2024 ସାଧାରଣ ନିର୍ବାଚନ କୁ ନେଇ ପ୍ରେସ୍ମିଟ ରେ ଏସପି ଓ ଜିଲ୍ଲାପାଳ ଦେଲେ ସୂଚନା….
ଢେଙ୍କାନାଳ :-ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ କୁ ନେଇ ପୂର୍ବାହ୍ନ ଏଗାର ଟାରେ ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସଦ୍ ଭାବନା ସମ୍ମିଳନୀ କକ୍ଷରେ ଜିଲାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୋରଞ୍ଜନ ମଲିକ ଙ୍କ ପକ୍ଷରୁ ଏକ ଖବରଜାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲାରେ ଲୋକ ସଂଖ୍ୟା ୧୩, ଲକ୍ଷ ୮ ହଜାର ୧୮୨ l ଜିଲ୍ଲାର ମୋଟ ଭୋଟର ୯ ଲକ୍ଷ , ୬୭ ହଜାର ୨୯୭ | ତନ୍ମଧ୍ୟରେ ମହିଳା ଭୋଟର […]
Continue Reading