ଆଜିଠୁ ଯୁକ୍ତ୨ ପରୀକ୍ଷା: ୧୨୬୭ପରୀକ୍ଷା କେନ୍ଦ୍ରରେ ୧.୯୩ ଲକ୍ଷ ପରୀକ୍ଷାର୍ଥୀ…

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ଥିଓରି ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ମାତୃଭାଷା(ଓଡ଼ିଆ) ବିଷୟର ପରୀକ୍ଷା ଥିବା ବେଳେ ବୁଧବାରଠାରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାତୃଭାଷା(ଓଡ଼ିଆ) ବିଷୟରୁ ଆରମ୍ଭ ହେବ। ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ପରୀକ୍ଷା ହଲ୍‌କୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍‌ କିମ୍ବା ପରୀକ୍ଷା ଚାଲିଥିବା ସମୟରେ […]

Continue Reading

ପବିତ୍ର ମକର ସଂକ୍ରାନ୍ତି

ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଢେଙ୍କାନାଳ ନ୍ଯୁଜ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ… makarasankranti #odisha #dhenkanalnews

Continue Reading

ଢେଙ୍କାନାଳ କପିଳାଶ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଟାଟା ଷ୍ଟିଲ ହାଫ ମାରାଥନ ଉଦଘାଟନ…

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଗସ୍ତରେ ଆସି ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ହାଲ୍ପ ମାରାଥନକୁ ଉଦ୍ଘାଟନ କରିଛନ୍ତି। ପରିବେଶ ଓ ହାତୀ ତଥା ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ସଚେତନତା କରିବାକୁ ଯାଇ ଟାଟା ଷ୍ଟିଲ ପକ୍ଷରୁ କପିଳାଶ ଠାରେ ଆୟୋଜିତ ହାଫ ମାରାଥନ କୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରହିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, […]

Continue Reading

ଜିଲ୍ଲା ଦଳିତ ମହାସଂଘ ଓ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ…

ରିପୋର୍ଟ- ଅକ୍ଷୟ କୁମାର ନନ୍ଦ(କାମାକ୍ଷାନଗର ). ମୁଖ୍ୟ ସମ୍ପାଦକ -ସୁଶୀଲ କୁମାର ସାହୁ

Continue Reading

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଭବନରେ ବିଶ୍ଵ ରକ୍ତ ଦାତା ଦିବସ ପାଳିତ..

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବାରକ୍ତଦାନ ଭବନରେ ବିଶ୍ବ ରକ୍ତ ଦାତା ଦିବସ ପାଳିତହୋଇଯାଇଛି। ଏ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନଶିବିର ଆୟୋଜିତ ହୋଇଥିଲା। ଅନୁଗୁଳ ଉତ୍କର୍ଷପରିବାର,ବୁଡ଼ ବ୍ୟାଙ୍କ ଏବଂ ଜେଏସପି ଫାଉଣ୍ଡେସନର ମିଳିତଆନୁକୁଲ୍ୟରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ଅନୁଗୁଳ ବିଧାୟକପ୍ରତାପ ଚନ୍ଦ୍ର ପ୍ରଧାନ,ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ପ୍ରମୁଖଅତିଥୁ ରୁପେ ଶିବିରକୁ ଉଦଘାଟନ କରିଥିଲେ।ନବ ନିର୍ବାଚିତବିଧାୟକ ଶ୍ରୀ ପ୍ରଧାନ ରକ୍ତଦାନ ଏକ ମହତ୍ କାର୍ଯ୍ୟ […]

Continue Reading

ଢେଙ୍କାନାଳ ରେ ଯୋଗଦେବେ କବିତା ପ୍ରେମୀ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ.

ଢେଙ୍କାନାଳ ରେ ଯୋଗଦେବେ କବିତା ପ୍ରେମୀ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ.ସେ ହେଉଛନ୍ତି ଭାରତୀୟ ପ୍ରଶାସନିକ ସେବାଅଧିକାରୀ , ୨୦୧୫ ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀ ଅମ୍ରିତ ଋତୁରାଜ ବର୍ତ୍ତମାନ ଲେବର କମିଶନର ଭାବରେ କର୍ଯ୍ୟରତରହିଛନ୍ତି, ଆଗରୁ ସେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବରେ ଦାଇତ୍ଵ ନିର୍ବାହକରିଛନ୍ତି ।।#AmritRuturaj #IAS #dhenkanalnews #dklnews #poetlover

Continue Reading

2024 ସାଧାରଣ ନିର୍ବାଚନ କୁ ନେଇ ପ୍ରେସ୍‌ମିଟ ରେ ଏସପି ଓ ଜିଲ୍ଲାପାଳ ଦେଲେ ସୂଚନା….

ଢେଙ୍କାନାଳ :-ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ କୁ ନେଇ ପୂର୍ବାହ୍ନ ଏଗାର ଟାରେ ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସଦ୍ ଭାବନା ସମ୍ମିଳନୀ କକ୍ଷରେ ଜିଲାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୋରଞ୍ଜନ ମଲିକ ଙ୍କ ପକ୍ଷରୁ ଏକ ଖବରଜାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲାରେ ଲୋକ ସଂଖ୍ୟା ୧୩, ଲକ୍ଷ ୮ ହଜାର ୧୮୨ l ଜିଲ୍ଲାର ମୋଟ ଭୋଟର ୯ ଲକ୍ଷ , ୬୭ ହଜାର ୨୯୭ | ତନ୍ମଧ୍ୟରେ ମହିଳା ଭୋଟର […]

Continue Reading

ପବିତ୍ର ‘ମହାଶିବରାତ୍ରୀ’ ଉପଲକ୍ଷେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁସଜ୍ଜିତ ଶହ ଶହ ଦୀପ ଓ ଆଲୋକମାଳାର ଦୃଶ୍ୟ ଅତ୍ୟନ୍ତ ମନୋହର । ପ୍ରଭୁଙ୍କ ନିକଟରେ ଜଗତର କଲ୍ୟାଣ କାମନା କରୁଛି ।

#Mahashivaratrijagar #loadlingaraj #bhubanewarnews #dhenkanalnews ଓଁ ନମଃ ଶିବାୟ 🙏

Continue Reading