ବର୍ତ୍ତମାନ ପ୍ରତ୍ୟେକ ଘର ହେବ ସୋଲାର,ସବୁ ଘର ପ୍ରାଙ୍ଗଣ ହେବ ଆଲୋକିତ !
ପ୍ରଭୁ ଶ୍ରୀରାମଙ୍କ ଐତିହାସିକ ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ୧ କୋଟି ଘର ଛାତରେ ସୋଲାର ସ୍ଥାପନ କରାଯିବ। #dhenkanalnews #Narendramodi
Continue Reading