ଢେଙ୍କାନାଳ ସହର ମୀନାବଜାର ଦଧିବାମନ ଜୀଉ ମନ୍ଦିରରରେ ଦେବସ୍ନାନ

Uncategorized ଜିଲ୍ଲା ଢେଙ୍କାନାଳ ଖବର ମନୋରଞ୍ଜନ
Spread the love

ଢେଙ୍କାନାଳ, ୨୯/୬: ମୀନାବଜାରସ୍ଥିତ ଦଧବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତହେଇଥିଲା । ପ୍ରାତଃରୁ ମଙ୍ଗଳା ଆଳତି କରାଯାଇ ମଇଲମ୍ ଲାଗି କରାଯିବା ପରେ ରବେଦୀରେ ଠାକୁରଙ୍କୁସ୍ନାନବେଦୀଙ୍କୁ ଅଣାଯାଇ ପଂଚାମୃତ ସହିତ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ ପରେ ନୂତନବସ୍ତ୍ର, ତୁଳସୀ ହାର ଓ ଫୁଲହାରରେ ସୁସଜ୍ଜିତ କରାଯାଇଥିଲା । ପୂଜକ ଜଗନାଥ ତ୍ରିପାଠୀ ପୂଜା ଅର୍ଚ୍ଚନାକରିଥିଲେ । ମଧ୍ୟାହ୍ନରେ ଖେଚୁଡ଼ି, ଡ଼ାଲମା, ଖଟା, କ୍ଷୀରି ଭୋଗ ଲାଗି ହୋଇଥିଲା । ରାତ୍ର ସମୟରେଠାକୁର ଅଣସର ଘରକୁ ଯିବେ..

Leave a Reply

Your email address will not be published. Required fields are marked *