ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା #AsianAthleticsChampionships ର ମହିଳା ୪ × ୧୦୦ ମିଟର ରିଲେ ରେସ୍ ରେ ରୌପ୍ୟ ପଦକ ଜିତିଥିବା ମହିଳା ଦଳକୁ ଢେଙ୍କାନାଳ ନ୍ଯୁଜ ପରିବାର ପକ୍ଷରୁ ଶୁଭେଚ୍ଛା। ଏଥିସହ ଦଳରେ ଥିବା ଓଡ଼ିଶା ମାଟିର ସୁକନ୍ୟା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ। ଆପଣଙ୍କର ଏହି ଉପଲବ୍ଧି ଓଡ଼ିଶା ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ। ଆପଣଙ୍କ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ଆଗାମୀ ପିଢ଼ିକୁ ପ୍ରେରଣା ଦେବ। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି । – ଢେଙ୍କାନାଳ ନ୍ୟୁଜ୍
error: Content is protected !!