ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଜନସାଧାରଣଙ୍କ ସହବିଭିନ୍ନ ବିଷୟ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ଭୁବନେଶ୍ୱର ସାଂସଦ ଙ୍କ ଆଲୋଚନା…

ରାଜନୀତି
Spread the love

ଆଜିଓରବରସିଂହଁ ଗ୍ରାମ ପଞ୍ଚାୟତ କୃଷ୍ଣ ପୁର ଗ୍ରାମ ରେ ସାସଂଦ ଅପରଜିତା ଷଡଙ୍ଗୀ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ ଜନସାଧରଣ ଙ୍କ ସହ ବନ୍ୟା ପାଇଁ ଘେରିବନ୍ଧ ଓ ଚେକ ଡ୍ୟାମ ପାଇଁ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ପ୍ରତିସୁତି ଦେଇଛନ୍ତି ଏହି ଅବସରରେ ସମସ୍ତ ନେତୃବୃନ୍ଦ କାର୍ଯ୍ୟକର୍ତ୍ତା ମୁଁ କ୍ଷ ସଜଜକ ବିଦୂତ କାଣ୍ଡି, ପଦ୍ମ ଚରଣ ପାଇକରାୟ, ପସନ ଦାସ, କୁଞ୍ଜବନ ସାହୁ ଅନ୍ୟାନ୍ୟ କାର୍ଯ୍ୟ କତା ଜନସାଧାରଣ ଉପସ୍ଥିତ ଥିଲେ।

#dhenkanalnews #bhubaneswarmp #aparajitasadangi

Leave a Reply

Your email address will not be published. Required fields are marked *