ରାଜ୍ୟ ସରକାରଙ୍କ ତରଫରୁ 5T ରୁପାନ୍ତି କରଣ ନାଁ ରେ ଡିମ ଡମ ପିଟୁଥିବା ବେଳେ ତାହା ଖୋର୍ଦ୍ଧା ଜିଲ୍ଲା ଓରବରସିଂହ ଗ୍ରାମ ପଞ୍ଚାୟତ ରେ ସମ୍ପୁର୍ଣ୍ଣ ଓଲଟା କାର୍ଯ୍ୟକାରୀ ହେଉଛି ଯାହା ସ୍ଥାନୀୟ ପ୍ରଶାସନ ଙ୍କ ଇଙ୍ଗିତରେ ହେଉଛି ଜଣା ପଡିଛି ।ସୂଚନା ମୁତାବକ ଉକ୍ତ ବିଦ୍ୟାଳୟ ର ନିର୍ମାଣ ୧୯୮୦ ସପ୍ତାଧି ରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ସହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଦ୍ୟା ଅର୍ଦ୍ଧୟନ କରୁଥିବା ବେଳେ ଗୁରୁଜୀ ଗୁରୁମା ଙ୍କ ସଂଖ୍ୟା ୧୭ ଜଣ ଶିକ୍ଷକ ସକ୍ଷୟତ୍ରି ପଢ଼ାଉଥିବା ସୂଚନା ରହିଛି ହେଲେ ଦୁଃଖର ବିଷୟ କୌଣସି ବି ଶିକ୍ଷକ ଉପଯୁକ୍ତ ସମୟ ରେ ବିଦ୍ୟାଳୟ କୁ ଆସୁ ନାହାଁନ୍ତି ଯାହା ସ୍ଥାନୀୟ ଅଭିଭାବକ ଙ୍କ ମନରେ ଅସ୍ଥିରତା ସୃଷ୍ଠି କରୁଛି ! ଶିକ୍ଷକ ଠିକ୍ ଟାଇମ ରେ ଆସୁନାହାନ୍ତି ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ତଥ୍ୟ ସନ୍ଧ୍ୟାରଣି ଶେଖ୍ ମାଝୀ ସେବି ଦିନ 11ଟାରେଆସୁଛନ୍ତି ସେ ସ୍କୁଲ ରେ କୌଣସି ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସାଥିରେ ମିଶୁ ନାହିଁନ୍ତି । ଦିନେ ଆସିଲେ ଦିନେ ଆସୁନାହାନ୍ତି ସେଥିରେ ସ୍କୁଲ ଛୁଟି ନହଉ ଯାଇଛନ୍ତି. ଖୋର୍ଦ୍ଧା ରୁ ସୂର୍ଯ୍ୟକାନ୍ତ୍ର ଦଳେଇ ଙ୍କ ରିପୋଟ Dhenkanal news..