ଢ଼େଙ୍କାନାଳରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କଲେ ବରିଷ୍ଠ ଓଏଏସ ଅଧିକାରୀ ମନୋରଞ୍ଜନ ମଲ୍ଲିକ..

ଢ଼େଙ୍କାନାଳରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କଲେ ବରିଷ୍ଠ ଓଏଏସ ଅଧିକାରୀ ମନୋରଞ୍ଜନ ମଲ୍ଲିକ।ଶ୍ରୀ ମଲିକ ଆଜି ସରୋଜ କୁମାର ସେଠୀଙ୍କ ସ୍ଥାନରେ ଯୋଗଦାନ କରିଛନ୍ତି।ଶ୍ରୀ ମଲିକ ପୂର୍ବରୁ ଇଡକୋରେ ସିଜିଏମ ଭାବରେ କାର୍ଯ୍ୟରତ ଥିଲେ।ଯୋଗଦାନ ପରେ ନୂତନ ଜିଲ୍ଲାପାଳଙ୍କୁ ବିଭିନ୍ନ ବର୍ଗର ଲୋକ ମାନେ ଭେଟି ଶୁଭେଛା ଜଣାଇଛନ୍ତି। #dhenkkanalnews #dhenkanalcollector

Continue Reading

ବେଟି ବଚାଓ ବେଟି ପଢାଓ ଅଭିଯାନ ଆରମ୍ଭ….

ଢେଙ୍କାନାଳ ବେଟି ବଚାଓ ବେଟି ପଢ଼ାଓ ଯୋଜନାକୁ ଜିଲ୍ଲା ସ୍ତରରେ ପ୍ରଚାର ପ୍ରସାର କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ତରଫରୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ନବଜାତ ଶିଶୁକନ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ନବଜାତ ଶିଶୁ କନ୍ୟା ମାନଙ୍କର ମାତାପିତା ଙ୍କୁ ବେବି କିଟ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡ. ଦିଲ୍ଲୀପ କୁମାର […]

Continue Reading

ମହକ ଓ ଉତ୍ସାହ 2023 ର ଉଦଯାପନୀ ସମାରୋହ ଅନୁଷ୍ଠିତ.

ଢେଙ୍କାନାଳ :20/10-ଆଜି ଅପରାହ୍ନରେ ଗୋପବନ୍ଧୁ ଟାଉନ ହଲ ରେ ମହକ ଓ ଉତ୍ସାହ 2023ର ଉଦଯାପନୀ ସମାରୋହ ଅନୁଷ୍ଠିତ ହେଇଯାଇଛି l ଏହି ସମାରୋହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଏହି ଅବସରରେ ଆୟୋଜିତ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l

Continue Reading

ରଘୁବର ଦାସ ହେଲେ ଓଡ଼ିଶାର ନୂତନ ରାଜ୍ୟପାଳ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସେ ୨୦୧୯ ଯାଏ କ୍ରମାଗତ ୫ ଥର ବି ଧ ନ ସ ଭ। କୁ ନିର୍ବାଚିତ ହୋଇଥିଲେ। ୨ ୦ ୦୯ ରସେରଘୁବର ଦାସଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ରଘୁବର ବର୍ତ୍ତମାନ ରାଜ୍ୟପାଳଥିବା ଗଣେଶୀ ଲାଲଙ୍କ ସ୍ଥାନ ନେବେ । ରଘୁବର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରିଇନ୍ଦ୍ରସେନ ରେଡ୍ଡୀ ଲାଲୁଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତ […]

Continue Reading

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବସୁରଭି ଓ ଓଡ଼ିଶା ମିଲେଟ୍ ପ୍ରତିଯୋଗିତା – ୨୦୨୩ ଉଦଘାଟିତ.

ଢେଙ୍କାନାଳ : ତା.୧୭.୧୦.୨୦୨୩ ରିଖ ଚଳିତ ବର୍ଷ ୨୦୨୩ ମସିହାରେ ସୁରଭି ଓ ଓଡିଶା ମିଲେଟ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ କୃଷ୍ଟରସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି ।ଏ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ତା ୧୪. ୯.୨୩ ରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ,ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭାରପ୍ରାପ୍ତ ଅଧ୍ୟକ୍ଷ,ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ, […]

Continue Reading

ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ..

ଢେଙ୍କାନାଳ :11/10-ଆଜି ଅପରାହ୍ନରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ସାହୁଙ୍କ ଅଧ୍ୟକ୍ଷତା ରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହେଇଯାଇଛି l କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶ୍ରୀମତୀ ସାହୁ କହିଥିଲେ ଯେ, ନାରୀ ହେଉଛି ସମାଜର ମେରୁଦଣ୍ଡ l ନାରୀଙ୍କ ଅନୁପସ୍ଥିତିରେ ସମାଜ ର ବିକାଶ ଅସମ୍ଭବ l ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଯୋଜନା ମାନ ପ୍ରଣୟନ କରିଛନ୍ତି, ଯେପରିକି ସଂପୂର୍ଣ୍ଣା, […]

Continue Reading

55 ନମ୍ବର ଜାତୀୟ ରାଜପଥ ର ବ୍ରିଜ ତଳକୁ ପଡିଲା ଟ୍ରକ ଦୁଇ ଆହାତ.

Date – 10.10.23Anchor – ଆଜି ସକାଳୁ 55 ନମ୍ବର ଜାତୀୟ ରାଜପଥରେ ପଞ୍ଚୁପଟି ନିକଟରେ ବ୍ରିଜ ତଳକୁ ଖସିଲା ଟ୍ରକ୍. ଅର୍ଦ୍ଧ ନିର୍ମିତ ବ୍ରିଜ ହୋଇଥିବାରୁ ଏହି ଘଟଣା ଘଟିଛି । ଘଟଣା ସ୍ଥଳରେ ସଦର ଥାନା ଅଧିକାରୀ ପହଞ୍ଚିଛନ୍ତି । ଡ୍ରାଇଭର ଓ ହେଲପର ଆହାତ , ଦୁଇ ଜଣ ହେଉଛନ୍ତି ଉତ୍ତରପ୍ରଦେଶ ରାମପୁର ଅଞ୍ଚଳର ବୋଲି ଜଣାପଡିଛି । ଦୁଇ ଆହାତକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଗତ କିଛି ଦିନ […]

Continue Reading

ସିକିମରୁ ଆସି ଓଡିଶା ମାଟିରେ ପହଞ୍ଚିଲା ଓଡିଆ ଯବାନଙ୍କ ପାର୍ଥିବ ଶରୀର…

ଦିଲ୍ଲୀରୁ ଆସି ଭୁବନେଶ୍ଵରରେ ୧.୪୫ ମିନିଟରେ ପହଞ୍ଚିଥିଲା ସହିଦ୍‌ଙ୍କ ପାର୍ଥିବ ଶରୀର । ଭୁବନେଶ୍ଵର ୧୦୦ ଟ୍ଵେଣ୍ଟି ବାଟାଲିୟନ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି । ବିମାନବନ୍ଦରରେ ପହଞ୍ଚିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟ ଶାସନ 5t ସଚିବ ଭି କେ ପାଣ୍ଡିୟନ,ସାଂସଦ ମହେଶ ସାହୁ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ସମେତ ବରିଷ୍ଠ ଅଧିକାରୀ ଓ ରାଜନେତା ମାନେ କଲେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଅପରାହ୍ନରେ ଢେଙ୍କାନାଳ ଜିଲ୍ଲାପାଳଙ୍କ […]

Continue Reading

କାମାକ୍ଷାନଗରରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ ଏବଂ ମୋ ପ୍ରତିଭା ମୋ ପରିଚୟ ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।। ତା ୦୩.୧୦.୨୦୨୩ ରିଖରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ […]

Continue Reading

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସୂଦୂର କେନ୍ଦୁଝର ରେ ସମ୍ବର୍ଦ୍ଧିତ।

ଜନ୍ମ ମାଟି ର ଟେକ ରଖିଲା ଜନ ମଙ୍ଗଳ(ରାସୋଳ)। ଅଦ୍ୟ ତା 01/10/2023 ରିଖ ରବିବାର ଦିନ ସକାଳ ଏଗାର ଘଟିକା ସମୟରେ କେନ୍ଦୁଝର ର ଅଗ୍ରଣୀ ସ୍ଵେଚ୍ଛାସେଵୀ ଅନୁଷ୍ଠାନ ଭରସା ପରିବାର (ଓଡିଶା)ର ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ଭୋଇ ଙ୍କର ସଭାପତିତ୍ବରେ ଦ୍ବିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ସଂସ୍କୃତି ଭବନ (କେନ୍ଦୁଝର) ର ସଭାଗୃହରେ ବହୁ ଆଡମ୍ବର ରେ ପାଳନ ହେବା ଅବସର ରେ ରାଜ୍ୟ ସ୍ତରୀୟ ବହୁ ସ୍ବେଚ୍ଛାସେବୀ ତଥା […]

Continue Reading