ଭାରତ ରେ ୫୦୮ ଷ୍ଟେସନର ରୂପାନ୍ତରଣ ହେବ..

ଅମୃତ ଭାରତ ଷ୍ଟେସନ ଯୋଜନା ମାଧ୍ୟମ ରେ ଆଜି ଭାରତ ବର୍ଷର ୫୦୮ ରେଳଷ୍ଟେସନ ପୁର୍ନବିକାଶର ଶିଳାନ୍ୟାସ କରାଯାଇଛି । ନୂଆ ଦିଲ୍ଲୀ ରୁ ଭିସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୋଜନାର ଶିଳାନ୍ୟାସ କରିଥିଲେ । ଏହି ଅବସର ରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବ ଉତ୍ସବରେ ସାମିଲ ହୋଇ ଯୋଜନା ମଧ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ଭିସି ମାଧ୍ୟମ ରେ ସୂଚନା ଦେଇଥିଲେ । ଅମୃତ ଭାରତ ଷ୍ଟେସନ ପୁର୍ନବିକାଶ ଶିଳାନ୍ୟାସ ଯୋଜନା ରେ […]

Continue Reading

ବ୍ରାହ୍ମଣୀ ନଦୀରେ ଫସିଲେ ୨ ମହିଳା ଓ ଯୁବତୀ…

ବ୍ରାହ୍ମଣୀ ନଦୀ ଜଳ ସ୍ତର ହଠାତ୍ ବଢିଯିବାରୁକାମାକ୍ଷାନଗର ବ୍ଲକ ବୁଢିବିଲି ପଞ୍ଚାୟତ ବୁଢିବିଲିଗାଁରେ ୨ ମହିଳା ଓ ୨ ଯୁବତୀ ଫସି ରହିଥିଲେ ।ଗ୍ରାମବାସୀ ତାଙ୍କୁ ରଶି ଓ ଟ୍ୟୁ ସାହାର୍ଯ୍ୟରେ ଉଦ୍ଧାରକରିଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି ।ସୂଚନା ଅନୁଯାୟୀ, ବୁଢିବିଲି ଗାଁ ବ୍ରାହ୍ମଣୀ ନଦୀକୂଳରେ ରହିଛି । ନଦୀ ଅରପାଶ୍ବର୍କୁ ଶୌଚ ହେବାପାଇଁ ଲୋକେ ଯାଇଥାନ୍ତି । ଆଜି ଅପରାହ୍ନ ପ୍ରାୟସାଢେ ୫ଟା ବେଳେ ଗାଁର ଦୁଇ ମହିଳା ଓସେମାନଙ୍କର ୧୦ରୁ […]

Continue Reading

ଢେଙ୍କାନାଳ ଜିଲ୍ଲା କୁ ରେଡ୍‌ ୱାର୍ଣ୍ଣି..

ଢେଙ୍କାନାଳ,୧୮(ଆପ୍ର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାଲଘୁଚାପ ଘନୀଭୂତ ହୋଇ ଅବପାତରରୂପ ନେଇଛି । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେଆଜି ଢେଙ୍କାନାଳ ଜିଲ୍ଲା ଅରେଞ୍ଚ ୱାଶିଂରେ ରହିଥିବା ବେଳେ ସେପରି ଭାରୀ ବର୍ଷାହୋଇନାହିଁ । ଆସନ୍ତାକାଲି ଅର୍ଥାତ୍ ବୁଧବାରପାଇଁ ରେଡ୍ ୱାର୍ଡିଂ ଜାରି କରାଯାଇଛି। ଯାହାଫଳରେ ପ୍ରବଳରୁ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି। ବୃକ୍‌ସ୍ତରୀୟଅଧିକାରୀଙ୍କୁ ଜିଲ୍ଲା କୁରୁରୀକାଳିନ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ଲଘୁଚାପ ପ୍ରଭାବରେ ସୋମବାରଜିଲ୍ଲାର ବିଭିନ୍ନ […]

Continue Reading

କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପିଏମ କିଷାନ ସମ୍ମେଳନ ଅନୁଷ୍ଠିତ.

ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିର ଚଉଦତମ କିସ୍ତି ହସ୍ତାନ୍ତରଣ ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ, ମହିଷାପାଟ ପ୍ରାଙ୍ଗଣରେ 27.07.2023 ରିଖ ଦିନ ପିଏମ କିଷାନ ସମ୍ମାନ ସମ୍ମେଳନ ର ଆୟୋଜନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲାର 50 ରୁ ଉର୍ଦ୍ଧ ଚାଷୀ ଭାଇ ଓ ଭଉଣୀ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିର ଚଉଦତମ କିସ୍ତି ଦେଶ […]

Continue Reading

କପିଳେଶ୍ଵର ମହାଦେବ ଫାର୍ମରସ୍‌ ପ୍ରତ୍ୟୁସର କୋ-ଅପରେଟିଭ ସୋସାଇଟ,ସୋଗର, କାମାକ୍ଷାନଗର କାର୍ଯ୍ୟାଳୟ ଠାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ..

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ହର୍ଷ ଟ୍ରଷ୍ଟ ର ଟିମ୍ ଲିଡର ଚିନ୍ମୟ ଭୁଇଁଆଁ , ସୋସାଇଟ ର କୋଷାଧକ୍ଷ ଅଭିମନ୍ୟୁ ସ୍ଵାଇଁ, ସିଇଓ ସ୍ଵର୍ଣ୍ଣପ୍ରଭା ପାତ୍ର , ଆକାଉଣ୍ଟାଣ୍ଟ ସୂର୍ଯ୍ୟନାରାୟଣ ନନ୍ଦ ଙ୍କ ସହିତ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।ଉକ୍ତ ବୈଠକରେ ସୋଗର,ବାରୁଆଁ, କୋଟଗରା, ରାୟ ନୃସିଂହପୁର ଓ ଅଁଳାବେରେଣୀ ର […]

Continue Reading

ଢେଙ୍କାନାଳ ସଦର ବେଲଟିକିରି ପଞ୍ଚାୟତ ଜଂଖିରା ଗ୍ରାମ ରେ ଜଙ୍ଗଲୀ ଜନ୍ତୁ ଆକ୍ରମଣ ରେ ୨ ଆହାତ.

ଢେଙ୍କାନାଳ ସଦର ବେଲଟିକିରି ପଞ୍ଚାୟତ ଜଂଖିରା ଗ୍ରାମ ରେ ଜଙ୍ଗଲୀ ଜନ୍ତୁ ଆକ୍ରମଣ ରେ ୨ ଆହାତ. ଗତକାଲି ରାତିରେ ବେଲଟିକିରି ପଞ୍ଚାୟତ ର ଜଂଖିରା ଗ୍ରାମ ରେ ସଂଧ୍ୟା ସମୟରେ ଜଙ୍ଗଲୀ ଜନ୍ତୁ ଆସି ଗ୍ରାମ ର ବରୁଣ ବେହେରା ଓ ବୁଦ୍ଧିମନ୍ତ ବାରିକ ଙ୍କୁ ଆକ୍ରମଣ କରିଥିଲେ । ସେମାନେ ବର୍ତ୍ତମାନ ବେଲଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । କେଉଁ ଜନ୍ତୁ କାମୁଡିଛି କିଛି ସଠିକ ତଥ୍ୟ ଏ ପର୍ଯ୍ୟନ୍ତ ମିଳି […]

Continue Reading

କୂଅ ସଫା ବେଳେ ଅଘଟଣ, ମାଲିକ ଓ ଶ୍ରମିକ ର ଜିବନ ଗଲା.

ଢେଙ୍କାନାଳ:-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ଅନ୍ତର୍ଗତ ସରର୍କେଶ୍ୱରୀପାଳ ଗାଁ ରେ କୂଅ ସଫା କରୁଥିବା ବେଳେ ଅଘଟଣ | କୂଅ ସଫା କରୁଥିବା ବେଳେ ୨ ଜଣ ଙ୍କ ର ମୃତ୍ୟୁ ହୋଇଛି |ମୃତକ ୨ ଜଣ ହେଉଛନ୍ତି ସେହି ଗ୍ରାମର ଶଶିଭୂଷଣ ସାହୁ ଓ ଭଜମନ ବେହେରା |ସୂଚନା ମୁତାବକ ଶଶିଭୂଷଣ ଙ୍କ କୂଅ ଉଭୟ ମିଶି ସଫା କରୁଥିଲେ। ଅସାବଧାନତା କାରଣ ରୁ ଶ୍ୱାସ ରୋଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ […]

Continue Reading