ମିଓ ଆମୋରେ’ର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ..

ଜିଲ୍ଲା ଢେଙ୍କାନାଳ ଖବର ବାଣିଜ୍ୟ
Spread the love


ଢେଙ୍କାନାଳ ସହର ଲକ୍ଷ୍ମୀବଜାରସ୍ଥିତ ‘ମିଓ ଆମୋରେ’ ର ତୃତୀୟ
ପ୍ରତିଷ୍ଠା ଦିବସ ଉତ୍ସବ କେକ୍ କାଟି ଉତ୍ସାହର ସହ ପାଳନ କରିଥିଲେ । ଦୋକନର ମାଲିକ ଗୋପାଳ
ଚନ୍ଦ୍ର ବେହେରା କହିଛନ୍ତି, ଆମ୍ଭ ଦୋକାନରେ ବିଭିନ୍ନ ପ୍ରକାର ହାଇଜେନିକ୍ କେକ୍, ବାର୍ଥ-ଡେ କେକ୍ ଇତ୍ୟାଦି ସୁଲଭ ମୂଲ୍ୟରେ ମିଳେ । ନୂତନ ବର୍ଷ ୨୦୨୬ ରେ ଆହୁରି ଅନେକ ପ୍ରକାରର
କେକ୍ ମିଳିବ ବୋଲି କହିଛନ୍ତି । ବାପା ମା’ ଙ୍କ ଆଶୀର୍ବାଦରୁ ଦୋକାନ ଆଜି ପର୍ଯ୍ୟନ୍ତ ଭଲରେ ଚାଲୁଛି ବୋଲି କହିଛନ୍ତି । ଏହି ପ୍ରତିଷ୍ଠା ଦିବସ ପାଳନ ସମୟରେ ସହରର ସଂପର୍କୀୟ ଓ ପରିବାର
ବର୍ଗ ଉପସ୍ଥିତ ଥିଲେ । ଏହି ଅବସରରେ ଆଜି ଗୋଟିଏ କେକ୍ ସହିତ ଆଉ ଗୋଟିଏ କେକ୍ ମାଗଣା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *