ସ୍ତ୍ରୀ କୁ ଲୁହା ଛଡରେ ବାଡ଼େଇ ବାଡ଼େଇ ହତ୍ୟା କଲା ସ୍ୱାମୀ ଘଟଣା ପରେ ଓଡ଼ିଶା ବାହାରକୁ ପଳାଇ ଯାଉଥିବାବେଳେ ସ୍ୱାମୀ ପ୍ରତାପ ବୁଢ଼ାପାଳ ରେଳ ଷ୍ଟେସନରୁ ଗିରଫ
ବାଲିମ ଥାନା ଅଧିକାରୀ ଙ୍କ ବଡ଼ ସଫଳତା ପ୍ରେସ୍ ମିଟ୍ ରେ ସୂଚନା ଦେଲେ ଆଡ଼ସିନାଲ୍ ଏସ୍ ପି
ପିଚାଶ ସ୍ୱାମୀ ରାତି ୧୨ଟାରେ ପାଲଟିଲା ଶଇତାନ୍
ଢେଙ୍କାନାଳ:-ଢେଙ୍କାନାଳ ଜିଲ୍ଲା ବାଲିମ୍ ଥାନା ଅନ୍ତର୍ଗତ ହିନ୍ଦୋଳ ବ୍ଲକ ଦୁଦୁରକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାଇ ର ପ୍ରତାପ ସାମଲ (42)ବର୍ଷ, ଶୁକ୍ରବାର ଦିନ ଶଶୁର ଘର କୁ ଯାଇଥିଲେ! ତାର ସ୍ତ୍ରୀ ମିନତୀ ସାମଲ ରାଗରେ ଆଗରୁ ଯାଇଥିଲେ!ଏଣୁ ପ୍ରତାପ ସାମଲ ବୁଝାସୁଝା କରି ସ୍ତ୍ରୀ ଓ଼ ଦୁଇ ପୁଅ ଙ୍କୁ ଧରି ନିଜ ଘର ବାଘୁଆସାଇ କୁ ଆସିଥିଲେ “ସବୁ ଦିନ ପରି ଖୁସିବାସୀ ରେ ଖାଇ ପିଇ ସମସ୍ତ ପରିବାର ସୋଇଥିଲେ! ପ୍ରତାପ ସାମଲ ତାର ସୈତାନ ବୁଧୀ ଖଟାଇ ରାତ୍ର ବାର ଟା ସମୟ ରେ ବାହାରକୁ ଡାକି ଗୋଟିଏ ଲୁହା ରଡ଼ରେ ପିଟି ଦେଇଥିଲେ! ତାର ଦୁଇପୁତ୍ର ପଚାରିବାରୁ ପ୍ରତାପ କହିଲା ତୋ ମାର ଦେହ ଖରାପ ଅଛି! ତାର କିଛି ସମୟ ପରେ ତାର ସାନପୁଅ ର ସନ୍ଦେହ ହେବାରୁ ସେ ଯାଇ ପୁଣି ତାର ବାପା ପ୍ରତାପ କୁ ପଚାରି ଥିଲା କିନ୍ତୁ ସେହି ସମୟ ରେ ପ୍ରତାପ ତାର ପୁଅ କୁ ମୋବାଇଲ ମାଗି ସେହି ସ୍ଥାନ ରୁ ପଳାୟନ କରିଥିଲା!ତା ପରେ ସାନପୁଅ ଯାଇ ଦେଖିଲା ତାର ମାକୁ ତାର ବାପା ଲୁହା ରଡ଼ରେ ପିଟି ପଳାଇ ଯାଇଛି! ଏଣୁ ଦେଖିଲେ ଯେ ତାର ମା ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଅଛି ” ଦୁଇପୁତ୍ର ଆମ୍ବୁଲାନ୍ସ ସାହାଯ୍ୟ ରେ ମେଡିକାଲ ରେ ଭର୍ତି କଲେ କିନ୍ତୁ ଅତି ଗୁରୁତର ଥିବାରୁ ସେହିଠାରେ ତାର ମା ମୃତୁବରଣ କରିଥଲା! ଏହି ଘଟଣା ର ଖବର ପାଇ ବାଲିମ ଥାନାଧିକାରୀ ଅମିତ କୁମାର ବିଶ୍ୱାଳ ଓ଼ ଷ୍ଟାଫ ଧରି ଦୁଦୁରକୋଟ ବାଘୁଆସାଇ ରେ ପହଂଚି ପ୍ରତାପ କୁ ଖୋଜି ଥିଲେ! ସନ୍ଧନୀ କୁକୁର ସାହାଯ୍ୟ ରେ ଖୋଜି ଆସାମୀ ପ୍ରତାପ କୁ ପାଇ ନ ଥିଲେ!ଆଜି ସକାଳ ସମୟ ରେ ଅନେକ ସ୍ଥାନ ପୋଲିସ ଖୋଜି ପାଇ ନ ଥିଲେ! ତାର କିଛି ସମୟ ପରେ ମୋବାଇଲ ଟ୍ରାକ କରିବାରୁ ବାଲିମ ଥାନାଧିକାରୀ ଅମିତ କୁମାର ବିଶ୍ୱାଳ ତାଙ୍କ ଷ୍ଟାଫ ଧରି ବୁଢାପଙ୍କ ରେଲୱେଷ୍ଟେସନ ରୁ ଫେରାର ପ୍ରତାପ କୁ କାବୁ କରିଥିଲେ! ସେହି ପ୍ରତାପ କୁ କାବୁ କରିବା ସମୟ ରେ ତା ଠାରୁ ଟ୍ରେନ ଟିକେଟ ମଧ୍ୟ ସିଜ କରି ତାଙ୍କୁ ଆଣି ବାଲିମ ଥାନା ରେ ରଖିଥିଲେତାର ନାମରେ କେଶ 217/302IPC ଧାରା ରେ ରୁଜୁ କରାଯାଇଛି!
ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ସ୍ୱତନ୍ତ୍ର ରିପୋର୍ଟ ଢେଙ୍କାନାଳ ନ