ଢେଙ୍କାନାଳ ସହର ମୀନାବଜାର ଦଧିବାମନ ଜୀଉ ମନ୍ଦିରରରେ ଦେବସ୍ନାନ

ଢେଙ୍କାନାଳ, ୨୯/୬: ମୀନାବଜାରସ୍ଥିତ ଦଧବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତହେଇଥିଲା । ପ୍ରାତଃରୁ ମଙ୍ଗଳା ଆଳତି କରାଯାଇ ମଇଲମ୍ ଲାଗି କରାଯିବା ପରେ ରବେଦୀରେ ଠାକୁରଙ୍କୁସ୍ନାନବେଦୀଙ୍କୁ ଅଣାଯାଇ ପଂଚାମୃତ ସହିତ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ ପରେ ନୂତନବସ୍ତ୍ର, ତୁଳସୀ ହାର ଓ ଫୁଲହାରରେ ସୁସଜ୍ଜିତ କରାଯାଇଥିଲା । ପୂଜକ ଜଗନାଥ ତ୍ରିପାଠୀ ପୂଜା ଅର୍ଚ୍ଚନାକରିଥିଲେ । ମଧ୍ୟାହ୍ନରେ ଖେଚୁଡ଼ି, ଡ଼ାଲମା, ଖଟା, କ୍ଷୀରି ଭୋଗ ଲାଗି ହୋଇଥିଲା । […]

Continue Reading

Tamil Nadu Gas Leak: କେନ୍ଦୁଝରକୁ ୧୧ଜଣଙ୍କ ଶବ ପରେ ଫେରିଲେ ୬୫ ଓଡ଼ିଆ ଶ୍ରମିକ..

ଢେଙ୍କାନାଳ ବ୍ୟୁରୋ….ତାମିଲନାଡୁର ତିରୁଭାଲୁର ଜିଲ୍ଲା ଅନ୍ତର୍ଗତ କାନିଗାଇପେରସ୍ଥିତ ସେଣ୍ଟ ପିଟର୍ ଆଣ୍ଡ ପାଉଲି କମ୍ପାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୬୫ଜଣ ଦାଦନ ଶ୍ରମିକ ଆଜି‌ କେନ୍ଦୁଝର‌‌ ଫେରିଛନ୍ତି। ଏହି ଘଟଣାରେ ପ୍ରାଣ ହରାଇଥିବା ୧୧ଜଣ ଜୁଆଙ୍ଗ ଯୁବତୀଙ୍କ ଶବ ମଧ୍ୟ ଏଥିମଧ୍ୟରେ ଗାଁ ଫେରିବା ପରେ ସଂସ୍କାର କରାଯାଇଛି। ଏହି ଘଟଣାରେ ଦାଦନ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ,ଫ୍ୟାକ୍ଟ୍ରିର ମାଲିକ ସମେତ ୪ଜଣଙ୍କୁ ସ୍ଥାନୀୟ ତାମିଲନାଡ଼ୁ ପୁଲିସ ନିଜ କବଜାକୁ ନେଇ ପଚରାଉଚୁରା କରୁଛି। […]

Continue Reading

Flight: ପାକିସ୍ତାନ ବାୟୁସୀମରେ ଭୁଲ୍‌ରେ ପଶିଗଲା ଏୟାର ଇଣ୍ଡିଆ ଦିଲ୍ଲୀ..

ଏୟାର ଇଣ୍ଡିଆର ଏକ ବିମାନ ଭୁଲ୍‌ ବସତଃ ପାକିସ୍ତାନ ବାୟୁସୀମାରେ ପଶିବା ସହ କିଛି ସମୟ ପାକ୍‌ ବାୟୁସୀମାରେ ରହିଥିଲା। ଦିଲ୍ଲୀରୁ ଅମୃତସରକକୁ ଉଡ଼ାଣ କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ଅମୃତସର ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ଚକ୍କର… ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବିମାନ ଭୁଲ୍‌ ବସତଃ ପାକିସ୍ତାନ ବାୟୁସୀମାରେ ପଶିବା ସହ କିଛି ସମୟ ପାକ୍‌ ବାୟୁସୀମାରେ ରହିଥିଲା। ଦିଲ୍ଲୀରୁ ଅମୃତସରକକୁ ଉଡ଼ାଣ କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ଅମୃତସର ବିମାନବନ୍ଦରରେ […]

Continue Reading

ଭୟାନକ ସଡ଼କ ଦୁର୍ଘଟଣା ରେ ଗୁରୁତର ଙ୍କୁ ହସ୍ପିଟାଲ ପଠାଇଲେ ମାରୁତି ସେନା…

ଢେଙ୍କାନାଳ ଜିଲ୍ଲାରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ ୫୫ ରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଇ ମାନବିକତାର ପରିଚୟ ଦେଇଛି ମାରୁତି ସେନା।ଗତ ରାତି ପ୍ରାୟ ସାଢେ ୧୧ଟା ସମୟରେ ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ସାଇଁବିରୀ ବସଷ୍ଟାଣ୍ଡ ନିକଟ ଜାତୀୟ ରାଜପଥ ୫୫ ରେ ଘଟିଥିଲା ଏହି ଭୟାନକ ଦୁର୍ଘଟଣା। ଦୁର୍ଘଟଣା […]

Continue Reading

ସକାଳୁଆ ସ୍କୁଲ୍‌ ନିର୍ଦ୍ଦେଶ..

-ସକାଳୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ-ସକାଳ ସାଢ଼େ ୬ରୁ ଦିନ ସାଢ଼େ ୧୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ୍‌-ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ୍‌ ପାଇଁ ନିର୍ଦ୍ଦେଶ-ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌ ଜାରି ରହିବ-ଏନେଇ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ସଚିବ MorningSchoolsOdisha #Heatwave SchoolAndMassEducationDepartment #Dhenkanalnewsodisha

Continue Reading

ବି.ବି.ହାଇସ୍କୁଲ,ଢେଙ୍କାନାଳର ୧୯୮୦ ବ୍ୟାଚ୍ ର ସହପାଠୀ ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ.

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀ ମଧ୍ୟରେ ୧୯୮୦ ବ୍ୟାଚ୍ ର ସହପାଠୀ ଚତୁର୍ଥ ବନ୍ଧୁମିଳନ -୨୦୨୬ର କାର୍ଯ୍ୟକ୍ରମ ଦିନ ୦୯ ଘଟିକାରୁ ୦୪ ଘଟିକା ପର୍ଯ୍ୟନ୍ତ ବି.ବି.ହାଇସ୍କୁଲ୍,ଢେଙ୍କାନାଳ ନିକଟସ୍ଥ ପାଣିଓହଳା ପାହାଡ଼ ପାଦଦେଶରେ ଅବସ୍ଥିତ ବନଦୁର୍ଗା ମନ୍ଦିର ସନ୍ନିକଟ ବଣଭୋଜି ସ୍ଥଳରେ ଓ କଲେଜ୍ ବାଇପାସ୍ ନିକଟସ୍ଥ ଆଖଣ୍ଡଳମଣି ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସେହି ସମୟରେ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରୀ,ଛାତ୍ରମାନେ ଉପସ୍ଥିତ […]

Continue Reading

ପାଣିପାଗ ଖବର : ୭ ଦିନ ଆହୁରି ଥରିବ ଓଡ଼ିଶା…

ରାଜ୍ୟର ରାତି ତାପମାତ୍ରା ଲଗାତାର ତଳମୁହାଁ ହେବାରେ ଲାଗିଥିବା ବେଳେ ଆଜି ଘୁ. ଉଦୟଗିରିର ପାରଦସ୍ତର ୩.୧ ଡିଗ୍ରିକୁ ଖସିଛି। ସେହିଭଳି ଶିମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରି, ଫୁଲବାଣୀରେ ୫.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରି ହୋଇଥିବାବେଳେ ରାତି ତାପମାତ୍ରା ଲଗାତାର ତଳମୁହାଁ ହେବାରେ ଲାଗିଥିବା ବେଳେ ଆଜି ଜି.ଉଦୟଗିରିର ପାରଦସ୍ତର ୩.୧ ଡିଗ୍ରିକୁ ଖସିଛି। ସେହିଭଳି ଶିମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରି, ଫୁଲବାଣୀରେ ୫.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରି.. ଭୁବନେଶ୍ବର: ରାଜ୍ୟର […]

Continue Reading

ବାବା ଆଖଣ୍ଡଳମଣୀ ୱେଲ୍‌ଫେୟାର୍ ସଂଘ ପକ୍ଷରୁ ବିଶ୍ବକର୍ମା ପୂଜା ପାଳିତ..

ଢେଙ୍କାନାଳ ବସ୍‌ଷ୍ଟାଣ୍ଡସ୍ଥିତ ବାବା ଆଖଣ୍ଡଳମଣୀ ୱେଲ୍‌ଫେୟାର ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ସକାଳେ କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାରରେ ପୂଜା, ହୋମ ଯଜ୍ଞ ସହ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା । ମଧ୍ୟାହ୍ନରେ ୩ଶହରୁ ଉର୍ଦ୍ଧ୍ବ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଭାତ, ଡାଲ୍‌ମା, ଆମ୍ବୁଲ ଖଟା ଇତ୍ୟାଦି ଭୋଜନ ହୋଇଥିଲା । କର୍ତା ରାମଚନ୍ଦ୍ର ପଣ୍ଡା, ସଭାପତି ରମେଶ ମହାନ୍ତି, ସଂପାଦକ ଗୌତମ […]

Continue Reading

କାର ତଳେ ଚାପି ହୋଇଗଲା ଅଟୋ – ତିନି ମୃତ , ତିନି ଗୁରୁତର

ଅନୁଗୁଳ – ଅଟୋ କାର ମୁହାମୁହିଁ ଧକ୍କା ହେବା ସହ ଅଟୋକୁ ଘୋଷାଡି ନେଲା କାର । ଯାହା ଫଳରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି ।ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଏହି ଅଟୋ କାର ମୁହାମୁହିଁ ଧକ୍କା ହୋଇଛି । ମୃତକ ମାନେ ହେଲେ ବଂଶୀଧର ସେଠି, କମଳା ସେଠି ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) ଓ ଗୁରୁତର ମାନେ ହେଲେ ସୁନିତା […]

Continue Reading

ଦମ୍ପତିଙ୍କୁ ଚାପି ଦେଲା ଟ୍ରକ୍‌: ବିଳମ୍ବିତ ରାତି ଯାଏ କଟକ-ଭୁବନେଶ୍ବର ରାସ୍ତା ଜାମ୍..

ଫୁଲନଖରା: ବାଇକ୍‌ ଆରୋହୀ ଦମ୍ପତିଙ୍କୁ କଟକ ସହର ଉପକଣ୍ଠ ଗୋପାଳପୁର ନିକଟ କାଠଯୋଡି ବ୍ରିଜ ଶେଷ ଭାଗରେ ଏକ ଟ୍ରକ୍ ଚାପି ଦେଇଛି। ଘଟଣାସ୍ଥଳରେ ହିଁ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ଦେବୀ ପ୍ରସାଦ ପାଲ (୫୬) ଓ ତାଙ୍କ ପତ୍ନୀ ସସ୍ମିତା ବିଶ୍ବାଳ (୪୯)। ଏହି ଦୁର୍ଘଟଣା ପରେ ୧୬ ନମ୍ବର ଜାତୀୟ ରାଜପଥର କଟକ-ଭୁବନେଶ୍ବର ମାର୍ଗରେ ବିଳମ୍ବିତ ରାତି ଯାଏଁ ପ୍ରବଳ ଭିଡ଼ ଲାଗିଛି। ପୁଲିସ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ […]

Continue Reading