ଭୁବନେଶ୍ବର, କଟକ ଓ ପୁରୀରେ ଚାଲିବ ଡବଲ୍ ଡେକର ଇ-ବସ୍ । ପ୍ରଥମପର୍ଯ୍ୟାୟରେ ଆସିବ ୫ଟି ଡବଲ୍ଡେକର୍‌, ୧୦ ବର୍ଷ ପାଇଁ ହେବ ଚୁକ୍ତି…

ଢେଙ୍କାନାଳ ବ୍ୟୁରୋ- ଚାଲିବ ଡବଲ୍ ଡେକର ଇଲେକ୍ଟ୍ରିକ୍ ବସ୍ ।ଏଥିପାଇଁ ଘରୋଇ ସଂସ୍ଥାମାନଙ୍କୁ ଟେଣ୍ଡରଆହ୍ବାନ କରିଛି କୁଟ୍ । ଭୁବନେଶ୍ବର, କଟକ ଓପୁରୀରେ ଚାଲିବ ଏହି ଡବଲ୍ ଡେକର ଇ-ବସ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ଡେକର୍‌ ବସ୍ ଆସିବ । ଏହି ଇ-ବସ୍ ପାଇଁ ୧୦ବର୍ଷିଆ ଚୁକ୍ତି ହେବ । ସଂପୃକ୍ତ ସଂସ୍ଥା ସପ୍ଲାଏ,ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀଯୋଗାଇବ । ଆବଶ୍ୟକ ପଡିଲେ ଆହୁରି ୨ ବର୍ଷ ଚୁକ୍ତି ବଢାଯାଇପାରେ।

Continue Reading

ଜିଲ୍ଲା ଦଳିତ ମହାସଂଘ ଓ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ…

ରିପୋର୍ଟ- ଅକ୍ଷୟ କୁମାର ନନ୍ଦ(କାମାକ୍ଷାନଗର ). ମୁଖ୍ୟ ସମ୍ପାଦକ -ସୁଶୀଲ କୁମାର ସାହୁ

Continue Reading

ଅନୁଗୋଳ ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ନେଇ ଏକ ସଚେତନତା ଅନୁଗୋଳ ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି

ଅନୁଗୋଳ ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି ଅନୁଗୋଳ ଡାକ ବିଭାଗ ପକ୍ଷରୁ ଆଜି ସକାଳ ସମୟରେ ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ସୂଚନା ଯେ, ଆସନ୍ତା ଅଗଷ୍ଟ ୧୫ ତାରିଖ ପାଇଁ ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ପାଇଁ ଅନୁଗୋଳ ଡାକ ବିଭାଗ ପକ୍ଷରୁ ବଜାର ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ। […]

Continue Reading

ରାଜ୍ୟ ସରକାରଙ୍କ ତରଫରୁ 5T ରୁପାନ୍ତିକରଣ ନାଁ ରେ ପ୍ରଶସାଂ ନେଉଥିବା ବେଳେ ତାହା ଖୋର୍ଦ୍ଧା ଜିଲ୍ଲା ଓରବରସିଂହ ଗ୍ରାମ ପଞ୍ଚାୟତ ରେ ସମ୍ପୁର୍ଣ୍ଣ ଓଲଟା ରୂପ ଦେଖିବାକୁ ମିଳିଛି..

ରାଜ୍ୟ ସରକାରଙ୍କ ତରଫରୁ 5T ରୁପାନ୍ତି କରଣ ନାଁ ରେ ଡିମ ଡମ ପିଟୁଥିବା ବେଳେ ତାହା ଖୋର୍ଦ୍ଧା ଜିଲ୍ଲା ଓରବରସିଂହ ଗ୍ରାମ ପଞ୍ଚାୟତ ରେ ସମ୍ପୁର୍ଣ୍ଣ ଓଲଟା କାର୍ଯ୍ୟକାରୀ ହେଉଛି ଯାହା ସ୍ଥାନୀୟ ପ୍ରଶାସନ ଙ୍କ ଇଙ୍ଗିତରେ ହେଉଛି ଜଣା ପଡିଛି ।ସୂଚନା ମୁତାବକ   ଉକ୍ତ ବିଦ୍ୟାଳୟ ର ନିର୍ମାଣ ୧୯୮୦ ସପ୍ତାଧି  ରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ସହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ […]

Continue Reading

ଭୂମି ସଂସ୍କାର ନିମନ୍ତେ ଜିଲ୍ଲାରେ ନିଆଯାଇପୂବା ହରିତଓ ସଫଳ କାର୍ଯ୍ୟକ୍ରମ ପାଇଁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣବିକାଶ ମନ୍ତ୍ରଣାଳୟ ତରଫରୁ ଢେଙ୍କାନାଳ ଜିଲ୍ଲାକୁଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ ‘ଭୂମି ସମ୍ମାନ’ପ୍ରଦାନ କରାଯାଇଛି ।

Continue Reading

ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଥିବାରୁ ଚଳଚଞ୍ଚଳ ବାବା ଚନ୍ଦ୍ରଶେଖର ଙ୍କ ପିଠସ୍ଥଳୀ..

ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଥିବାରୁ ଚଳଚଞ୍ଚଳ ବାବା ଚନ୍ଦ୍ରଶେଖର ଙ୍କ ପିଠସ୍ଥଳୀ..

Continue Reading

ଓଡିଶା ପ୍ରଦେଶ କଂଗ୍ରେସ କମିଟି

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଡ. ତିରୁପତି ପାଣିଗ୍ରାହୀ, ଏସ୍ ଗଜପତି ରାଓ, ବି. ବାଲରାଜୁ, ଟି ନାଗେଶ୍ୱର ରାଓ, ଡି.ଭି. ରାଜୁ, ଏମ କ୍ରିଷ୍ଣା ରାଓ, ଏସ ବାଲରାଜୁ, ଏସ୍ ଜୟମୋହନ ରାଓ, କ୍ରିଷ୍ଣା କୁମାର ବେହେରା ଓ କାଶି ନଗର ବ୍ଲକର ନେତୃବୃନ୍ଦ ଜି. ତିରୁପତି ରାଓ, ଅଖିଳ କୁମାର ପାତ୍ର, କେ.ସି. […]

Continue Reading

ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ