ଟାଙ୍କି ରୁ ପେଟ୍ରୋଲ ବଦଳରେ ବାହାରୁଛି ପାଣି..

ଅନୁଗୋଳ ଜିଲ୍ଲା ନାଲକୋ ଥାନା ନିକଟସ୍ଥ କାଣ୍ଡସର ପେଟ୍ରୋଲ ଟାଙ୍କି ରୁ ପେଟ୍ରୋଲ ବଦଳରେ ପାଣି ବାହାରୁଥିବା ଅଭିଯୋଗ ହୋଇଛି । ସୂଚନା ଯେ, ଗତ ୨୦/୦୭/୨୦୨୩ ଗୁରୁବାର ଦିନ କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ପେଟ୍ରୋଲ ଟାଙ୍କି ରେ କାଣ୍ଡସର ଗ୍ରାମର ସନ୍ତୋଷ କୁମାର ବେହେରା ୪୩୦ ଟଙ୍କା ରେ ତେଲ ପାଇଥିଲେ। ସନ୍ତୋଷ ଗାଡି ଧରି ନାଲକୋ ଆଡ଼କୁ ଯାଇଥିଲେ। ଅଧାରେ ଗାଡି ବନ୍ଦ ହୋଇଯିବାରୁ ଗାଡି କୁ ଗ୍ୟାରେଜ୍ କୁ ନେଇ […]

Continue Reading

କୂଅ ସଫା ବେଳେ ଅଘଟଣ, ମାଲିକ ଓ ଶ୍ରମିକ ର ଜିବନ ଗଲା.

ଢେଙ୍କାନାଳ:-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ଅନ୍ତର୍ଗତ ସରର୍କେଶ୍ୱରୀପାଳ ଗାଁ ରେ କୂଅ ସଫା କରୁଥିବା ବେଳେ ଅଘଟଣ | କୂଅ ସଫା କରୁଥିବା ବେଳେ ୨ ଜଣ ଙ୍କ ର ମୃତ୍ୟୁ ହୋଇଛି |ମୃତକ ୨ ଜଣ ହେଉଛନ୍ତି ସେହି ଗ୍ରାମର ଶଶିଭୂଷଣ ସାହୁ ଓ ଭଜମନ ବେହେରା |ସୂଚନା ମୁତାବକ ଶଶିଭୂଷଣ ଙ୍କ କୂଅ ଉଭୟ ମିଶି ସଫା କରୁଥିଲେ। ଅସାବଧାନତା କାରଣ ରୁ ଶ୍ୱାସ ରୋଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ […]

Continue Reading

ସ୍କୁଲ ଫିସ ଦେବାରେ ବିଳମ୍ବ ହେବାରୁ ତିନିଘଣ୍ଟା ଖରାରେ ଛିଡା ହେଲେ ଛାତ୍ରୀ.

ଅନୁଗୋଳ ସହର ସିମିଳିପଡ଼ା ନିକଟ ରାଣିଗୁଡ଼ା ପମ୍ପ ହାଉସ ଠାରେ ଓମ ବିଦ୍ୟା ମନ୍ଦିର ସ୍କୁଲ ଅବସ୍ଥିତ । ରାଣିଗୁଡା ପମ୍ପ ହାଉସ ନିକଟରେ ରହୁଥିବା ଶ୍ରୀକାନ୍ତ ପାତ୍ର ଓ ମମତା ପାତ୍ର ଙ୍କ ଝିଅ ରାଜଲକ୍ଷ୍ମୀ ପାତ୍ର ( ୯ ) ଓମ ବିଦ୍ୟା ମନ୍ଦିର ସ୍କୁଲ ପାଠ ପଢନ୍ତି । ସୂଚନା ଯେ, ଓମ ବିଦ୍ୟା ମନ୍ଦିର ସ୍କୁଲ ରେ ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି ରାଜଲକ୍ଷ୍ମୀ । ତିନିମାସ ହେବ ସ୍କୁଲ ଫିସ […]

Continue Reading

ସତ୍ୟବାଦୀର ବରିଷ୍ଠ ଓ ନିଷ୍ଠାଵାନ କାର୍ଯ୍ୟକର୍ତ୍ତା ତଥା ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ମହେଶ୍ୱର ଭାଇଙ୍କର ଦେହାନ୍ତ ପରେ ଶୋକସ୍ବନ୍ତ ପରିବାର କୁ ଭେଟିଲେ ବିଜେପି ରାଷ୍ଟ୍ରୀୟ ପ୍ରବନ୍ଧକ ତଥା ପୁରୀ ଲୋକ ସଭା ପାର୍ଥୀ ସମ୍ବିତ ପାତ୍ର..

Continue Reading

ଭୂମି ସଂସ୍କାର ନିମନ୍ତେ ଜିଲ୍ଲାରେ ନିଆଯାଇପୂବା ହରିତଓ ସଫଳ କାର୍ଯ୍ୟକ୍ରମ ପାଇଁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣବିକାଶ ମନ୍ତ୍ରଣାଳୟ ତରଫରୁ ଢେଙ୍କାନାଳ ଜିଲ୍ଲାକୁଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ‘ଭୂମି ସମ୍ମାନ’ପ୍ରଦାନ କରାଯାଇଛି ।

Continue Reading

ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଥିବାରୁ ଚଳଚଞ୍ଚଳ ବାବା ଚନ୍ଦ୍ରଶେଖର ଙ୍କ ପିଠସ୍ଥଳୀ..

ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଥିବାରୁ ଚଳଚଞ୍ଚଳ ବାବା ଚନ୍ଦ୍ରଶେଖର ଙ୍କ ପିଠସ୍ଥଳୀ..

Continue Reading

ଭାରତ ବନାମ ୱେଷ୍ଟଇଣ୍ଡିଜ: ଟେଷ୍ଟ ଡେବ୍ୟୁ କଲେ ଯଶସ୍ୱୀ ଜସୱାଲ ଏବଂ ଇଶାନ କିଷନ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ତୃତୀୟ ଚକ୍ରରେ ଏହା ଟିମ୍ ଇଣ୍ଡିଆର ପ୍ରଥମ ସିରିଜ୍ । ୱିକେଟ୍ କିପର ଭାବରେ ଇଶାନ କିଷନଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ତାଙ୍କ ବ୍ୟତୀତ ଯଶାସୀ ଜସୱାଲଙ୍କୁ ମଧ୍ୟ ଏକ ସୁଯୋଗ ଦିଆଯାଇଛି । ଉଭୟ ଖେଳାଳିଙ୍କ ପାଇଁ ଏହା ଏକ ବିଶେଷ ଦିନ ।

Continue Reading

ଓଡିଶା ପ୍ରଦେଶ କଂଗ୍ରେସ କମିଟି

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଡ. ତିରୁପତି ପାଣିଗ୍ରାହୀ, ଏସ୍ ଗଜପତି ରାଓ, ବି. ବାଲରାଜୁ, ଟି ନାଗେଶ୍ୱର ରାଓ, ଡି.ଭି. ରାଜୁ, ଏମ କ୍ରିଷ୍ଣା ରାଓ, ଏସ ବାଲରାଜୁ, ଏସ୍ ଜୟମୋହନ ରାଓ, କ୍ରିଷ୍ଣା କୁମାର ବେହେରା ଓ କାଶି ନଗର ବ୍ଲକର ନେତୃବୃନ୍ଦ ଜି. ତିରୁପତି ରାଓ, ଅଖିଳ କୁମାର ପାତ୍ର, କେ.ସି. […]

Continue Reading

ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଡ. ତିରୁପତି ପାଣିଗ୍ରାହୀ, ଏସ୍ ଗଜପତି ରାଓ, ବି. ବାଲରାଜୁ, ଟି ନାଗେଶ୍ୱର ରାଓ, ଡି.ଭି. ରାଜୁ, ଏମ କ୍ରିଷ୍ଣା ରାଓ, ଏସ ବାଲରାଜୁ, ଏସ୍ ଜୟମୋହନ ରାଓ, କ୍ରିଷ୍ଣା କୁମାର ବେହେରା ଓ କାଶି ନଗର ବ୍ଲକର ନେତୃବୃନ୍ଦ ଜି. ତିରୁପତି ରାଓ, ଅଖିଳ କୁମାର ପାତ୍ର, କେ.ସି. […]

Continue Reading

ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

ନିଘୋଡ଼ ନିଦକୁ ଯିବା ପରେ କେତେଜଣ ଘୁଙ୍ଗୁଡ଼ି ମାରିଥାନ୍ତି। ଏହା କାରଣରୁ ଅନ୍ୟର ନିଦ ବ୍ୟାଘାତ ହେଉଥିବାବେଳେ ଘୁଙ୍ଗୁଡ଼ିକୁ କମ୍ କିମ୍ବା ନିୟନ୍ତ୍ରଣ କରିବା ସହଜ କଥା ନୁହେଁ। – ବିଶେଷଜ୍ଞଙ୍କ ମତରେ ଘରୋଇ ସରଳ ଉପାୟରେ ଘୁଙ୍ଗୁଡ଼ିକୁ କମ୍ କରିହେବ। ପ୍ରତିଦିନ ଗୁଜୁରାତି ଚା’ ପିଇବା କିମ୍ବା ଗୋଟିଏ ଗୁଜୁରାତିକୁ ଭୋଜନ ପରେ ଚୋବାଇ ଖାଇବା ଭଲ। ଶୋଇବାର ୩୦ ମିନିଟ୍ ପୂର୍ବରୁ ଉଷୁମ ଖିରରେ ଗୁଜୁରାତି ଗୁଣ୍ଡ ଅଧ ଛୋଟ ଚାମଚ ମିଶାଇ କିଛିଦିନ […]

Continue Reading