କାମାକ୍ଷାନଗର ସୋଗର ଗ୍ରାମ ର ତଳସାହି ବାସନ୍ତୀ ଦେହୁରୀଙ୍କୁ ଟ୍ରାଇ ସାଇକଲ୍ ମିଳି ନଥିଲା।କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଏ ସମ୍ପର୍କରେ ‘ସମ୍ବାଦ’ରେ ଖବରସୋଗର ତଳସାହିର ବାସନ୍ତୀ ଦେହୁରୀ (୬୦) ଙ୍କ ଗୋଡ଼ ଓ ଅଣ୍ଟା ଭାଙ୍ଗି ଯାଇଥିବାରୁ ଚାଲିପାରୁ ନଥିଲେ। ଯିବା ଆସିବା କରିବା ବେଳେ ହଇରାଣ ହେଉଥିଲେ। ଏଥି ପାଇଁ ପ୍ରଶାସନପକ୍ଷରୁ ଏକ ଟ୍ରାଇ ସାଇକଲଦିଆଯିବାକୁ ନିର୍ଦେଶ ହୋଇଥିଲା.କିନ୍ତୁ ଏହି ଟ୍ରାଇ ସାଇକଲ ନେବାପାଇଁ ବାସନ୍ତୀଙ୍କ ପରିବାର ଲୋକଙ୍କୁବାରମ୍ବାର ଖବର ଦିଆଯାଇଥିଲା । ତେବେ ଦୀର୍ଘଦିନ ପରେ ସାଇକଲ ଯୋଗାଇ ଦିଆଯାଇଛି।


