ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ପାଳନ ଅବସରରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ଗସ୍ତରେ ଆସି ଆଜି ପୂର୍ବାହ୍ନରେ ୯ଟା ରେ ଢେଙ୍କାନାଳ ନଗର ମଣ୍ଡଳ ଦ୍ଵାରା ଆୟୋଜିତ ‘ଏକ୍ ପେଡ୍ ମା’ କେନାମ୍-୨.୦ ଅଭିଯାନ’ରେ ସ୍ଥାନୀୟ କୁଞ୍ଜକାନ୍ତ ପୁଷ୍କରିଣୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଚାରା ରୋପଣ କରିଥିଲେ । ସେଠାରେଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ପୁଷ୍କରିଣୀର ସୌନ୍ଦର୍ଯକରଣ ସହ ଚାରୋଟି ବୋଟ୍ ଚାଳନା ବ୍ୟବସ୍ଥା […]

Continue Reading

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମା’ଙ୍କ ଦେହାନ୍ତ ।

ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକାକୁଳ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ। #MohanMajhi #SidhantMohapatra #Odisha #dhenkanalnewsodisha

Continue Reading

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ଆସିବ ପିଏମ୍ କିଷାନ କିସ୍ତି, ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦୀ..

ଚାଷୀଙ୍କ ପାଇଁ ଖୁସି ଖବର । ଆଜି ମୋଦୀ ପଠାଇବେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା । ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା । ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଖୁସିର ଦିନ । ପିଏମ କିଷାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦୦୦ ଲେଖାଏଁ ଟଙ୍କା । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୨୦ତମ କିସ୍ତି ପ୍ରଦାନ କରାଯିବ । ୧୦ କୋଟି କୃଷକଙ୍କ ପାଖକୁ ପଠାଯିବ ୨୦ ହଜାର […]

Continue Reading

ଭୁବନେଶରର ରେ ୬୨ ଗୋଟି ଓମ୍ଫେଡ କର୍ମଚାରିଙ୍କ କ୍ଵାର୍ଟର ଉଦ୍ଘାଟିତ…

ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ଓମ୍‌ଫେଡ୍ କର୍ମଚାରୀମାନଙ୍କ ପାଇଁ ୬୨ଟି କ୍ୱାର୍ଟରର ଉଦଘାଟନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ୭.୫୦ କୋଟି ଟଙ୍କା ବିନିଯୋଗରେ ୨ ହଜାରରୁ ୧୫ ହଜାର ଲିଟର ବିଶିଷ୍ଟ ୨୨ଟି ମିଲ୍କ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘମାନଙ୍କୁ ପ୍ରଦାନ କରିବା ସହ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଗୁଣ୍ଡ ଦୁଗ୍ଧ ପ୍ୟାକିଙ୍ଗ ମେସିନର ମଧ୍ୟ ଉଦ୍‌ଘାଟନ କରିଛନ୍ତି ।

Continue Reading

ପୁଣି ଜଣେ ତେଲୁଗୁ ଖଳନାୟକ ଙ୍କ ପରଲୋକ…

ଦକ୍ଷିଣ ସିନେମାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁଆସିଛି। କୋଟା ଶ୍ରୀନିବାସ ରାଓଙ୍କ ପରେ, ଏବେ ବରିଷ୍ଠ ଅଭିନେତାତଥା ହାସ୍ୟ ଅଭିନେତା ଫିଶ୍ ଭେଙ୍କଟ୍ ଏ ଦୁନିଆରୁ ବିଦାୟ ଦେଇଛନ୍ତି।ମାତ୍ର ୫୩ବର୍ଷ ବସୟରେ ତାଙ୍କର ଦେହାନ୍ତ ହୋଇଛି। କୁହାଯାଉଛି ଯେ,ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା,ଯେଉଁଠାରେ ତାଙ୍କର କିଡନୀ ଫେଲ ହେବା ଯୋଗୁଁ ମୃତ୍ୟୁ ହୋଇଛି। #telugunews #SouthActor #FishVenkat #RIP #dhenkanalnewsodisha

Continue Reading

ବୈଭବଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ। ପାଟନା ବିମାନବନ୍ଦରରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଓ ତାଙ୍କ ପରିବାରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଲେ, ”ତାଙ୍କର କ୍ରିକେଟ୍ ଦକ୍ଷତା ସାରା ଦେଶରେ ପ୍ରଶଂସିତ ହେଉଛି। ତାଙ୍କର ଆଗାମୀ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।” #dhenkanalnews #NarendraModi #PM #VaibhavSuryavanshi #Cricketer

Continue Reading

ପ୍ରକାଶ ପାଇଲା +୨ ରେଜଲ୍ଟ….

ପ୍ରଜ୍ଞା ପାରମିତା ସାହୁ, ଧରଣୀଧର କଲେଜ କେଉଁଝର, ଘର ଢେଙ୍କାନାଳ ଜିଲା ଭୁବନ ଅଂଚଳରେ, ବାପା ପୂର୍ଣ୍ଣଚନ୍ଦ୍ର ସାହୁ, ସେ କଲେଜ କଳା ବିଭାଗରେ କଲେଜ ଟପର ହୋଇ ୫୩୮ ନମ୍ବର ରଖିଛନ୍ତି.. dhenkanalnewsodisha #dhenkanalupdate #collegetopper #+2results

Continue Reading

ଓଡ଼ିଆ ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଉତ୍ସବ ଅନୁଷ୍ଠିତ.

ଢେଙ୍କାନାଳ, ତା. ୧୨.୦୪.୨୦୨୫- ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଓଡ଼ିଆପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ବନ୍ଦନୀୟ ବରପୁତ୍ର ଉତ୍ସବ ଅନୁଷ୍ଠିତ ହୋଇଅଛି । ଏହି ଉତ୍ସବରେ ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ଶ୍ରୀ ତପନ ଶତପଥୀ, ଶ୍ରୀ ଶରତ ମିଶ୍ର ଭରଦ୍ୱାଜ,ଶ୍ରୀ ପରେଶ ପଟ୍ଟନାୟକ, ଶ୍ରୀ ଅଟଳ ବିହାରୀ ଦାଶ, ଶ୍ରୀମତୀ […]

Continue Reading