ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ….
ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁ ଗିରଫ । ସାଂସଦ ସୁଜିତ କୁମାରଙ୍କୁ ଠକେଇ ଅଭିଯୋଗରେ ଅଜିତଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ ।ଜାଗା ଦେବାକୁ କହି ସାଂସଦ ସୁଜିତ କୁମାରଙ୍କୁ ଠକେଇ କରିଥିବା ନେଇ ଅଭିଯୋଗ ରହିଥିଲା । ଏହି ମାମଲାରେ ଅଜିତ ସାହୁଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ।ୱାରେଣ୍ଟ ବଳରେ ନୟାପଲ୍ଲୀ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରୁ ଅଜିତ ସାହୁଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ତାଙ୍କୁ ଗିରଫ ପରେ […]
Continue Reading