କାମାକ୍ଷାନଗର ଆଳତୁମା ଦଧିବାମନ ଜୀଉ ମନ୍ଦିର ରେ ପ୍ରଭୁ ଦଧିବାମନଙ୍କ ପାଖେ ଚିତାଲାଗି ନିତୀ ଅନୁଷ୍ଠିତ ।

ଜିଲ୍ଲା ଢେଙ୍କାନାଳ ଖବର
Spread the love

ଓଡିଶାର ପାରମ୍ପରିକ ପର୍ବ ଚିତାଲାଗି ଅମାବାସ୍ୟା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲଲାଟରେ ଭୂଷଣ ଅର୍ପଣ ଉପଲକ୍ଷେ ଆଜି ଆଳତୁମା ଦଧିବାମନ ଜୀଉ ମନ୍ଦିର ରେ ପ୍ରଭୁ ଦଧିବାମନ ଙ୍କ ପାଖେ ଚିତାଲାଗି ନିତୀ ଅନୁଷ୍ଠିତ ।

କାମାକ୍ଷାନଗର ଅଞ୍ଚଳର ବହୁ ପୁରାତନ ଶ୍ରୀ ଶ୍ରୀ ଦଧିବାମନ ଜୀଉ ।‌ ଦେବୋତ୍ତର ବିଭାଗ ଅଧିନସ୍ଥ ।

#ChitalagiAmabasya #ଚିତ୍ତଉଅମାବାସ୍ୟା

Leave a Reply

Your email address will not be published. Required fields are marked *