ଢେଙ୍କାନାଳ ବ୍ୟୁରୋ-
ଚାଲିବ ଡବଲ୍ ଡେକର ଇଲେକ୍ଟ୍ରିକ୍ ବସ୍ ।ଏଥିପାଇଁ ଘରୋଇ ସଂସ୍ଥାମାନଙ୍କୁ ଟେଣ୍ଡର
ଆହ୍ବାନ କରିଛି କୁଟ୍ । ଭୁବନେଶ୍ବର, କଟକ ଓପୁରୀରେ ଚାଲିବ ଏହି ଡବଲ୍ ଡେକର ଇ-
ବସ୍ । ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ଡେକର୍ ବସ୍ ଆସିବ । ଏହି ଇ-ବସ୍ ପାଇଁ ୧୦
ବର୍ଷିଆ ଚୁକ୍ତି ହେବ । ସଂପୃକ୍ତ ସଂସ୍ଥା ସପ୍ଲାଏ,ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ
ଯୋଗାଇବ । ଆବଶ୍ୟକ ପଡିଲେ ଆହୁରି ୨ ବର୍ଷ ଚୁକ୍ତି ବଢାଯାଇପାରେ।