ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ….

ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁ ଗିରଫ । ସାଂସଦ ସୁଜିତ କୁମାରଙ୍କୁ ଠକେଇ ଅଭିଯୋଗରେ ଅଜିତଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ ।ଜାଗା ଦେବାକୁ କହି ସାଂସଦ ସୁଜିତ କୁମାରଙ୍କୁ ଠକେଇ କରିଥିବା ନେଇ ଅଭିଯୋଗ ରହିଥିଲା । ଏହି ମାମଲାରେ ଅଜିତ ସାହୁଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ।ୱାରେଣ୍ଟ ବଳରେ ନୟାପଲ୍ଲୀ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରୁ ଅଜିତ ସାହୁଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ତାଙ୍କୁ ଗିରଫ ପରେ […]

Continue Reading

କପିଳାସରେ ଶ୍ରାବଣ ଶେଷ ସୋମବାର ପାଇଁ କାଉଡିଆ ଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର..

ପବିତ୍ର ଶ୍ରାବଣ ମାସ ଅବସରରେ କପିଳାସ ପୀଠରେ ପଣ୍ଡା ନର୍ସିଂହୋମ୍‌ ସୌଜନ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପ୍ରତି ରବିବାର ଓ ସୋମବାର ଏହି ସେବା ଜାରି ରହିବ।ଏହି ଅବସରରେ ଡାକ୍ତର ଶାନ୍ତି ଭୂଷଣ ପଣ୍ଡା ନିଜେ ଉପସ୍ଥିତ ରହି ଭକ୍ତ ଓ ସାଧାରଣ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଦୂରଦୂରାନ୍ତରୁ କପିଳାସକୁ ଆସୁଥିବା ଭକ୍ତମାନଙ୍କ ପାଇଁ ଏଭଳି ସ୍ୱାସ୍ଥ୍ୟସେବା ଓ […]

Continue Reading

ଏବିଭିପି ତରଫରୁ ରାଜ୍ୟବ୍ୟାପୀ କ୍ୟାମ୍ପସ୍ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା…

ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପାଳନ ଅବସରରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେଦେଶଭକ୍ତିର ଭାବନା ଜାଗ୍ରତ କରିବା, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାକୁ ସୁଦୃଢ଼ କରିବା ଏବଂ ରାଷ୍ଟ୍ରପୁନଃନିର୍ମାଣର ଲକ୍ଷ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ଅଞ୍ଛଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ପକ୍ଷରୁ ସାରା ଓଡ଼ିଶାରେ ରାଜ୍ୟବ୍ୟାପୀ କ୍ୟାମ୍ପସ୍ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଆଜି ଢ଼େଙ୍କାନାଳ ସୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଏକ ଭବ୍ୟ ତ୍ରିରଙ୍ଗାଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥ‌ିରେ ୧୫୦ ସଂଖ୍ୟକ ବିଦ୍ୟାର୍ଥୀ […]

Continue Reading

ସରକାରୀ ଚାକରି ପାଇଲେ ୧୩୨୬ ଜଣ..

ଭୁବନେଶ୍ୱର ରେଳ ଅଡିଟୋରିଅମଠାରେ ଆୟୋଜିତ ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ଆଜି ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗ ଓ OHPCରେ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଟ୍ରେନି, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ସହକାରୀ […]

Continue Reading

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

୩୮: ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀ ରୁଦ୍ର ପ୍ରସନ୍ନ ପରିଜାଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହନିଷ୍ଫଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଢେଙ୍କାନାଳ ଶାଖା ତରଫରୁ ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟ ଠାରେଅନୁଷ୍ଠିତ ହୋଇଯାଇଅଛି । ଏହି ସମାରୋହ ସଭାରେ ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କବିତା ଦାଶ, ଅତିରିକ୍ତ ଜିଲ୍ଲାମଙ୍ଗଳଅଧିକାରୀ, କାମାକ୍ଷାନଗର ଅନନ୍ୟା ଆଚାର୍ଯ୍ୟ ଓ ସମସ୍ତ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଉପସ୍ଥିତ ଥିଲେ । ଶ୍ରୀ ପରିଜା ଗତତା.୦୨.୦୮.୧୯୯୩ରିଖରେ ସରକାରୀ […]

Continue Reading

ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ ତମ ଜନ୍ମଜୟନ୍ତୀ ଉତ୍ସବ

ଉତ୍କଳମଣି ଆଦର୍ଶ ସେଛାସେବୀ ଅନୁଷ୍ଠାନ, କାଶିଆଡିହି ଦ୍ବାରା ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ୬୫୦ତମ ଜନ୍ମଜୟନ୍ତୀ ଉତ୍ସବ ଜିଲ୍ଲା ଲେଖକ ସଂସଦ ଭବନ ଠାରେ ପାଳନ ହୋଇଯାଇଛି । ଦେଶର ଯଶସୀ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ବାଣୀ ଓ ସମରସତାକୁ ଦେଶବ୍ୟାପୀପାଳନ କରାଯାଉଅଛି । ଏହି କ୍ରମରେ ଆଜିର ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥ୍ୟ ଭାବେ ଢେଙ୍କାନାଳ ଜିଲ୍ଲା ବିଜେପିସଭାପତି ରାସବିହାରୀ ବେହେରା ଯୋଗଦେବା ସହ ଢେଙ୍କାନାଳ […]

Continue Reading

ଢେଙ୍କାନାଳ ମିଳିତ ଗଣେଶ ପୂଜା ପ୍ରତିଷ୍ଠାନର ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ..

ଢେଙ୍କାନାଳ ପୁରାତନ ଜିଲ୍ଲାପରିଷଦ ସଭାଗୃହ ଠାରେ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ୪୦ଗୋଟି ବଜାରକ୍ଲବ୍‌ ସଭାପତି|ସମ୍ପାଦକମାନଙ୍କର ଏକ ସାଧାରଣ ସଭା କ୍ରିୟାନୁଷ୍ଠାନ କମିଟିର ସଭାପତି ସୁଧାଂଶୁ କୁମାର ଦଳେଇଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଥିଲା । ସଭାକାର୍ଯ୍ୟ ଆରମ୍ଭରେ ସଭାପତି ଉପସ୍ଥିତ ଥ‌ିବା ସମସ୍ତ କ୍ଲବ୍ ସଭାପତି/ସଂପାଦକମାନଙ୍କୁ ଧନ୍ୟବାଦ ଦେବାସହିତ ଚଳିତ ବର୍ଷ ଆସନ୍ତା ତା.୧୪.୦୯.୨୦୨୬ରିଖ ସୋମବାର ଦିନ ହେବାକୁ ଥିବା ପ୍ରଭୁ ଶ୍ରୀ ଗଣେଶ ଜୀଙ୍କ ପୂଜା ହେବା ସହିତଭସାଣୀ ଉତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ହେବ ସେଥିପାଇଁ […]

Continue Reading

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ପାଳିତ.

ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଅଧୀନସ୍ଥ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ଥିଲା “ଏକ ଚନ୍ଦ୍ର, ଏକ ଦୃଷ୍ଟିକୋଣ, ଏକ ଭବିଷ୍ୟତ”।ଏହି ଅବସରରେ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‘ନିଜେ ପ୍ରସ୍ତୁତ କର ଏବଂ ସାଙ୍ଗରେ ନେଇଯାଅ ଖଗୋଳ ବିଜ୍ଞାନ କିଟ୍’ ବିଜ୍ଞାନ କର୍ମଶାଳା ଏବଂ ‘ଚନ୍ଦ୍ର ଅନୁସନ୍ଧାନ’ ଉପରେ ଏକ ବିଜ୍ଞାନ ଚଳଚ୍ଚିତ୍ର ପ୍ରଦର୍ଶନୀର ଆୟୋଜନ […]

Continue Reading

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ୫ମ ସଂଧ୍ୟା ଅନୁଷ୍ଠିତ…

ଢେଙ୍କାନାଳ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ୫ମ ସଂଧ୍ୟା କାର୍ଯ୍ୟକ୍ରମରେମୁଖ୍ୟ ଅତିଥ୍‌ ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଭଜନ ସମାରୋହକୁ ଉଦ୍‌ଘାଟନକରିଥିଲେ । ସମ୍ମାନିତ ଅତିଥ୍ ଭାବେ ସାଂସଦଙ୍କ ପ୍ରତିନିଧ୍ ତଥା ମିଳିତ ଲକ୍ଷ୍ମୀପୂଜା କମିଟି ସଭାପତି ରୁଦ୍ର ନାରାୟଣତ୍ରିପାଠୀ ସାମିଲ୍ ଥଲେ । ଢେଙ୍କାନାଳ ସହର ଏକ ଶାନ୍ତିପୂର୍ଣ୍ଣ ସହର ଓ ଐତିହ୍ୟ ପୂର୍ଣ୍ଣ ସହର, ଏହିଭଳି କାର୍ଯ୍ୟକ୍ରମ ଆଗକୁଯାଉ, କାର୍ଯ୍ୟକ୍ରମରେ ଯୁବକମାନେ ଆଗକୁ ଆସି ଦାୟିତ୍ବ ଗ୍ରହଣ କଲେ ଏହା […]

Continue Reading

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…

ଢ଼େଙ୍କାନାଳ ବିଜ୍ଞାନ କେନ୍ଦ୍ର, ଯାହାକି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଙ୍କ ଏକ ଏକକ ପକ୍ଷରୁ ଆଜି ବିଶ୍ୱ ଜନସଂଖ୍ୟା ଦିବସ-୨୦୨୬ ପାଳନ କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ “ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାର ସାକାର ରୂପାୟନ” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ […]

Continue Reading