କପିଳେଶ୍ଵର ମହାଦେବ ଫାର୍ମରସ୍‌ ପ୍ରତ୍ୟୁସର କୋ-ଅପରେଟିଭ ସୋସାଇଟ,ସୋଗର, କାମାକ୍ଷାନଗର କାର୍ଯ୍ୟାଳୟ ଠାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ..

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ହର୍ଷ ଟ୍ରଷ୍ଟ ର ଟିମ୍ ଲିଡର ଚିନ୍ମୟ ଭୁଇଁଆଁ , ସୋସାଇଟ ର କୋଷାଧକ୍ଷ ଅଭିମନ୍ୟୁ ସ୍ଵାଇଁ, ସିଇଓ ସ୍ଵର୍ଣ୍ଣପ୍ରଭା ପାତ୍ର , ଆକାଉଣ୍ଟାଣ୍ଟ ସୂର୍ଯ୍ୟନାରାୟଣ ନନ୍ଦ ଙ୍କ ସହିତ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ଉକ୍ତ ବୈଠକରେ ସୋଗର,ବାରୁଆଁ, କୋଟଗରା, ରାୟ ନୃସିଂହପୁର ଓ ଅଁଳାବେରେଣୀ ର […]

Continue Reading

ଢେଙ୍କାନାଳ ସଦର ବେଲଟିକିରି ପଞ୍ଚାୟତ ଜଂଖିରା ଗ୍ରାମ ରେ ଜଙ୍ଗଲୀ ଜନ୍ତୁ ଆକ୍ରମଣ ରେ ୨ ଆହାତ.

ଢେଙ୍କାନାଳ ସଦର ବେଲଟିକିରି ପଞ୍ଚାୟତ ଜଂଖିରା ଗ୍ରାମ ରେ ଜଙ୍ଗଲୀ ଜନ୍ତୁ ଆକ୍ରମଣ ରେ ୨ ଆହାତ. ଗତକାଲି ରାତିରେ ବେଲଟିକିରି ପଞ୍ଚାୟତ ର ଜଂଖିରା ଗ୍ରାମ ରେ ସଂଧ୍ୟା ସମୟରେ ଜଙ୍ଗଲୀ ଜନ୍ତୁ ଆସି ଗ୍ରାମ ର ବରୁଣ ବେହେରା ଓ ବୁଦ୍ଧିମନ୍ତ ବାରିକ ଙ୍କୁ ଆକ୍ରମଣ କରିଥିଲେ । ସେମାନେ ବର୍ତ୍ତମାନ ବେଲଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । କେଉଁ ଜନ୍ତୁ କାମୁଡିଛି କିଛି ସଠିକ ତଥ୍ୟ ଏ ପର୍ଯ୍ୟନ୍ତ ମିଳି […]

Continue Reading

କୂଅ ସଫା ବେଳେ ଅଘଟଣ, ମାଲିକ ଓ ଶ୍ରମିକ ର ଜିବନ ଗଲା.

ଢେଙ୍କାନାଳ:-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ଅନ୍ତର୍ଗତ ସରର୍କେଶ୍ୱରୀପାଳ ଗାଁ ରେ କୂଅ ସଫା କରୁଥିବା ବେଳେ ଅଘଟଣ | କୂଅ ସଫା କରୁଥିବା ବେଳେ ୨ ଜଣ ଙ୍କ ର ମୃତ୍ୟୁ ହୋଇଛି |ମୃତକ ୨ ଜଣ ହେଉଛନ୍ତି ସେହି ଗ୍ରାମର ଶଶିଭୂଷଣ ସାହୁ ଓ ଭଜମନ ବେହେରା |ସୂଚନା ମୁତାବକ ଶଶିଭୂଷଣ ଙ୍କ କୂଅ ଉଭୟ ମିଶି ସଫା କରୁଥିଲେ। ଅସାବଧାନତା କାରଣ ରୁ ଶ୍ୱାସ ରୋଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ […]

Continue Reading