ଏବିଭିପି ତରଫରୁ ରାଜ୍ୟବ୍ୟାପୀ କ୍ୟାମ୍ପସ୍ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା…

ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପାଳନ ଅବସରରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେଦେଶଭକ୍ତିର ଭାବନା ଜାଗ୍ରତ କରିବା, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାକୁ ସୁଦୃଢ଼ କରିବା ଏବଂ ରାଷ୍ଟ୍ରପୁନଃନିର୍ମାଣର ଲକ୍ଷ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ଅଞ୍ଛଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ପକ୍ଷରୁ ସାରା ଓଡ଼ିଶାରେ ରାଜ୍ୟବ୍ୟାପୀ କ୍ୟାମ୍ପସ୍ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଆଜି ଢ଼େଙ୍କାନାଳ ସୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଏକ ଭବ୍ୟ ତ୍ରିରଙ୍ଗାଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥ‌ିରେ ୧୫୦ ସଂଖ୍ୟକ ବିଦ୍ୟାର୍ଥୀ […]

Continue Reading

ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ ତମ ଜନ୍ମଜୟନ୍ତୀ ଉତ୍ସବ

ଉତ୍କଳମଣି ଆଦର୍ଶ ସେଛାସେବୀ ଅନୁଷ୍ଠାନ, କାଶିଆଡିହି ଦ୍ବାରା ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ୬୫୦ତମ ଜନ୍ମଜୟନ୍ତୀ ଉତ୍ସବ ଜିଲ୍ଲା ଲେଖକ ସଂସଦ ଭବନ ଠାରେ ପାଳନ ହୋଇଯାଇଛି । ଦେଶର ଯଶସୀ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ବାଣୀ ଓ ସମରସତାକୁ ଦେଶବ୍ୟାପୀପାଳନ କରାଯାଉଅଛି । ଏହି କ୍ରମରେ ଆଜିର ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥ୍ୟ ଭାବେ ଢେଙ୍କାନାଳ ଜିଲ୍ଲା ବିଜେପିସଭାପତି ରାସବିହାରୀ ବେହେରା ଯୋଗଦେବା ସହ ଢେଙ୍କାନାଳ […]

Continue Reading

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ପାଳିତ.

ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଅଧୀନସ୍ଥ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ଥିଲା “ଏକ ଚନ୍ଦ୍ର, ଏକ ଦୃଷ୍ଟିକୋଣ, ଏକ ଭବିଷ୍ୟତ”।ଏହି ଅବସରରେ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‘ନିଜେ ପ୍ରସ୍ତୁତ କର ଏବଂ ସାଙ୍ଗରେ ନେଇଯାଅ ଖଗୋଳ ବିଜ୍ଞାନ କିଟ୍’ ବିଜ୍ଞାନ କର୍ମଶାଳା ଏବଂ ‘ଚନ୍ଦ୍ର ଅନୁସନ୍ଧାନ’ ଉପରେ ଏକ ବିଜ୍ଞାନ ଚଳଚ୍ଚିତ୍ର ପ୍ରଦର୍ଶନୀର ଆୟୋଜନ […]

Continue Reading

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…

ଢ଼େଙ୍କାନାଳ ବିଜ୍ଞାନ କେନ୍ଦ୍ର, ଯାହାକି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଙ୍କ ଏକ ଏକକ ପକ୍ଷରୁ ଆଜି ବିଶ୍ୱ ଜନସଂଖ୍ୟା ଦିବସ-୨୦୨୬ ପାଳନ କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ “ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାର ସାକାର ରୂପାୟନ” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ […]

Continue Reading

AparajitaSarangi : କେନ୍ଦ୍ର କ୍ୟାବିନେଟ୍‌ରେ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା

କେନ୍ଦ୍ର ସରକାରଙ୍କ ଆସନ୍ତା କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏଥିରେ ଜଣେ ମହିଳା ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ଆଶା କରାଯାଉଛି। ସେ ପୂର୍ବତନ ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ବୋଲି ଚର୍ଚ୍ଚା ହେଉଛିନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆସନ୍ତା କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏଥିରେ ଜଣେ ମହିଳା ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ […]

Continue Reading

ହନୁମାନ ବାଟିକାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମବାର୍ଷିକୋତ୍ସବ ପାଳିତ.

ଢେଙ୍କାନାଳ ସହର ବସ୍‌ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳନ ହୋଇଆସୁଅଛି । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲା । ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା ସହିତ ହଜାରେ ଆହୁତି ଦିଆଯାଇଥିଲା । ଭକ୍ତମାନେ ବିଭିନ୍ନ ଭୋଗରାଗ ହନୁମାନଙ୍କ […]

Continue Reading

ଢେଙ୍କାନାଳ ଶାସନ ଛକରେ ମା’ ତାରିଣୀଙ୍କ ୭ମ ବାର୍ଷିକ ଜନ୍ମୋତ୍ସବ ଉପଲକ୍ଷେ କଳସଯାତ୍ରା..

ଢେଙ୍କାନାଳ ସହରର ଶାସନ ଛକ ଅଞ୍ଚଳରେ ଅବସ୍ଥିତ ମା’ ତାରିଣୀ ଦେବୀଙ୍କ ୭ମ ବାର୍ଷିକ ଜନ୍ମୋତ୍ସବ ଅବସରରେ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଭାଗିରଥୀ ସାଗର କୂଳରୁ ପୂଜାର୍ଚ୍ଚନା କରାଯାଇ ୧୦୮ରୁ ଅଧିକ ପୁରୁଷ ଓ ମହିଳା ଘଂଟ ବାଦ୍ୟ ସହ ସହର ପରିକ୍ରମା କରି ମନ୍ଦିର ପରିସରକୁ ପହଞ୍ଚିଥିଲେ। ଭକ୍ତିମୟ ପରିବେଶ ମଧ୍ୟରେ ସୂର୍ଯ୍ୟପୂଜା, ଗୋ-ପୂଜା, ଗୁରୁପୂଜା, ଚତୁର୍ଦ୍ଧାମୂର୍ତି ପୂଜା, ମଣ୍ଡଳାଦି ପୂଜା ଓ ଅଗ୍ନି ସଂସ୍କାର ଆଦି କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା।ଆସନ୍ତା ୨୫ ତାରିଖ […]

Continue Reading

CRPF Jawan: ହୃଦଘାତରେ ସିଆରପିଏଫ ଯବାନଙ୍କ ଅକାଳ ବିୟୋଗ.

ତେଲକୋଇ ଥାନା ପୁରୁଯୋଡା ପଞ୍ଚାୟତ ଅନ୍ତର୍ଗତ କରଙ୍ଗାପାଳ ଗ୍ରାମର ସିଆରପିଏଫ ଯବାନ ଶୁଖଲାଲ କୁଙ୍କାଲଙ୍କ ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଯାଇଛି` ଭୁବନେଶ୍ୱର ନୟାପଲ୍ଲୀ ସିଆରପିଏଫ କ୍ୟାମ୍ପରେ ଗତକାଲି ସନ୍ଧ୍ୟାରେ ହୃଦଘାତରେ ପୀଡ଼ିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥି‌ଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଯାଇଛି।ଆଜି ଗାର୍ଡ ଅଫ୍ ଅନର ସହିତ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସେ ୨୦୦୩ରେ ସିଆରପିଏଫରେ ଯୋଗଦେଇ ଦେଶ ମାତୃକାର ସେବାରେ ବ୍ରତୀ ରହିଥିଲେ। ୨୦୨୩ରୁ […]

Continue Reading

Pongal Gift by Tamlinadu Government: ଆଗକୁ ଅଛି ନିର୍ବାଚନ: ଲୋକଙ୍କୁ ୩ ହଜାର ଟଙ୍କା ସହ ଉପହାର ବାଣ୍ଟିଲେ ଷ୍ଟାଲିନ ସରକାର

ଚେନ୍ନାଇ: ପୋଙ୍ଗଲ ଅବସରରେ, ତାମିଲନାଡୁ ସରକାର ଗୁରୁବାର ଦିନ ରାଜ୍ୟ ସାରା ୨ କୋଟି ୨୨ ଲକ୍ଷ ରାସନ କାର୍ଡ ଧାରକଙ୍କୁ ନଗଦ ଟଙ୍କା ଏବଂ ଉପହାର ପ୍ରଦାନ କରିବା ପାଇଁ ଏକ ବିଶାଳ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଚେନ୍ନାଇର ନଜରେଥପେଟ୍ଟାଇର ଆଲାଣ୍ଡୁର ଅଞ୍ଚଳର ଏକ ରାସନ ଦୋକାନରୁ ଏହି ଯୋଜନାକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ, ପ୍ରତ୍ୟେକ ହିତାଧିକାରୀ ପରିବାରକୁ ଏକ କିଲୋଗ୍ରାମ ଚାଉଳ, ଏକ […]

Continue Reading

ଲୁହ ଭରା ଆଖିରେ ଆକ୍ଟିଙ୍ଗ ଦୁନିଆକୁ ଅଲବିଦା କହିଲେ ବିଜୟ..

ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର। ବିଜୟ ଥଲାପତି ଅଭିନୟ ଛାଡି ରାଜନୀତିରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ସେ ତାଙ୍କର ରାଜନୈତିକ ଦଳ, ତାମିଲଗା ଭେଟ୍ଟି କାଝାଗମ ଆରମ୍ଭ କରିଥିଲେ।ଏଖବର ପରେ ସବୁଠି ଚର୍ଚ୍ଚା। ଥାଲାପତି ବିଜୟ ତାଙ୍କ ଫିଲ୍ମ କ୍ୟାରିଅର ଛାଡି ରାଜନୀତି ଉପରେ ଧ୍ୟାନ ଦେବାର ନିଷ୍ପତ୍ତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଅଭିନେତା କହିଥିଲେ, “ମୋ ପାଇଁ କେବଳ ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ।ଲୋକମାନେ ସିନେମା ହଲକୁ ଆସନ୍ତି ଏବଂ ମୋତେ […]

Continue Reading