ଗତକାଲି କାଳବୈଶାଖୀ ଫଳରେ ଢେଙ୍କାନାଳ ସଦର ଗେଙ୍ଗୁଟିଆ ରାସ୍ତାରେ ଗଛ ଭାଙ୍ଗିଯିବାରୁ ରାସ୍ତା ଅବରୋଧ ଫଳରେ ଅଗ୍ନିଶମ ବିଭାଗ ଦ୍ୱାରା ଗଛ କଟା ହୋଇ ରାସ୍ତା ସଫା କରାଯାଇଛି..
#dhenkanalfire #dhenkanalnewsodisha
Continue Readingଢେଙ୍କାନାଳ, ତା. ୧୨.୦୪.୨୦୨୫- ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଓଡ଼ିଆପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ବନ୍ଦନୀୟ ବରପୁତ୍ର ଉତ୍ସବ ଅନୁଷ୍ଠିତ ହୋଇଅଛି । ଏହି ଉତ୍ସବରେ ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ଶ୍ରୀ ତପନ ଶତପଥୀ, ଶ୍ରୀ ଶରତ ମିଶ୍ର ଭରଦ୍ୱାଜ,ଶ୍ରୀ ପରେଶ ପଟ୍ଟନାୟକ, ଶ୍ରୀ ଅଟଳ ବିହାରୀ ଦାଶ, ଶ୍ରୀମତୀ […]
Continue ReadingDhenkanalnewsodisha ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ରପ୍ରଧାନଙ୍କ ଏକାଦଶାହରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତିମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଳଚେର ପି ଏମ ଆଇ ଟିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତକେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର କୃଷି ଓ କୃଷକକଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଓ ଅନ୍ୟ ମାନ୍ୟଗଣ୍ୟବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳିଅର୍ପଣ କରିବା ସହ ଶୋକସପ୍ତ ପରିବାରକୁ ସମବେଦନାଜଣାଇଥିଲେ। #drdebendrapradgan #dhenkanalnewsodisha
Continue Reading-ଦୀର୍ଘ ୧୨ ବର୍ଷ ପରେ ଆଇସିସି ଟ୍ରଫି ହାତେଇଲା ଭାରତ…. -୪ ୱ୍ୱିକେଟ୍ ରେ ରୋମାଞ୍ଚକର ବିଜୟ ସହ ଭାରତ ଚାମ୍ପିୟାନ.. -ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା…. #iccchampiontrophy #indiawin #dhenkanalnews
Continue Readingଢେଙ୍କାନାଳ ସଦର ବ୍ଳକ : ଚାଉଳିଆ ଗ୍ରାମପଞ୍ଚାୟତ ରଘୁନାଥପୁର ଗ୍ରାମର ଆଦିବାସୀ ବ୍ୟକ୍ତି ତାଙ୍କର ୫ଜଣ ପରିବାର ରାଜୁ ଭୋଇ,ତାଙ୍କର ସ୍ତ୍ରୀ ଆଶା ଭୋଇ,ଅଜୁଭୋଇ,ଅନ୍ୟ ଦୁଇଭାଇ ସେ ଅନ୍ୟ ସ୍ଥାନଙ୍କୁ ଯାଇ କାମକରିବା ପାଇଁ,ଜଙ୍ଗଲ ମଧ୍ୟରେ ସେ ବସବାସ କରୁଥିବା ଆମେ ଦେଖିବାକୁ ପାଉଛୁ ସେ ଆଦିବାସୀ ଲୋକ ସେ ସେହିସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ତାଙ୍କ ପାଖରେ କୈଣସି ସୁବିଧା ସୁଯୋଗ ନାହିଁ । ସରକାରଙ୍କ ତରଫରୁ ସେମାନଙ୍କୁ କୌଣସି ଯୋଜନାରେ […]
Continue Readingରିପୋର୍ଟ -ମହେଶ୍ୱର ସାହୁ (ଢେଙ୍କାନାଳ )ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ବିଜ୍ଞାନ ଦିବସ-୨୦୨୫ ଉପଲକ୍ଷେ ଏକ ସପ୍ତାହ ବ୍ୟାପି ବିଭିନ୍ନ ବିଜ୍ଞାନଭିତ୍ତିକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସପ୍ତାହବ୍ୟାପି ପାଳନ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କୁ ନେଇ ଓରିଗାମୀ ୱାର୍କଶପ ହେବା ସହ ଛାତ୍ରୀ,ଛାତ୍ରମାନଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା ଏବଂ ସାର ସି.ଭି ରମଣଙ୍କ ଉପରେ ଏକ ଵ୍ୟାଖ୍ୟାନ ସହ ଅନେକ ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶେଷରେ କୃତୀ […]
Continue Readingଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ଥିଓରି ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ମାତୃଭାଷା(ଓଡ଼ିଆ) ବିଷୟର ପରୀକ୍ଷା ଥିବା ବେଳେ ବୁଧବାରଠାରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାତୃଭାଷା(ଓଡ଼ିଆ) ବିଷୟରୁ ଆରମ୍ଭ ହେବ। ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ପରୀକ୍ଷା ହଲ୍କୁ ମୋବାଇଲ୍ ଓ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପ୍ରଶ୍ନପତ୍ର ଭାଇରାଲ୍ କିମ୍ବା ପରୀକ୍ଷା ଚାଲିଥିବା ସମୟରେ […]
Continue Readingପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଢେଙ୍କାନାଳ ନ୍ଯୁଜ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ… makarasankranti #odisha #dhenkanalnews
Continue Readingଆଜି ବିଶ୍ୱ ବରା ଦିବସ…. ଏପ୍ରିଲ ୭ ବରା ଦିବସ… ଏପ୍ରିଲ ୭ ହେଉଛି ବିଶ୍ଵ ବରାଦିବସ. ଏହି ପରିପ୍ରେକ୍ଷୀର ସମସ୍ତେ ବରା ଖାଆନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ…. #worldbaradibas #appril7 #dhenkanalnews
Continue Reading