ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସ୍ନେହ ସୃଜନ ଅଧିବେଶନ!

ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପୁଣି ସ୍କୁଲ ଫେରାଇ ଆଣିବା ଲାଗି ଉଦ୍ୟମକୁ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସହଯୋଗରେ ଜୁଲାଇ ମାସରେ ଦୁଇଟି ସ୍ନେହ ସୃଜନ ଅଧିବେଶନ ଆୟୋଜନ କରାଯାଇଛି

Continue Reading