Saturday, December 20, 2025

ଦେଶ ବିଦେଶ

ପୁଣି ଜଣେ ତେଲୁଗୁ ଖଳନାୟକ ଙ୍କ ପରଲୋକ…

ଦକ୍ଷିଣ ସିନେମାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁଆସିଛି। କୋଟା ଶ୍ରୀନିବାସ ରାଓଙ୍କ ପରେ, ଏବେ ବରିଷ୍ଠ ଅଭିନେତାତଥା ହାସ୍ୟ ଅଭିନେତା ଫିଶ୍ ଭେଙ୍କଟ୍ ଏ ଦୁନିଆରୁ ବିଦାୟ ଦେଇଛନ୍ତି।ମାତ୍ର ୫୩ବର୍ଷ ବସୟରେ ତାଙ୍କର ଦେହାନ୍ତ ହୋଇଛି। କୁହାଯାଉଛି ଯେ,ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା,ଯେଉଁଠାରେ ତାଙ୍କର କିଡନୀ ଫେଲ ହେବା ଯୋଗୁଁ ମୃତ୍ୟୁ ହୋଇଛି। #telugunews #SouthActor #FishVenkat #RIP #dhenkanalnewsodisha

ଆଜି ଓଡ଼ିଶା ବନ୍ଦ: ସବୁଠିପଡ଼ିଲା ପ୍ରଭାବ, ଗଡୁନି ଅଖଚକ, ଦୋକାନ ବଜାର ବନ୍ଦ..ଲୋକେ ହନ୍ତସନ୍ତ..

ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା #AsianAthleticsChampionships ର ମହିଳା ୪ × ୧୦୦ ମିଟର ରିଲେ ରେସ୍ ରେ ରୌପ୍ୟ ପଦକ ଜିତିଥିବା ମହିଳା ଦଳକୁ ଢେଙ୍କାନାଳ ନ୍ଯୁଜ ପରିବାର ପକ୍ଷରୁ ଶୁଭେଚ୍ଛା। ଏଥିସହ ଦଳରେ ଥିବା ଓଡ଼ିଶା ମାଟିର ସୁକନ୍ୟା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ। ଆପଣଙ୍କର ଏହି ଉପଲବ୍ଧି ଓଡ଼ିଶା ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ। ଆପଣଙ୍କ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ଆଗାମୀ ପିଢ଼ିକୁ ପ୍ରେରଣା ଦେବ। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।

ଇଣ୍ଡିଆ ପିନ୍ଧିଲା ବିଜୟ ମୁକୁଟ…..

ଶରଧାବାଲିରେ ଲାଗିଲା ତିନିରଥ ଆକାଶ ମାର୍ଗରୁ ଦେଖନ୍ତୁ ସେଇ ସୁନ୍ଦର ଦୃଶ୍ୟ

ରାଜ୍ୟ

ପାଣିପାଗ ଖବର : ୭ ଦିନ ଆହୁରି ଥରିବ ଓଡ଼ିଶା…

ରାଜ୍ୟର ରାତି ତାପମାତ୍ରା ଲଗାତାର ତଳମୁହାଁ ହେବାରେ ଲାଗିଥିବା ବେଳେ ଆଜି ଘୁ. ଉଦୟଗିରିର ପାରଦସ୍ତର ୩.୧ ଡିଗ୍ରିକୁ ଖସିଛି। ସେହିଭଳି ଶିମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରି, ଫୁଲବାଣୀରେ ୫.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରି ହୋଇଥିବାବେଳେ ରାତି ତାପମାତ୍ରା ଲଗାତାର ତଳମୁହାଁ ହେବାରେ ଲାଗିଥିବା ବେଳେ ଆଜି ଜି.ଉଦୟଗିରିର ପାରଦସ୍ତର ୩.୧ ଡିଗ୍ରିକୁ ଖସିଛି। ସେହିଭଳି ଶିମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରି, ଫୁଲବାଣୀରେ ୫.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରି.. ଭୁବନେଶ୍ବର: ରାଜ୍ୟର […]

ଜଗତସିଂହପୁରର ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରା ଉଦ୍ଘାଟନ..

-ଜଗତସିଂହପୁରର ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ୨୦୨୫ର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ-ପାରାଦୀପ ହେବ ଗ୍ରୀନ ହାଇଡ୍ରୋଜେନ ହବ୍-ଖୁବଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ-ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ ମଙ୍ଗଳା ନଦୀରେ କ୍ରୁଜ ଟର୍ମିନାଲ ନିର୍ମାଣ ହେବ-ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ Odisha #Dhenkanalnews #balijatra2025

Follow Us

Advertisement

error: Content is protected !!