ମା’ ବାଉତୀ ଠାକୁରାଣୀଙ୍କର ବାର୍ଷିକୋତ୍ସବର ପୂର୍ଣ୍ଣାହୁତି ଓ ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ..
ଦେବୀ ଶ୍ରୀ ଶ୍ରୀ ମା’ ବାଉତୀ ଠାକୁରାଣୀଙ୍କ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଆଜି ମା’ ରାଜରାଜେଶ୍ୱରୀବେଶ ହୋଇଥିବାବେଳେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି। ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ପୂଜାତିନିଦିନ ଧରି ଚାଲିଥିଲା। ପ୍ରଥମ ଦିବସ ପ୍ରାତଃରୁ ଦେବତା ନିମନ୍ତ୍ରଣ, କଳସ ଯାତ୍ରା, ଅଗ୍ନିସ୍ଥାପନ ଓ ଶୁଭାସ୍ଵାସଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନ ପ୍ରାତଃରୁ ସୂର୍ଯ୍ୟ ପୂଜା, ଗୋ-ପୂଜା, ଠାକୁରାଣୀଙ୍କ ଷୋଡଶ ଉପଚାରପୂଜା, ଆହୁତି ପ୍ରଦାନ ଓ ସଂଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା । ତୃତୀୟ […]
Continue Reading