ଏମ୍ ଜି ଏମ୍ ମିନେରାଲ୍ସ ପ୍ଲାଣ୍ଟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ..
ଢେଙ୍କାନାଳ ପବିତ୍ର ବିଶ୍ବକର୍ମା ପୂଜା ଅବସରରେ ଏମ୍.ଜି.ଏମ୍. ମିନେରାଲ୍ସ (ଷ୍ଟିଲ୍ ଡିଭିଜନ-୧), ଢେଙ୍କାନାଳ ପ୍ଲାଣ୍ଟ ତରଫରୁ ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେମା’ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ମୋଟ୍ ୧୦୦୧ ଗୋଟି ଗଛ ପ୍ଲାଟ୍ର ମୁଖ୍ୟ ପରାମର୍ଶଦାତାବିଶ୍ଵନାରାୟଣ ମହାନ୍ତିଙ୍କ ଉପସ୍ଥିତିରେ ଅନ୍ୟ ଅଧିକାରୀ ଯଥା ଅକ୍ଷୟ କୁମାର ସାହୁ, ଶ୍ରୀକାନ୍ତ ବେହେରା,ଗୋପବନ୍ଧୁ ଦାସ, ଶିଶିର ବେହେରା, ପ୍ରଶାନ୍ତ ଦାସ, ଉତ୍କଳ ରଞ୍ଜନ ଦାସ ଓ ଅନାନ୍ୟ ଅଧିକାରୀ ମଧ୍ୟବୃକ୍ଷ ରୋପଣ କରି ଭାରତର ଯଶସୀ […]
Continue Reading