ଅନୁଗୋଳ ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି
ଅନୁଗୋଳ ଡାକ ବିଭାଗ ପକ୍ଷରୁ ଆଜି ସକାଳ ସମୟରେ ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ସୂଚନା ଯେ, ଆସନ୍ତା ଅଗଷ୍ଟ ୧୫ ତାରିଖ ପାଇଁ ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ପାଇଁ ଅନୁଗୋଳ ଡାକ ବିଭାଗ ପକ୍ଷରୁ ବଜାର ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ। ଏହି ସଚେତନତା ରାଲି ଟି ଶିବ ପ୍ରସାଦ ବେହେରା, ମମତା ପଣ୍ଡା, ସୁଜିତ୍ କୁମାର ଦେହୁରୀ ଙ୍କ ସମେତ ଅନୁଗୋଳ ଡାକ ବିଭାଗ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।
ଅନୁଗୋଳ ରୁ ସୂର୍ଯ୍ୟ ନାରାୟଣ ଙ୍କ ରିପୋଟ ଢେଙ୍କାନାଳ ନ୍ଯୁଜ


