ଢେଙ୍କାନାଳ ଆଇଆଇଏମସି ପାଳିଲା ସ୍ୱାଧୀନତା ଦିବସ..
ଢେଙ୍କାନାଳ ଜନ ସଂଚାର ସଂସ୍ଥାନ ପରିସରରେ ଶୁକ୍ରବାର ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ପ୍ରତିଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଛନ୍ତି | ମହାପୁରୁଷମାନେ ନିଜର ପ୍ରାଣବଳୀ ଦେଇ ଏହି ଦିନ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ, ଏଣୁ ଅଗଷ୍ଟ ୧୫ ପ୍ରତି ଭାରତୀୟଙ୍କ ପାଇଁ ବହୁ ଆଶା ଓ ଆକାଂକ୍ଷାର ଦିନ ହୋଇଥିବା କହିଛନ୍ତି | […]
Continue Reading