ଆସେଟ୍ କମ୍ପୁଟର ଶିକ୍ଷା ଅନୁଷ୍ଠାନ ତରଫରୁ ଗୁରୁଦିବସ ପାଳିତ…

ଗୁରୁ ଦିବସ ଉପଲକ୍ଷେ ଆଜି ଢେଙ୍କାନାଳ ସହରର ରଥଗଡ଼ା ଠାରେ ଥିବା କମ୍ପୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ପ୍ରିୟ ଗୁରୁଜୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରାଯାଇ ଥିଲା। ଏଥିରେ ଅନୁଷ୍ଠାନର ନୂତନ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଅନୁଷ୍ଠାନର ମୂଖ୍ୟ ପ୍ରଭାତ ଦେହୁରୀ ଛାତ୍ର ଛାତ୍ରୀ ମାନଙ୍କୁ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜିବନ ବିଷୟରେ କହିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନେ ଗୁରୁମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ […]

Continue Reading

ଭୁବନ ସୁରକ୍ଷା ବନ୍ଧନ ରେ ଯୋଗ ଦେଲେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ..

ସଢେଙ୍କାନାଳ ଜିଲ୍ଲା ଭୂବନ ଠାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଳକ ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସୁରକ୍ଷା ବନ୍ଧନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ସ୍ଥାନିୟ କାଳିବଜାର ଠାରେ ପ୍ରଥମେ ଦଳିୟ କର୍ଯ୍ୟକର୍ତ୍ତାଙ୍କ ତରଫରୁ ସ୍ବାଗତ କରାଯାଇଥିଲା।ପରେ ସ୍ବାଧିନତା ସଂଗ୍ରାମି ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,କାପୁଡିଆ ସମାଜର ଶୋଭାଯାତ୍ରାରେ ସାମିଲ ହୋଇ ବଳଦେବଜୀଉଙ୍କ ଦର୍ଶନ କରିଥିଲେ।।ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରି ଯୋଗଦେଇ କହିଛନ୍ତି ଦେଶରେ ମହିଳାଙ୍କ ପାଇଁ ଆମ ସରକାର […]

Continue Reading

ଅଗଷ୍ଟ 30ରେ ଅନୁଷ୍ଠିତ ହେବ ସଡ଼କ ସୁରକ୍ଷା ସଚେତନତା ଅଭିଯାନ..

ଢେଙ୍କାନାଳ 28/08-ଅଗଷ୍ଟ 30 ତାରିଖ ବୁଧବାର ଦିନ ଢେଙ୍କାନାଳ ଜିଲ୍ଲା ସଦର ମହକୁମାସ୍ଥିତ ବସ ଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ ଛକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବ l ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ,ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି […]

Continue Reading

ଓଁ ସୋଗାରେଶ୍ଵରାୟ ନମଃ.. ଶ୍ରାବଣ ମାସର ଶେଷ ସୋମବାରେ ଦର୍ଶନ କରନ୍ତୁ ବାବା ସୋଗରେଶ୍ଵର ଙ୍କୁ🙏🙏🙏

Continue Reading

ଢେଙ୍କାନାଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ…

ଢେଙ୍କାନାଳ, 27, 8, 2023-ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ପରିଷଦ ହଲ ପରିସରରେ ଟାଉନ ଥାନା ସୌଜନ୍ୟରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆମ ପୋଲିସ ସମିତି, ସଡକ ସୁରକ୍ଷା ସଚେତନତା ଶିବିର ସମିତି ଓ ବରିଷ୍ଠ ନାଗରିକ ସୁରକ୍ଷା ସମିତି ମିଳିତ ଆନୁକୂଲ୍ୟରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା […]

Continue Reading

ହିନ୍ଦୋଳ ବନ ବିଭାଗ କବ୍ଜାରେ ୪ କୁଖ୍ୟାତ କାଠ ବେପାରୀ, ଲକ୍ଷାଧିକ ଟଙ୍କାର ପଟ୍ଟା ଜବତ.

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ରାସୋଳ ଗ୍ରାମପଞ୍ଚାୟତ ରାସୋଳ ବ୍ରାହ୍ମଣ ସାହିରେ ହିନ୍ଦୋଳ ବନ ବିଭାଗ ଓ ରାସୋଳ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କା ର କାଠ, ପଟା ଓ ଚଉକାଠ ଜବତ ହୋଇଛି l କୌଣସି ସୂତ୍ରରୁ ଖବରପାଇ ବନବିଭାଗ ଏହି ଚଢ଼ାଉ କରିଥିଲେ l ଚାରିଜଣ ବ୍ୟକ୍ତି କାଠ କାଟୁଥିଲା ବେଳେ ଜଣେ ଦୌଡ଼ି ପଳାଇ ଥିବା ସମୟରେ ମାଡି ବସି ପ୍ରକାଶ ସର ଲୋଚନ ନାୟକ, ମୋହନ ନାୟକ , […]

Continue Reading

*ଆପ୍ ର ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ପାଣିର ରାଜନୀତି ଆରମ୍ଭ, ଯୋଗଦେଲେ ରାଜ୍ୟ ସଭାପତି*

ଢ଼େଙ୍କାନାଳ : ଜିଲ୍ଲାରେ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ଓ କୃଷିର ବିକାଶ ପାଇଁ ରାଜନୀତି ଆରମ୍ଭ ହୋଇଯାଇଛି l ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଶତାଧିକ ସକ୍ରିୟ କର୍ମକର୍ତ୍ତା ମାନଙ୍କୁ ଉଦବୋଧନ ଦେଇ ଜିଲ୍ଲାର ଅବହେଳିତ ଶିକ୍ଷା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ l ଜିଲ୍ଲାରେ ଅନେକ ଶିଳ୍ପ ସଂସ୍ଥା ବନ୍ଦ ପଡିଥିବାରୁ […]

Continue Reading

ମହାଦେବଙ୍କ ଉପରେ ଜଳାଭିଶେଖ କରିବା ପାଇଁ ବ୍ରାହ୍ମଣୀ ନଦୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼..#dhenkanalnews

Continue Reading