ବିଶ୍ୱପ୍ରସିଦ୍ଧ ଘୋଷଯାତ୍ର ଉପଲକ୍ଷେ କାମାକ୍ଷାନଗର ସୋଗର ଗ୍ରାମରେ ରଥଯାତ୍ରା ର କିଛି ମନଲୋଭା ଦୃଶ୍ୟ…

#rathajatra2024 #dhenkanalnews #sogarvillagerathajatra

Continue Reading

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଭବନରେ ବିଶ୍ଵ ରକ୍ତ ଦାତା ଦିବସ ପାଳିତ..

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବାରକ୍ତଦାନ ଭବନରେ ବିଶ୍ବ ରକ୍ତ ଦାତା ଦିବସ ପାଳିତହୋଇଯାଇଛି। ଏ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନଶିବିର ଆୟୋଜିତ ହୋଇଥିଲା। ଅନୁଗୁଳ ଉତ୍କର୍ଷପରିବାର,ବୁଡ଼ ବ୍ୟାଙ୍କ ଏବଂ ଜେଏସପି ଫାଉଣ୍ଡେସନର ମିଳିତଆନୁକୁଲ୍ୟରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ଅନୁଗୁଳ ବିଧାୟକପ୍ରତାପ ଚନ୍ଦ୍ର ପ୍ରଧାନ,ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ପ୍ରମୁଖଅତିଥୁ ରୁପେ ଶିବିରକୁ ଉଦଘାଟନ କରିଥିଲେ।ନବ ନିର୍ବାଚିତବିଧାୟକ ଶ୍ରୀ ପ୍ରଧାନ ରକ୍ତଦାନ ଏକ ମହତ୍ କାର୍ଯ୍ୟ […]

Continue Reading

ବରା ପାଇଁ ଦିନଟିଏ…

ଆଜି ବିଶ୍ୱ ବରା ଦିବସ…. ଏପ୍ରିଲ ୭ ବରା ଦିବସ… ଏପ୍ରିଲ ୭ ହେଉଛି ବିଶ୍ଵ ବରାଦିବସ. ଏହି ପରିପ୍ରେକ୍ଷୀର ସମସ୍ତେ ବରା ଖାଆନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ…. #worldbaradibas #appril7 #dhenkanalnews

Continue Reading

ଆମ ପ୍ରତିଭା ଆମ ସଂମ୍ମାନ. ଅନୁଷ୍ଠାନ ତରଫରୁ ଉତ୍କଳ ଦିବସ ପାଳିତ..

ଢେଙ୍କାନାଳ ଜିଲ୍ଳାର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆମ ପ୍ରତିଭା ଆମ ସଂମ୍ମାନ. ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପରାମର୍ଶ କ୍ରମେ ଆଜି ପବିତ୍ର ଉତ୍କଳ ଦିବସ ଅବସରେ ଅନୁଷ୍ଠାନ ର ସଭାପତି ପ୍ରିୟ ରଞ୍ଜନ ମାହୁନ୍ତ ଓ ରୁଦ୍ରାନ୍ତ ଦଳେଇ ଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଢେଙ୍କାନାଳ ସହର ମଧ୍ୟରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପା ମାଲ୍ୟା ପ୍ରଦାନ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

Continue Reading

ଢେଙ୍କାନାଳ ରେ ଯୋଗଦେବେ କବିତା ପ୍ରେମୀ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ.

ଢେଙ୍କାନାଳ ରେ ଯୋଗଦେବେ କବିତା ପ୍ରେମୀ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ.ସେ ହେଉଛନ୍ତି ଭାରତୀୟ ପ୍ରଶାସନିକ ସେବାଅଧିକାରୀ , ୨୦୧୫ ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀ ଅମ୍ରିତ ଋତୁରାଜ ବର୍ତ୍ତମାନ ଲେବର କମିଶନର ଭାବରେ କର୍ଯ୍ୟରତରହିଛନ୍ତି, ଆଗରୁ ସେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବରେ ଦାଇତ୍ଵ ନିର୍ବାହକରିଛନ୍ତି ।।#AmritRuturaj #IAS #dhenkanalnews #dklnews #poetlover

Continue Reading

ଆଜି ବିଶ୍ୱ ପଖାଳ ଦିବସ…..

ପଖାଳ, ନା ଟି ଶୁଣିଦେଲେ ଯେମିତି ପ୍ରତି ଓଡିଆ ର ପିଣ୍ଡ ରେ ପ୍ରାଣ ପଶିଯାଏ, ସେହି ଲୋକ ଖାଦ୍ୟ ର ପ୍ରଚାର ପ୍ରସାର ଓ ଲୋକାଦୃତି ନିମନ୍ତେ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ କୁ ଓଡିଶା ବାସୀ “ବିଶ୍ବ ପଖାଳ ଦିବସ” ପାଳନ କରିଥାନ୍ତି…. #ପଖାଳଦିବସ #dhenkanalnews #pakhaldibas #March20#ତେଣୁ_ଏହାର_ମଜା_ନେବାକୁ

Continue Reading

2024 ସାଧାରଣ ନିର୍ବାଚନ କୁ ନେଇ ପ୍ରେସ୍‌ମିଟ ରେ ଏସପି ଓ ଜିଲ୍ଲାପାଳ ଦେଲେ ସୂଚନା….

ଢେଙ୍କାନାଳ :-ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ କୁ ନେଇ ପୂର୍ବାହ୍ନ ଏଗାର ଟାରେ ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସଦ୍ ଭାବନା ସମ୍ମିଳନୀ କକ୍ଷରେ ଜିଲାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୋରଞ୍ଜନ ମଲିକ ଙ୍କ ପକ୍ଷରୁ ଏକ ଖବରଜାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲାରେ ଲୋକ ସଂଖ୍ୟା ୧୩, ଲକ୍ଷ ୮ ହଜାର ୧୮୨ l ଜିଲ୍ଲାର ମୋଟ ଭୋଟର ୯ ଲକ୍ଷ , ୬୭ ହଜାର ୨୯୭ | ତନ୍ମଧ୍ୟରେ ମହିଳା ଭୋଟର […]

Continue Reading