#ମହାକାଶରୁଏମିତିଦିଶୁଛିପୃଥ୍ବୀଆଉ_ଚନ୍ଦ୍ରଆଦିତ୍ୟ ଏଲ-୧ ପଠାଇଛି ଏହି ଫଟୋ । ଫଟୋରେଦିଶୁଛି…ପୃଥ୍ବୀ ଏବଂ ଚନ୍ଦ୍ର । ମହାକାଶରୁ ଏହି ଫଟୋପଠାଇଛି ଆଦିତ୍ୟ ଏଲ – ୧ । #Earth #Moon
ISRO #AdityaL1 #DhenkanalNews
Continue Readingଗୁରୁ ଦିବସ ଉପଲକ୍ଷେ ଆଜି ଢେଙ୍କାନାଳ ସହରର ରଥଗଡ଼ା ଠାରେ ଥିବା କମ୍ପୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପ୍ରିୟ ଗୁରୁଜୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରାଯାଇ ଥିଲା। ଏଥିରେ ଅନୁଷ୍ଠାନର ନୂତନ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଅନୁଷ୍ଠାନର ମୂଖ୍ୟ ପ୍ରଭାତ ଦେହୁରୀ ଛାତ୍ର ଛାତ୍ରୀ ମାନଙ୍କୁ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜିବନ ବିଷୟରେ କହିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନେ ଗୁରୁମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ […]
Continue Readingଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁଗୁରୁଦେବ ମହେଶ୍ବର ।ଗୁରୁ ସାକ୍ଷାତ ପରଂବ୍ରହ୍ମତମୈଶ୍ରୀ ଗୁରବେ ନମଃ । #happyteachersday #Teachersday2023
Continue Readingଖୋର୍ଦ୍ଧା ଜିଲ୍ଲା ଗତକାଲି ଭୁବନେଶ୍ୱର ରୁ ବାପା ଓ ମାଆ କୁ ଖଣ୍ଡଗିରି ଯାଉଛୁ ମିଛ କହି କଟକ ବାଙ୍କୀ ତ୍ରିଶୁଳିଆ ନିକଟସ୍ଥ ମହାନଦୀ କୂଳରେ ଅବସ୍ଥିତ ଦେବିଦ୍ୱାରା ନିକଟକୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଞ୍ଚାୟତ ନନପଡା ଆରପିଏଫ ହେଡ଼ କନେଷ୍ଟବଲ ଅରୁଣ କୁମାର ରାଉତରାୟଙ୍କ ବଡ଼ ପୁଅ ଆକାଶ କୁମାର ରାଉତରାୟ ଓ ତାଙ୍କ ସାନ ଭାଇ ପ୍ରକାଶ କୁମାର ରାଉତରାୟ ସମତ କିଛି ପିଲାଙ୍କ ସହିତ ଭୋଜି କରିବାକୁ ଯାଇଥଲେ ! ଭୋଜି ଶେଷ […]
Continue Readingଭୁବନେଶ୍ୱର: ରାଜ୍ୟରେ ଆଗାମୀ ୨୪ ଘଣ୍ଟାମଧ୍ୟରେ ବିଭିନ୍ନ ଜିଲ୍ଲାଗୁଡିକରେ ବିଜୁଳି ଘଡ଼ଘଡ଼ିସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ୨୨ଜିଲ୍ଲାକୁ ୟେଲୋ ୱାର୍ଡିଂ ଜାରି କରିଛି ପାଣିପାଗବିଭାଗ । ଉକ୍ତ ଜିଲ୍ଲାଗୁଡ଼ିକ ହେଉଛିମାଲକାନାଗିରି, କୋରାପୁଟ, ନବରଙ୍ଗପୁର,ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ,କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ବୌଦ୍ଧ,ସୋନପୁର, ବରଗଡ଼, ଅନୁଗୁଳ, ସମ୍ବଲପୁର,ଝାରସୁଗୁଡ଼ା, ସୁନ୍ଦରଗଡ଼, ଦବେଗଡ଼, ଢେଙ୍କାନାଳ,ଯାଜପୁର, ଭଦ୍ରକ ଓ ବାଲେଶ୍ବରା।
Continue Readingପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଆଜି ସନ୍ଧ୍ୟା ୭ଟା ୩୧ରେ ଘରୋଇ ହସ୍ପିଟାଲରେ ପରଲୋକ ଗଞ୍ଜାମ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିଲେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୂର୍ଯ୍ୟ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ bjd_mla #suryanarayan_patra
Continue Readingସଢେଙ୍କାନାଳ ଜିଲ୍ଲା ଭୂବନ ଠାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଳକ ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସୁରକ୍ଷା ବନ୍ଧନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ସ୍ଥାନିୟ କାଳିବଜାର ଠାରେ ପ୍ରଥମେ ଦଳିୟ କର୍ଯ୍ୟକର୍ତ୍ତାଙ୍କ ତରଫରୁ ସ୍ବାଗତ କରାଯାଇଥିଲା।ପରେ ସ୍ବାଧିନତା ସଂଗ୍ରାମି ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,କାପୁଡିଆ ସମାଜର ଶୋଭାଯାତ୍ରାରେ ସାମିଲ ହୋଇ ବଳଦେବଜୀଉଙ୍କ ଦର୍ଶନ କରିଥିଲେ।।ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରି ଯୋଗଦେଇ କହିଛନ୍ତି ଦେଶରେ ମହିଳାଙ୍କ ପାଇଁ ଆମ ସରକାର […]
Continue Readingଢେଙ୍କାନାଳ 28/08-ଅଗଷ୍ଟ 30 ତାରିଖ ବୁଧବାର ଦିନ ଢେଙ୍କାନାଳ ଜିଲ୍ଲା ସଦର ମହକୁମାସ୍ଥିତ ବସ ଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ ଛକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବ l ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ,ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି […]
Continue Reading