ଦାଣ୍ଡ ପହଁରା ଓଷା…. ଆଜି ବି ଚାଲୁରହିଛି ଏହି ପରମ୍ପରା…
#dhenkanalnews #sogarvillage #dandapaharapuja
Continue Reading#dhenkanalnews #sogarvillage #dandapaharapuja
Continue Readingଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ବ୍ଲକ ର ରାସୋଳ ଗ୍ରାମ ପଞ୍ଚାୟତ ନୂଆପାଟଣା ଗ୍ରାମରେ ଆଜକୁ ପ୍ରାୟ ୧୦୭ ବର୍ଷ ପୂର୍ବରୁ ଶରତ ରାସ ଉତ୍ସବ ଅନୁଷ୍ଠିତ ହୋଇ ଆସୁଅଛି । ଏହି ରାସ ଉତ୍ସବକାର୍ତ୍ତିକ ମାସ ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଳିତ ହୋଇ ଆସୁଛି। ଏହି ଶରତ ରାସ ହିନ୍ଦୋଳ ବ୍ଳକ ର ପ୍ରସିଦ୍ଧ ଯାତ୍ରା। ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଠାକୁର ଙ୍କ ଦର୍ଶନ ନିମନ୍ତେ ଆସନ୍ତି । ଏହି ରାସ […]
Continue Readingଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଜିଲ୍ଲା ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି, ଉନ୍ନୟନ ବିଭାଗ ପକ୍ଷରୁ ଆଲୁଅ ଝରଣ ଆଶ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମଙ୍ଗଳ ଅଧିକାରୀ, ରୁଦ୍ର ପ୍ରସନ୍ନ ପରିଜାଙ୍କ ଆୟୋଜନ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟ କ୍ରମର ଉଦ୍ଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ […]
Continue Readingଢ଼େଙ୍କାନାଳରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କଲେ ବରିଷ୍ଠ ଓଏଏସ ଅଧିକାରୀ ମନୋରଞ୍ଜନ ମଲ୍ଲିକ।ଶ୍ରୀ ମଲିକ ଆଜି ସରୋଜ କୁମାର ସେଠୀଙ୍କ ସ୍ଥାନରେ ଯୋଗଦାନ କରିଛନ୍ତି।ଶ୍ରୀ ମଲିକ ପୂର୍ବରୁ ଇଡକୋରେ ସିଜିଏମ ଭାବରେ କାର୍ଯ୍ୟରତ ଥିଲେ।ଯୋଗଦାନ ପରେ ନୂତନ ଜିଲ୍ଲାପାଳଙ୍କୁ ବିଭିନ୍ନ ବର୍ଗର ଲୋକ ମାନେ ଭେଟି ଶୁଭେଛା ଜଣାଇଛନ୍ତି। #dhenkkanalnews #dhenkanalcollector
Continue Readingଢେଙ୍କାନାଳ ବେଟି ବଚାଓ ବେଟି ପଢ଼ାଓ ଯୋଜନାକୁ ଜିଲ୍ଲା ସ୍ତରରେ ପ୍ରଚାର ପ୍ରସାର କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ତରଫରୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ନବଜାତ ଶିଶୁକନ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ନବଜାତ ଶିଶୁ କନ୍ୟା ମାନଙ୍କର ମାତାପିତା ଙ୍କୁ ବେବି କିଟ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡ. ଦିଲ୍ଲୀପ କୁମାର […]
Continue Readingଢେଙ୍କାନାଳ :20/10-ଆଜି ଅପରାହ୍ନରେ ଗୋପବନ୍ଧୁ ଟାଉନ ହଲ ରେ ମହକ ଓ ଉତ୍ସାହ 2023ର ଉଦଯାପନୀ ସମାରୋହ ଅନୁଷ୍ଠିତ ହେଇଯାଇଛି l ଏହି ସମାରୋହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଏହି ଅବସରରେ ଆୟୋଜିତ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l
Continue Readingଢେଙ୍କାନାଳ : ତା.୧୭.୧୦.୨୦୨୩ ରିଖ ଚଳିତ ବର୍ଷ ୨୦୨୩ ମସିହାରେ ସୁରଭି ଓ ଓଡିଶା ମିଲେଟ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ କୃଷ୍ଟରସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି ।ଏ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ତା ୧୪. ୯.୨୩ ରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ,ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭାରପ୍ରାପ୍ତ ଅଧ୍ୟକ୍ଷ,ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ, […]
Continue Readingଢେଙ୍କାନାଳ :11/10-ଆଜି ଅପରାହ୍ନରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ସାହୁଙ୍କ ଅଧ୍ୟକ୍ଷତା ରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହେଇଯାଇଛି l କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶ୍ରୀମତୀ ସାହୁ କହିଥିଲେ ଯେ, ନାରୀ ହେଉଛି ସମାଜର ମେରୁଦଣ୍ଡ l ନାରୀଙ୍କ ଅନୁପସ୍ଥିତିରେ ସମାଜ ର ବିକାଶ ଅସମ୍ଭବ l ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଯୋଜନା ମାନ ପ୍ରଣୟନ କରିଛନ୍ତି, ଯେପରିକି ସଂପୂର୍ଣ୍ଣା, […]
Continue Readingଦିଲ୍ଲୀରୁ ଆସି ଭୁବନେଶ୍ଵରରେ ୧.୪୫ ମିନିଟରେ ପହଞ୍ଚିଥିଲା ସହିଦ୍ଙ୍କ ପାର୍ଥିବ ଶରୀର । ଭୁବନେଶ୍ଵର ୧୦୦ ଟ୍ଵେଣ୍ଟି ବାଟାଲିୟନ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି । ବିମାନବନ୍ଦରରେ ପହଞ୍ଚିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟ ଶାସନ 5t ସଚିବ ଭି କେ ପାଣ୍ଡିୟନ,ସାଂସଦ ମହେଶ ସାହୁ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ସମେତ ବରିଷ୍ଠ ଅଧିକାରୀ ଓ ରାଜନେତା ମାନେ କଲେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଅପରାହ୍ନରେ ଢେଙ୍କାନାଳ ଜିଲ୍ଲାପାଳଙ୍କ […]
Continue Readingଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।। ତା ୦୩.୧୦.୨୦୨୩ ରିଖରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ […]
Continue Reading