Skip to content
PUC Certificate: କଡ଼ାକଡ଼ି ହେବ ଗାଡ଼ି ଚେକିଂ, କେଉଁଠୁ ପାଇବେ ଗ୍ରୀନ୍ ଷ୍ଟିକର? ଜାଣନ୍ତୁ
PUC Certificate: ଆଗକୁ ସବୁ ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର । ଏହି ଷ୍ଟିକର ଲାଗିବା ଅର୍ଥ, ଆପଣଙ୍କ ଗାଡ଼ିକୁ ମିଳିଛି ପ୍ରଦୂଷଣ ସାର୍ଟିଫିକେଟ । ପେଟ୍ରୋଲ ପମ୍ପରେ ତେଲ ନେବାରେ କୌଣସି ସମସ୍ୟା ନାହିଁ ।
error: Content is protected !!