଦକୁ ଯିବା ପରେ କେତେଜଣ ଘୁଙ୍ଗୁଡ଼ି ମାରିଥାନ୍ତି। ଏହା କାରଣରୁ ଅନ୍ୟର ନିଦ ବ୍ୟାଘାତ ହେଉଥିବାବେଳେ ଘୁଙ୍ଗୁଡ଼ିକୁ କମ୍ କିମ୍ବା ନିୟନ୍ତ୍ରଣ କରିବା ସହଜ କଥା ନୁହେଁ। – ବିଶେଷଜ୍ଞଙ୍କ ମତରେ ଘରୋଇ ସରଳ ଉପାୟରେ ଘୁଙ୍ଗୁଡ଼ିକୁ କମ୍ କରିହେବ। ପ୍ରତିଦିନ ଗୁଜୁରାତି ଚା’ ପିଇବା କିମ୍ବା ଗୋଟିଏ ଗୁଜୁରାତିକୁ ଭୋଜନ ପରେ ଚୋବାଇ ଖାଇବା ଭଲ। ଶୋଇବାର ୩୦ ମିନିଟ୍ ପୂର୍ବରୁ ଉଷୁମ ଖିରରେ ଗୁଜୁରାତି ଗୁଣ୍ଡ ଅଧ ଛୋଟ ଚାମଚ ମିଶାଇ କିଛିଦିନ […]

Continue Reading

ଘରେ ଧନର ଅଭାବ ରହିଛି କି,

ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ। କୁହାଯାଏ ଯେ, ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସର୍ବଦା ଧନର ଅଭାବ ହୋଇଥାଏ। ଶୋଇବା କକ୍ଷର ବିଛଣା ସର୍ବଦା ସଫାସୁତୁରା ରଖିବା ଉଚିତ। ବିଛଣା ଅପରିଷ୍କାର ହେଲେ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପରିବାର […]

Continue Reading