ଦମ୍ପତିଙ୍କୁ ଚାପି ଦେଲା ଟ୍ରକ୍‌: ବିଳମ୍ବିତ ରାତି ଯାଏ କଟକ-ଭୁବନେଶ୍ବର ରାସ୍ତା ଜାମ୍..

Uncategorized
Spread the love

ଫୁଲନଖରା: ବାଇକ୍‌ ଆରୋହୀ ଦମ୍ପତିଙ୍କୁ କଟକ ସହର ଉପକଣ୍ଠ ଗୋପାଳପୁର ନିକଟ କାଠଯୋଡି ବ୍ରିଜ ଶେଷ ଭାଗରେ ଏକ ଟ୍ରକ୍ ଚାପି ଦେଇଛି। ଘଟଣାସ୍ଥଳରେ ହିଁ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ଦେବୀ ପ୍ରସାଦ ପାଲ (୫୬) ଓ ତାଙ୍କ ପତ୍ନୀ ସସ୍ମିତା ବିଶ୍ବାଳ (୪୯)। ଏହି ଦୁର୍ଘଟଣା ପରେ ୧୬ ନମ୍ବର ଜାତୀୟ ରାଜପଥର କଟକ-ଭୁବନେଶ୍ବର ମାର୍ଗରେ ବିଳମ୍ବିତ ରାତି ଯାଏଁ ପ୍ରବଳ ଭିଡ଼ ଲାଗିଛି। ପୁଲିସ ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *