ପବିତ୍ର ‘ମହାଶିବରାତ୍ରୀ’ ଉପଲକ୍ଷେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁସଜ୍ଜିତ ଶହ ଶହ ଦୀପ ଓ ଆଲୋକମାଳାର ଦୃଶ୍ୟ ଅତ୍ୟନ୍ତ ମନୋହର । ପ୍ରଭୁଙ୍କ ନିକଟରେ ଜଗତର କଲ୍ୟାଣ କାମନା କରୁଛି ।

#Mahashivaratrijagar #loadlingaraj #bhubanewarnews #dhenkanalnews ଓଁ ନମଃ ଶିବାୟ 🙏

Continue Reading

ଓଁ ତ୍ରୟମ୍ବକମ୍‌ ୟଯାମହେ ସୁଗନ୍ଧି ପୁଷ୍ଟିବଦ୍ଧନମ୍ |ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟାର୍ପୂକ୍ଷୀୟ ମାମୃତାତ୍ମହାଶିବରାତ୍ରି ଉପଲକ୍ଷେ ଢେଙ୍କାନାଳ ନ୍ଯୁଜ୍‌ ପରିବାରତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା#mahashivratri #shiv #dhenkanalnews #odisha #babachandrasekhar

Continue Reading

କଣ୍ଟାବନିଆ ଥାନା କମଳାଙ୍ଗ ନିକଟରେ ଇଟାଭାଟିରେ ଚାଲିଗଲା ୪ ଜଣଙ୍କ ଜିବନ, ମୃତକଙ୍କ ମଧ୍ୟରେ ଜଣେ ନା ବାଳକ..

ଢେଙ୍କାନାଳ ଖବର : ଢେଙ୍କାନାଳ କଣ୍ଟାବଣିଆ ଥାନା କମଳାଙ୍ଗ ନିକଟ ଇଟାଭାଟିରେ ଅଘଟଣ । ଇଟାଭାଟିରେ ୪ ଜଣଙ୍କମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ମଧ୍ୟ ସାମିଲ ଅଛି । ତେବେ ଶ୍ବାସରୁଦ୍ଧହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖୁଛି ।

Continue Reading

ମହକ ଓ ଉତ୍ସାହ 2023 ର ଉଦଯାପନୀ ସମାରୋହ ଅନୁଷ୍ଠିତ.

ଢେଙ୍କାନାଳ :20/10-ଆଜି ଅପରାହ୍ନରେ ଗୋପବନ୍ଧୁ ଟାଉନ ହଲ ରେ ମହକ ଓ ଉତ୍ସାହ 2023ର ଉଦଯାପନୀ ସମାରୋହ ଅନୁଷ୍ଠିତ ହେଇଯାଇଛି l ଏହି ସମାରୋହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଏହି ଅବସରରେ ଆୟୋଜିତ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l

Continue Reading

ରଘୁବର ଦାସ ହେଲେ ଓଡ଼ିଶାର ନୂତନ ରାଜ୍ୟପାଳ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସେ ୨୦୧୯ ଯାଏ କ୍ରମାଗତ ୫ ଥର ବି ଧ ନ ସ ଭ। କୁ ନିର୍ବାଚିତ ହୋଇଥିଲେ। ୨ ୦ ୦୯ ରସେରଘୁବର ଦାସଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ରଘୁବର ବର୍ତ୍ତମାନ ରାଜ୍ୟପାଳଥିବା ଗଣେଶୀ ଲାଲଙ୍କ ସ୍ଥାନ ନେବେ । ରଘୁବର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରିଇନ୍ଦ୍ରସେନ ରେଡ୍ଡୀ ଲାଲୁଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତ […]

Continue Reading

ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ..

ଢେଙ୍କାନାଳ :11/10-ଆଜି ଅପରାହ୍ନରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ସାହୁଙ୍କ ଅଧ୍ୟକ୍ଷତା ରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହେଇଯାଇଛି l କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶ୍ରୀମତୀ ସାହୁ କହିଥିଲେ ଯେ, ନାରୀ ହେଉଛି ସମାଜର ମେରୁଦଣ୍ଡ l ନାରୀଙ୍କ ଅନୁପସ୍ଥିତିରେ ସମାଜ ର ବିକାଶ ଅସମ୍ଭବ l ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଯୋଜନା ମାନ ପ୍ରଣୟନ କରିଛନ୍ତି, ଯେପରିକି ସଂପୂର୍ଣ୍ଣା, […]

Continue Reading

55 ନମ୍ବର ଜାତୀୟ ରାଜପଥ ର ବ୍ରିଜ ତଳକୁ ପଡିଲା ଟ୍ରକ ଦୁଇ ଆହାତ.

Date – 10.10.23Anchor – ଆଜି ସକାଳୁ 55 ନମ୍ବର ଜାତୀୟ ରାଜପଥରେ ପଞ୍ଚୁପଟି ନିକଟରେ ବ୍ରିଜ ତଳକୁ ଖସିଲା ଟ୍ରକ୍. ଅର୍ଦ୍ଧ ନିର୍ମିତ ବ୍ରିଜ ହୋଇଥିବାରୁ ଏହି ଘଟଣା ଘଟିଛି । ଘଟଣା ସ୍ଥଳରେ ସଦର ଥାନା ଅଧିକାରୀ ପହଞ୍ଚିଛନ୍ତି । ଡ୍ରାଇଭର ଓ ହେଲପର ଆହାତ , ଦୁଇ ଜଣ ହେଉଛନ୍ତି ଉତ୍ତରପ୍ରଦେଶ ରାମପୁର ଅଞ୍ଚଳର ବୋଲି ଜଣାପଡିଛି । ଦୁଇ ଆହାତକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଗତ କିଛି ଦିନ […]

Continue Reading

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସୂଦୂର କେନ୍ଦୁଝର ରେ ସମ୍ବର୍ଦ୍ଧିତ।

ଜନ୍ମ ମାଟି ର ଟେକ ରଖିଲା ଜନ ମଙ୍ଗଳ(ରାସୋଳ)। ଅଦ୍ୟ ତା 01/10/2023 ରିଖ ରବିବାର ଦିନ ସକାଳ ଏଗାର ଘଟିକା ସମୟରେ କେନ୍ଦୁଝର ର ଅଗ୍ରଣୀ ସ୍ଵେଚ୍ଛାସେଵୀ ଅନୁଷ୍ଠାନ ଭରସା ପରିବାର (ଓଡିଶା)ର ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ଭୋଇ ଙ୍କର ସଭାପତିତ୍ବରେ ଦ୍ବିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ସଂସ୍କୃତି ଭବନ (କେନ୍ଦୁଝର) ର ସଭାଗୃହରେ ବହୁ ଆଡମ୍ବର ରେ ପାଳନ ହେବା ଅବସର ରେ ରାଜ୍ୟ ସ୍ତରୀୟ ବହୁ ସ୍ବେଚ୍ଛାସେବୀ ତଥା […]

Continue Reading

ପବିତ୍ର ଗୁରୁଦିବସରେ ଗୁରୁମାନଙ୍କୁ କୋଟି କୋଟି ପ୍ରଣାମ..

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁଗୁରୁଦେବ ମହେଶ୍ବର ।ଗୁରୁ ସାକ୍ଷାତ ପରଂବ୍ରହ୍ମତମୈଶ୍ରୀ ଗୁରବେ ନମଃ । #happyteachersday #Teachersday2023

Continue Reading