ପ୍ରଧାନ ମନ୍ତ୍ରୀ ଝ ଆଦ୍ଵାନ କ୍ରମେ ସ୍ୱଚ୍ଛତା ହିଁ ସେବା ର ସାମିଲ ହେଲେ ବିଜେପି କର୍ମୀ…

ଢେଙ୍କାନାଳ ଖବର
Spread the love

“ଆମେ ରହିବ ସ୍ଵଚ୍ଛ ଆମ ସହର କୁ କରିବା ସ୍ଵଚ୍ଛ” ” ସ୍ଵଚ୍ଛ ଭାରତ ଶ୍ରେଷ୍ଠ ଭାରତ” ଏହି ପରି ମହତ ବିଚାରଧାରା କୁ ସମ୍ମାନ ଦେଇ ଆଗକୁ ବଢ଼ାଇବା ପାଇଁ ଢ଼େଙ୍କାନାଳ ର ଯୁବ ପିଢ଼ି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ” ସ୍ବଚ୍ଛତା ହିଁ ସେବା” ଅଭିଯାନ ରେ ଏକଜୁଟ ହେଇ ରାଜା ନହର ଠାରୁ ଶିଶୁ ମନ୍ଦିର ପର୍ଯ୍ୟନ୍ତ ସଫେଇ ଅଭିଯାନ ରେ ଯୋଗ ଦେଇଥିଲେ। ଏହି ଏକତା ଏବଂ ସ୍ବଚ୍ଛତା ର ମନୋଭାବ ନେଇ ଆମେ ସମସ୍ତେ ଏକ ସ୍ଵଚ୍ଛ ଏବଂ ସୁସ୍ଥ ଭାରତ ର ପରିକଳ୍ପନା କରିବା ଉଚିତ ଓ ଏହି ଦିଗରେ କାର୍ଯ୍ୟ ଆରମ୍ଭ କରି ଏହି ମହତ ସ୍ବପ୍ନ କୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖିବା ନିହାତି ଆବଶ୍ୟକ।

swachhbharat #swachhta_hi_seva #swachhbharatmission #socialwork #bjp #bjpdhenkanal #shs23

Leave a Reply

Your email address will not be published. Required fields are marked *