ପିପୁଲ୍ ଟୁ ପିପୁଲ୍ ହେଲ୍ଥ ଫାଉଣ୍ଡେସନ୍ର ସଚ୍ଛ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ..
ଢେଙ୍କାନାଳ ଟାଉନ୍ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଏସ୍ବିଆଇଏଫ୍ କ୍ଲିନିକ୍ ପ୍ରକଳ୍ପ ଏବଂ ପିପୁଲ୍ ଟୁ ପିପୁଲ୍ହେଲ୍ଥ୍ ଫାଉଣ୍ଡେସନ୍ର ସହଭାଗିତାରେ ଏକ ସତନ୍ତ୍ର ସଚ୍ଛ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ମହିଳାମାନଙ୍କୁ ଡିଗିନିଟି କିଟ୍ ପ୍ରଦାନ କରିବା ସହିତ ହାତ ଧୁଆ ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା, ଏଥରେ ପିପିଏଚ୍ ଏଫର ନିର୍ଦ୍ଦେଶକ ଆଲୋକ ଚନ୍ଦ୍ର ମହାନ୍ତି, ମେଡିକାଲ୍ ଅଫିସର ଡା. ସୁଧାଂଶୁବାଳା ପାଣିଗ୍ରାହୀ, ଫାର୍ମାସିଷ୍ଟ ପ୍ରତାପ କୁମାର […]
Continue Reading