5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼। ପୁରୀ ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳିମାଡ଼। ୟୁଜିଏସ୍‌ କଲେଜ ସଭାରେ ଯୋଗ ଦେବାବେଳେ କାଳିମାଡ଼। #dhenkanalnewe #Vkpandian #5tsachiba

Continue Reading

ଆସେଟ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ୭୭ ତମ ସ୍ବାଧୀନତା ଦିବସ ପାଳିତ

ଢେଙ୍କାନାଳ ସହରସ୍ଥିତ ରଥଗଡା ଠାରେ ଥିବା ଆସେଟ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେଆଜି ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ମୁଖ୍ୟ ପ୍ରଭାତ ଦେହୁରୀ ପାରମ୍ପରିକଭାବେ ପତାକା ଉତୋଳନ କରୀ ସ୍ବାଧୀନତା ଦିବସ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅନେକ ଅତିଥ୍ ଓ ଶତାବ୍ଦିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିବାସହିତ ମହାପୁରୁଷଙ୍କ ଜୟଗାନ କରିଥିଲେ । ବହୁ ଆନନ୍ଦ ଉଲ୍ଲାସରେ ସାଧୀନତା ଦିବସକୁ ପାଳନ କରିଥିଲେ। ଏହି ଅବସରରେ […]

Continue Reading

କାମାକ୍ଷାନଗରଅଳାଁବେରେଣୀ ମିଶନ ଶକ୍ତି ସାତ ଦିନରେ ଦଶ ହଜାର ପାଞ୍ଚଶହ ଜାତୀୟ ପତାକା ତିଆରି କରି ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିଲେ ।

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ଅଳାଁବେରେଣୀ S.H.G. ଗ୍ରୁପର ଜାତୀୟପତାକା ତିଆରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।ଆଉ ଦିନକ ପରେ ଦେଶ ପାଳିବ ସ୍ୱାଧିନତାର ମହାନ ପର୍ବ ।ସେଥିପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ତ୍ରିରଙ୍ଗା ଅଭିଯାନ।ମିଶନ ଶକ୍ତି ବ୍ଲକ ପକ୍ଷରୁ ଦଶ ହଜାରରୁ ଅଧିକ ତ୍ରିରଙ୍ଗା ପତାକା ତିଆରି କରୁଛନ୍ତି ଏସଏଚଜି ଗୃପ ମହିଳା।ଦୁଇ ପଇସା ରୋଜଗାର ସହ ହେଉଛନ୍ତି ସ୍ୱାବଲମ୍ବି।ଢେଙ୍କାନାଳ କାମାକ୍ଷାନଗର ଅଁଳାବେରେଣି ସିଲେଇ ଗୃପର ପଚିଷ ମହିଳା ଦିନ […]

Continue Reading

ଢେଙ୍କାନାଳ ଜିଲ୍ଲା ସାଙ୍କୁଲେଇ ଗ୍ରାମରେ ଫୁଟିଲା ପାରିଜାତ ପୁଷ୍ପ ।

ଦୀନବନ୍ଧୁ ଓ ତାଙ୍କ ପରିବାର ଲୋକଙ୍କୁ ମିଳିଛି ମହା ତପସ୍ୟାର ଫଳ । ପୂଜା ଅର୍ଚନା କରାଯାଇ ଢେଙ୍କାନାଳ ଲକ୍ଷ୍ମୀ ମନ୍ଦିରରେ ଲାଗି ହେଲା ପାରିଜାତ ପୁଷ୍ପ । ସ୍ୱର୍ଗ ଇନ୍ଦ୍ର ପୁରୀର ପାରିଜାତ ମର୍ତ୍ତ୍ୟରେ ଦେଖା ଦେଇଛି । ସାଙ୍କୁଲେଇ ଗ୍ରାମରେ ଫୁଟିଲା ପାରିଜାତ ଅଂଚଳରେ ଖୁସିର ଲହରୀ ଢେଙ୍କାନାଳ-ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସାଙ୍କୁଲେଇ ଫଚାୟତର ସାଙ୍କୁଲେଇ ଗ୍ରାମର ଦିନବନ୍ଧୁ ଭୋଳଙ୍କ ଫାର୍ମ ହାଉସ୍‌ରେ ଦୁର୍ଲଭ ପାରିଜାତ ଫୁଲ ଫୁଟିଅଛି । ଯାହାକୁ ନେଇ […]

Continue Reading

କାମାକ୍ଷାନଗର ମହାବିଦ୍ୟାଳୟର ଜାତୀୟ ସେବା ପକ୍ଷରୁ ‘ମେରା ମାଟି ମେରା ଦେଶ’ ଅମୃତମହୋତ୍ସବ ପାଳିତ । ଅବସର ସୈନିକ ଓ ସ୍ଵାଧୀନତା ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ ।

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବିଦ୍ୟାଳୟର ପରିସର ମଧ୍ୟରେ ଭାରତ ସରକାରଙ୍କର ୭୫ତମ ସ୍ୱାଧିନତା ବର୍ଷ ପୂର୍ତ୍ତି ଅବସରରେ ମେରାମାଟିମେରା ଦେଶ ଅମୃତ ମହୋସବ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ମଙ୍ଗୁଳିଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଓ ଜାତୀୟ ସେବା ଯୋଜନାର ପରିଚାଳକ ଅଧ୍ୟାପକ ରଶ୍ମିରଞ୍ଜନ ସେନାପତିଙ୍କ ଆୟୋଜନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅମୃତ […]

Continue Reading

ଅନୁଗୋଳ ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ନେଇ ଏକ ସଚେତନତା ଅନୁଗୋଳ ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି

ଅନୁଗୋଳ ଡାକ ବିଭାଗ ପକ୍ଷରୁ ହର ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି ଅନୁଗୋଳ ଡାକ ବିଭାଗ ପକ୍ଷରୁ ଆଜି ସକାଳ ସମୟରେ ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ସୂଚନା ଯେ, ଆସନ୍ତା ଅଗଷ୍ଟ ୧୫ ତାରିଖ ପାଇଁ ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ପାଇଁ ଅନୁଗୋଳ ଡାକ ବିଭାଗ ପକ୍ଷରୁ ବଜାର ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ। […]

Continue Reading

ରାଜ୍ୟ ସରକାରଙ୍କ ତରଫରୁ 5T ରୁପାନ୍ତିକରଣ ନାଁ ରେ ପ୍ରଶସାଂ ନେଉଥିବା ବେଳେ ତାହା ଖୋର୍ଦ୍ଧା ଜିଲ୍ଲା ଓରବରସିଂହ ଗ୍ରାମ ପଞ୍ଚାୟତ ରେ ସମ୍ପୁର୍ଣ୍ଣ ଓଲଟା ରୂପ ଦେଖିବାକୁ ମିଳିଛି..

ରାଜ୍ୟ ସରକାରଙ୍କ ତରଫରୁ 5T ରୁପାନ୍ତି କରଣ ନାଁ ରେ ଡିମ ଡମ ପିଟୁଥିବା ବେଳେ ତାହା ଖୋର୍ଦ୍ଧା ଜିଲ୍ଲା ଓରବରସିଂହ ଗ୍ରାମ ପଞ୍ଚାୟତ ରେ ସମ୍ପୁର୍ଣ୍ଣ ଓଲଟା କାର୍ଯ୍ୟକାରୀ ହେଉଛି ଯାହା ସ୍ଥାନୀୟ ପ୍ରଶାସନ ଙ୍କ ଇଙ୍ଗିତରେ ହେଉଛି ଜଣା ପଡିଛି ।ସୂଚନା ମୁତାବକ   ଉକ୍ତ ବିଦ୍ୟାଳୟ ର ନିର୍ମାଣ ୧୯୮୦ ସପ୍ତାଧି  ରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ସହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ […]

Continue Reading

ପତ୍ନୀ ହତ୍ୟାକାରୀ କ ଗିରଫ କଲା ବାଲିମି ଥାନ ପୋଲିସ..

ସ୍ତ୍ରୀ କୁ ଲୁହା ଛଡରେ ବାଡ଼େଇ ବାଡ଼େଇ ହତ୍ୟା କଲା ସ୍ୱାମୀ ଘଟଣା ପରେ ଓଡ଼ିଶା ବାହାରକୁ ପଳାଇ ଯାଉଥିବାବେଳେ ସ୍ୱାମୀ ପ୍ରତାପ ବୁଢ଼ାପାଳ ରେଳ ଷ୍ଟେସନରୁ ଗିରଫ ବାଲିମ ଥାନା ଅଧିକାରୀ ଙ୍କ ବଡ଼ ସଫଳତା ପ୍ରେସ୍‌ ମିଟ୍ ରେ ସୂଚନା ଦେଲେ ଆଡ଼ସିନାଲ୍ ଏସ୍ ପି ପିଚାଶ ସ୍ୱାମୀ ରାତି ୧୨ଟାରେ ପାଲଟିଲା ଶଇତାନ୍ ଢେଙ୍କାନାଳ:-ଢେଙ୍କାନାଳ ଜିଲ୍ଲା ବାଲିମ୍ ଥାନା ଅନ୍ତର୍ଗତ ହିନ୍ଦୋଳ ବ୍ଲକ ଦୁଦୁରକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାଇ ର […]

Continue Reading

ଆମେଚର ତାଇକୋଣ୍ଡୋ ଆସୋସିଏସନ ଏବଂ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ଏକାଦଶ ବାର୍ଷିକ କଲର ବେଲ୍ଟ ପରୀକ୍ଷା ଓ ପ୍ରଦାନ ଉତ୍ସବ ୨୦୨୩ ଅନୁଷ୍ଠିତ ।

ଢେଙ୍କାନାଳ ସହର ସ୍ଥିତ ଗୋପବନ୍ଧୁ ଟାଉନହଲ ପରିସରରେ ଆମେଚର ତାଇକୋଣ୍ଡା ଆସୋସିଏସନ ଏବଂ ଗୁରୁଦେବଜୀ ଗୁରୁକୁଳ ମାର୍ଶାଲ ଆର୍ଟ ଏକାଡେମୀ ପକ୍ଷରୁ ସାମରିକ କଳା ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ପୌରପରିଷଦର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ସେଣ୍ଟ ଜାଭିୟର ହାଇ ସ୍କୁଲର ଅଧ୍ୟକ୍ଷ […]

Continue Reading