ଢ଼େଙ୍କାନାଳରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କଲେ ବରିଷ୍ଠ ଓଏଏସ ଅଧିକାରୀ ମନୋରଞ୍ଜନ ମଲ୍ଲିକ..

ଢ଼େଙ୍କାନାଳରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦାନ କଲେ ବରିଷ୍ଠ ଓଏଏସ ଅଧିକାରୀ ମନୋରଞ୍ଜନ ମଲ୍ଲିକ।ଶ୍ରୀ ମଲିକ ଆଜି ସରୋଜ କୁମାର ସେଠୀଙ୍କ ସ୍ଥାନରେ ଯୋଗଦାନ କରିଛନ୍ତି।ଶ୍ରୀ ମଲିକ ପୂର୍ବରୁ ଇଡକୋରେ ସିଜିଏମ ଭାବରେ କାର୍ଯ୍ୟରତ ଥିଲେ।ଯୋଗଦାନ ପରେ ନୂତନ ଜିଲ୍ଲାପାଳଙ୍କୁ ବିଭିନ୍ନ ବର୍ଗର ଲୋକ ମାନେ ଭେଟି ଶୁଭେଛା ଜଣାଇଛନ୍ତି। #dhenkkanalnews #dhenkanalcollector

Continue Reading

ବେଟି ବଚାଓ ବେଟି ପଢାଓ ଅଭିଯାନ ଆରମ୍ଭ….

ଢେଙ୍କାନାଳ ବେଟି ବଚାଓ ବେଟି ପଢ଼ାଓ ଯୋଜନାକୁ ଜିଲ୍ଲା ସ୍ତରରେ ପ୍ରଚାର ପ୍ରସାର କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ତରଫରୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ନବଜାତ ଶିଶୁକନ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ନବଜାତ ଶିଶୁ କନ୍ୟା ମାନଙ୍କର ମାତାପିତା ଙ୍କୁ ବେବି କିଟ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡ. ଦିଲ୍ଲୀପ କୁମାର […]

Continue Reading

ମହକ ଓ ଉତ୍ସାହ 2023 ର ଉଦଯାପନୀ ସମାରୋହ ଅନୁଷ୍ଠିତ.

ଢେଙ୍କାନାଳ :20/10-ଆଜି ଅପରାହ୍ନରେ ଗୋପବନ୍ଧୁ ଟାଉନ ହଲ ରେ ମହକ ଓ ଉତ୍ସାହ 2023ର ଉଦଯାପନୀ ସମାରୋହ ଅନୁଷ୍ଠିତ ହେଇଯାଇଛି l ଏହି ସମାରୋହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ଏହି ଅବସରରେ ଆୟୋଜିତ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l

Continue Reading

ଢେଙ୍କାନାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବସୁରଭି ଓ ଓଡ଼ିଶା ମିଲେଟ୍ ପ୍ରତିଯୋଗିତା – ୨୦୨୩ ଉଦଘାଟିତ.

ଢେଙ୍କାନାଳ : ତା.୧୭.୧୦.୨୦୨୩ ରିଖ ଚଳିତ ବର୍ଷ ୨୦୨୩ ମସିହାରେ ସୁରଭି ଓ ଓଡିଶା ମିଲେଟ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ କୃଷ୍ଟରସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି ।ଏ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ତା ୧୪. ୯.୨୩ ରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ,ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭାରପ୍ରାପ୍ତ ଅଧ୍ୟକ୍ଷ,ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ, […]

Continue Reading

ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ..

ଢେଙ୍କାନାଳ :11/10-ଆଜି ଅପରାହ୍ନରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ସାହୁଙ୍କ ଅଧ୍ୟକ୍ଷତା ରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହେଇଯାଇଛି l କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶ୍ରୀମତୀ ସାହୁ କହିଥିଲେ ଯେ, ନାରୀ ହେଉଛି ସମାଜର ମେରୁଦଣ୍ଡ l ନାରୀଙ୍କ ଅନୁପସ୍ଥିତିରେ ସମାଜ ର ବିକାଶ ଅସମ୍ଭବ l ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଯୋଜନା ମାନ ପ୍ରଣୟନ କରିଛନ୍ତି, ଯେପରିକି ସଂପୂର୍ଣ୍ଣା, […]

Continue Reading

ସିକିମରୁ ଆସି ଓଡିଶା ମାଟିରେ ପହଞ୍ଚିଲା ଓଡିଆ ଯବାନଙ୍କ ପାର୍ଥିବ ଶରୀର…

ଦିଲ୍ଲୀରୁ ଆସି ଭୁବନେଶ୍ଵରରେ ୧.୪୫ ମିନିଟରେ ପହଞ୍ଚିଥିଲା ସହିଦ୍‌ଙ୍କ ପାର୍ଥିବ ଶରୀର । ଭୁବନେଶ୍ଵର ୧୦୦ ଟ୍ଵେଣ୍ଟି ବାଟାଲିୟନ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି । ବିମାନବନ୍ଦରରେ ପହଞ୍ଚିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟ ଶାସନ 5t ସଚିବ ଭି କେ ପାଣ୍ଡିୟନ,ସାଂସଦ ମହେଶ ସାହୁ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ସମେତ ବରିଷ୍ଠ ଅଧିକାରୀ ଓ ରାଜନେତା ମାନେ କଲେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଅପରାହ୍ନରେ ଢେଙ୍କାନାଳ ଜିଲ୍ଲାପାଳଙ୍କ […]

Continue Reading

କାମାକ୍ଷାନଗରରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ ଏବଂ ମୋ ପ୍ରତିଭା ମୋ ପରିଚୟ ପ୍ରତିଯୋଗିତା ଅନୁଷ୍ଠିତ

ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।। ତା ୦୩.୧୦.୨୦୨୩ ରିଖରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ […]

Continue Reading

ଗାନ୍ଧୀ ତଥା ଲାଲ୍ ବାହାଦୁର ଶାସ୍ତ୍ରୀଜୀ ଙ୍କ ର ଜନ୍ମ ଜୟନ୍ତୀ ପାଳନ

____________________ ଢେଙ୍କାନାଳ ପ୍ରଶାସନ ପକ୍ଷରୁ ଆୟୋଜିତ ମହାତ୍ମାଗାନ୍ଧୀ ତଥା ଲାଲବାହାଦୁର ଶାସ୍ତ୍ରୀଜୀ ଙ୍କ ମାଲ୍ୟାପର୍ଣ ତଥା ସର୍ବଧର୍ମ ସଭା ରେ ଭାଗ ନେଲେ ଢେଙ୍କାନଳ ସଚେତନ ନାଗରିକ ଫେରମ୍ କାର୍ଯ୍ୟକର୍ତ୍ତାଗଣ ! ମାନ୍ୟବର ଜିଲ୍ଲାପାଳ ନିଜ ଭାଷଣ ରେ ମାହାତ୍ମାଗାନ୍ଧୀଙ୍କର ସର୍ବଧର୍ମ ସମଭାବ ନିତି ତଥା ନିଶାମୁକ୍ତ ଭାରତର ବିଚାରରେ ଆଜିର ପିଢୀକୁ ଚାଲିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେହିପରି ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧିକ୍ଷକ ଲାଲବାହାଦୁର ଶାସ୍ତ୍ରୀଜୀଙ୍କର ସଚୋଟତା ପଥକୁ ପାଥେୟ କରି ଆଜିର […]

Continue Reading

ପ୍ରଧାନ ମନ୍ତ୍ରୀ ଝ ଆଦ୍ଵାନ କ୍ରମେ ସ୍ୱଚ୍ଛତା ହିଁ ସେବା ର ସାମିଲ ହେଲେ ବିଜେପି କର୍ମୀ…

“ଆମେ ରହିବ ସ୍ଵଚ୍ଛ ଆମ ସହର କୁ କରିବା ସ୍ଵଚ୍ଛ” ” ସ୍ଵଚ୍ଛ ଭାରତ ଶ୍ରେଷ୍ଠ ଭାରତ” ଏହି ପରି ମହତ ବିଚାରଧାରା କୁ ସମ୍ମାନ ଦେଇ ଆଗକୁ ବଢ଼ାଇବା ପାଇଁ ଢ଼େଙ୍କାନାଳ ର ଯୁବ ପିଢ଼ି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ” ସ୍ବଚ୍ଛତା ହିଁ ସେବା” ଅଭିଯାନ ରେ ଏକଜୁଟ ହେଇ ରାଜା ନହର ଠାରୁ ଶିଶୁ ମନ୍ଦିର ପର୍ଯ୍ୟନ୍ତ ସଫେଇ ଅଭିଯାନ ରେ ଯୋଗ ଦେଇଥିଲେ। ଏହି ଏକତା ଏବଂ ସ୍ବଚ୍ଛତା ର […]

Continue Reading

ସଦର ବ୍ଲକ ଏବଂ ପୌରାଞ୍ଚଳରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ ଏବଂ ମୋ ପ୍ରତିଭା ମୋ ପରିଚୟ ପ୍ରତିଯୋଗିତା ଅନୁଷ୍ଠିତ।

ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।। ତା ୩୦.୯.୨୦୨୩ରିଖ ସଦର ବ୍ଲକ ଓ ପୌରାଞ୍ଚଳ ନିମନ୍ତେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ଢେଙ୍କାନାଳ ଚ୍ୟାନେଲ […]

Continue Reading