ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବ ସମାଜ ସେବୀ ଓ ଛଦେଶ ଅଞ୍ଚଳବାସୀଙ୍କ ସୋସିଆଲ ମିଡିଆ ମାଧ୍ୟମରେ ନିବେଦନ…

ଢେ଼ଙ୍କାନାଳ ସଦର : ପାମାଳ ଠାରୁ କୋଟବେରେଣୀ,ଭାପୁର ମଧ୍ୟସ୍ଥଳକୁ ଓ ଓଡ଼ାପଡ଼ା ବ୍ଲକର କଳାଙ୍ଗ,କୋତ୍ତମ,ଘଟିପିରି, ଗୋବିନ୍ଦପ୍ରସାଦ ୪ଟି ଏବଂ ସଦର ବ୍ଲକର ୮ଟି ଭାପୁର,କାକୁଡିଭାଗ,ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟମ୍ବା,ଧୀରପାଟଣା,ଶଙ୍କରପୁର,ଭାଲିଆବୋଲକାଟେଣୀ ସର୍ବମୋଟ ୧୨ଟି ପଞ୍ଚାୟତକୁ ନେଇ ଛଦେଶ ଗଠିତ। ଏହି ଛଦେଶ ଅଞ୍ଚଳରେ ଲାଇନି କଟିବାର କାରଣ ଗୁଣ୍ଡିଚାପଡ଼ା ଗ୍ରିଡ୍ ଠାରୁ କୋଇଲିପଙ୍ଗି ଗ୍ରିଡ୍ ୨୨ କିଲୋମିଟର ହେବ । ଏବଂ ତାହା ଖାଲି ଜଙ୍ଗଲ ଭିତର ଦେଇ ଆସିଛି ଯାହା ଦ୍ଵାରା ହାଲକା ପବନ କି ବର୍ଷା ହେଲେ 33 kV […]

Continue Reading

ଢେଙ୍କାନାଳ ଲାୟନ୍ସକ୍ଲବ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ – ଢେଙ୍କାନାଳ ନ୍ୟ଼ୁଜ୍‌ ବ୍ୟୁରୋ.. ବିଶ୍ଵଉଷ୍ମାୟନ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଆଜି ସମଗ୍ରବିଶ୍ଵ ଚିନ୍ତାରେ ଥିବାବେଳେ, ସାମାଜିକଅନୁଷ୍ଠାନମାନେ ଆଗକୁ ଆସି ସଚେତନତା ସୃଷ୍ଟିକରିବା ଆବଶ୍ୟକ । ଏହି ଉଦ୍ଦେଶ୍ୟକୁ ନେଇ ଲାୟନ୍କ୍ଲବ ଢେଙ୍କାନାଳ ତରଫରୁ ସ୍ଥାନୀୟ ତାଳବରକୋଟଅଞ୍ଚଳରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ପରିବେଶସୁରକ୍ଷା ଏବଂ ସ୍ଥାୟୀ ସମ୍ପ୍ରଦାୟ ଗଠନ ଦିଗରେ ଏହାଏକ ଗୁରୁତ୍ଵପୂର୍ଣ ପଦକ୍ଷେପ ବୋଲି କ୍ଲବ ପକ୍ଷରୁକୁହାଯାଇଛି ।ଏହି ଅର୍ଥପୂର୍ଣ କାର୍ଯ୍ୟକ୍ରମର ନେତୃତ୍ଵନେଇଥିଲେ କ୍ଲବର ବରିଷ୍ଠ […]

Continue Reading

ଆଇ.ଆଇଓ୍ବାଡି ଦ୍ବାରା ବିଶ୍ବ ପରିବେଶ ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ..

ଇନ୍ଦିପୁର ସଚ୍ଚିଦାନନ୍ଦ ଉଚ୍ଚ ମକ୍ଷଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଯୁବ କେନ୍ଦ୍ର ନୂଆଦିଲ୍ଲୀ, ମ୍ପାସା ଇଣ୍ଡିଆଏବଂ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ୟୁଥ ଡେଭେଲପମେଟ୍ ଦ୍ବାରା ବୃକ୍ଷ ରୋପଣ ଓ ବିଶ୍ୱ ପରିବେଶ ଦିବସ ପାଳିତହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରିନ୍‌ସିପାଲ ପ୍ରଦୀପ କୁମାର ମିଶ୍ର ସଭାପତି ଭାବରେ ବୃକ୍ଷ ରୋପଣର ଉପକାରିତାଏବଂ ପରିବେଶ ଉପରେ ତାର ପ୍ରଭାବ ସମ୍ବନ୍ଧରେ ସାର ଗର୍ଭକ ତଥ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଶିକ୍ଷାବିତ ପ୍ରଭାତ କୁମାର […]

Continue Reading

ସିମିଳିପାଟଣା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ..

ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସିମିଳିପାଟଣା ଉଚ୍ଚ ବିଦ୍ୟାଳୟର ୩୪ତମ ପ୍ରତିଷ୍ଠା ଦିବସ ବୁଧବାର ଦିନବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରୁଦ୍ର ମୋହନ ମହାପାତ୍ରଙ୍କଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥ୍‌ ଭାବେ ପରିଚାଳନା କମିଟି ଅଧ୍ୟକ୍ଷ ଶିବରାମ ଆଳୁକ, ସମ୍ମାନିତ ଅତିଥ୍ଭାବେ ପୂର୍ବତନ ସରପଂଚ ଅନ୍ତର୍ଯ୍ୟାମୀ ସାହୁ, ପୂର୍ବତନ ସଭାପତି ଦୁର୍ଯ୍ୟୋଧନ ସାହୁ, ଦେବରାଜ ବିଶ୍ଵାଳ, ଦିବାକରଗନ୍ତାୟତ, ଅଞ୍ଛଳ ମୋହନ ସାହୁ ଓ ଘନଶ୍ୟାମ ସାହୁ ପ୍ରମୁଖ ଯୋଗଦେଇ […]

Continue Reading

ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁବନ ମହୋତ୍ସବ ପକ୍ଷ ୨୦୨୬ ତଥା ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ..

ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ କୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଇଥାଏ ଚଳିତ ବର୍ଷ ଏହି ପରିପେକ୍ଷିରେ “ ବନ ମହୋତ୍ସବ ପକ୍ଷ ” ପାଳନ କରାଯିବା ନେଇ ଆଜି ପ୍ରଥମ ଦିବସ ଅବସରରେ ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ସହରର ବଳରାମ ଉଚ୍ଚ ବିଦ୍ୟାଳୟ ପରିସରରେ ସଚେତନତା ସହ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରିତା ସିଂ ସାମନ୍ତ ଯୋଗ ଦେଇ ବୃକ୍ଷ […]

Continue Reading

ଢେଙ୍କାନାଳ ସହର ମୀନାବଜାର ଦଧିବାମନ ଜୀଉ ମନ୍ଦିରରରେ ଦେବସ୍ନାନ

ଢେଙ୍କାନାଳ, ୨୯/୬: ମୀନାବଜାରସ୍ଥିତ ଦଧବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତହେଇଥିଲା । ପ୍ରାତଃରୁ ମଙ୍ଗଳା ଆଳତି କରାଯାଇ ମଇଲମ୍ ଲାଗି କରାଯିବା ପରେ ରବେଦୀରେ ଠାକୁରଙ୍କୁସ୍ନାନବେଦୀଙ୍କୁ ଅଣାଯାଇ ପଂଚାମୃତ ସହିତ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ ପରେ ନୂତନବସ୍ତ୍ର, ତୁଳସୀ ହାର ଓ ଫୁଲହାରରେ ସୁସଜ୍ଜିତ କରାଯାଇଥିଲା । ପୂଜକ ଜଗନାଥ ତ୍ରିପାଠୀ ପୂଜା ଅର୍ଚ୍ଚନାକରିଥିଲେ । ମଧ୍ୟାହ୍ନରେ ଖେଚୁଡ଼ି, ଡ଼ାଲମା, ଖଟା, କ୍ଷୀରି ଭୋଗ ଲାଗି ହୋଇଥିଲା । […]

Continue Reading

ଢେଙ୍କାନାଳ ହିନ୍ଦୋଳର ମଉଡମଣି ମା’ ସୁକିଆ ବାଉତୀ ପୀଠ…

ଢେ଼ଙ୍କାନାଳ ସଦର : ହିନ୍ଦୋଳ ଉପଖଣ୍ଡ ରାସୋଳ ଅଞ୍ଚଳ କୁନୁଆଁ ଗ୍ରାମରେ କେଉଁ ଆବହମାନ କାଳରେ ଘଞ୍ଚ ଜଙ୍ଗଲରେ ଥିବା ଆମ୍ବତୋଟାରେ ଚାଳଘରେ ପୂଜା ପାଉଥିଲେ ମା’ସୁକିଆ ବାଉତୀ ବ୍ରିଟିଶ ଅମଳରେ ଓଡ଼ିଶା ଛତିଶଗଡ଼ ଆନ୍ଧ୍ରର ରାଜା,ମହାରାଜ ଘୋଡ଼ା ଓ ହାତୀ ପିଠିରେ ଯିବା ଆସିବା କରିବା ସମୟରେ ମା’ଙ୍କ ମନ୍ଦିର ବିଷୟରେ ଜାଣିବାକୁ ପାଇଥିଲେ। ସ୍ଥାନୀୟ ଅଧିବାସୀ ମା’ଙ୍କର ପାରମ୍ପରିକ ରୀତିନୀତିରେ ପୂଜାପାଠ କରୁଥିଲେ। ସେତେବେଳେ ମା’ଙ୍କ ପାଖରେ ବଳି ପ୍ରଥା ପ୍ରଚଳନ ହୋଇ ଆସୁଥିଲା। […]

Continue Reading

ଢେଙ୍କାନାଳ ଶ୍ରୀ ଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମନ୍ଦିର ରତ୍ନମୂଦ ଉତ୍ସବ ଅନୁଷ୍ଠିତ..

ଢେଙ୍କାନାଳ ସହର ମୀନାବଜାର ଶ୍ରୀ ଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀଙ୍କର ନୂତନ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତହୋଇଯାଇଛି । ଗତକାଲି ଭାଗିରଥୀସାଗର କୂଳରୁ ଘଂଟ, ବାଦ୍ୟ ଓ ସଂକୀର୍ତନ ଦ୍ବାରା ସହର ପରିକ୍ରମା ପୂର୍ବକ କଳସଯାତ୍ରା ଅନୁଷ୍ଠିତହୋଇଯାଇଅଛି । ପୂଜା ପ୍ରତିଷ୍ଠାନ ବହୁ ପ୍ରତିକ୍ଷିତ ପୂଜା ପାଉଥ‌ିବା ବିଜେ ବିଗ୍ରହଙ୍କ ନୂତନ ମନ୍ଦିରର ଅଦ୍ୟ ବୁଧବାର ରତ୍ନମୁଦ କାର୍ଯ୍ୟ ଯଥାହୋମଯଜ୍ଞ ବିଧ୍ଵ ଅନୁସାରେ କରାଯାଇ ତତ୍‌ପରେ ବିଭିନ୍ନ ରତ୍ନ, ଶସ୍ୟ ଓ ଶୁଳ୍କଧାନକୁ ପୂଜା କରାଯାଇ ମନ୍ଦିର ଗର୍ଭ […]

Continue Reading

ଢେଙ୍କାନାଳରେ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ୫୨ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ..

ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖରପ୍ରସାଦ ଅଂଚଳରେ ଅବସ୍ଥାପିତ ଭୋଳେଶ୍ଵର ଧଲ ଉଚ୍ଚ ବିଦ୍ୟାଳୟପରିସରରେ ଆଜି ଭାରତର ବିଶିଷ୍ଟ ଭାଷା-ବିଜ୍ଞାନୀ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ୫୨ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବପ୍ରଫେସର ଗୋଲୋକ ବିହାରୀ ଧଳ ସ୍ମୃତି ସଂସଦ ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଓଡିଶାର ଦକ୍ଷତା ଓବୈଷୟିକ ଶିକ୍ଷା ବିଭାଗର ପ୍ରାକ୍ତନ ଅତିରିକ୍ତ ସଚିବ ତପନ କୁମାର ଶତପଥୀ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦାନ କରି ସର୍ଗତଧଳଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରଫେସର […]

Continue Reading

Mandatory Fire Safety Audit ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରର ଯାଞ୍ଚ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା..

ଓଡ଼ିଶା ସରକାର ରାଜ୍ୟର ସମସ୍ତ ସ୍କୁଲ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ କେନ୍ଦ୍ରରେ ବାଧ୍ୟତାମୂଳକ ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଆଦିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତ ଚେତିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ) ରାଜ୍ୟର […]

Continue Reading