ଜିଲ୍ଲା ମଙ୍ଗଳ ଅଧିକାରୀଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

୩୮: ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀ ରୁଦ୍ର ପ୍ରସନ୍ନ ପରିଜାଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହନିଷ୍ଫଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଢେଙ୍କାନାଳ ଶାଖା ତରଫରୁ ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟ ଠାରେଅନୁଷ୍ଠିତ ହୋଇଯାଇଅଛି । ଏହି ସମାରୋହ ସଭାରେ ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କବିତା ଦାଶ, ଅତିରିକ୍ତ ଜିଲ୍ଲାମଙ୍ଗଳଅଧିକାରୀ, କାମାକ୍ଷାନଗର ଅନନ୍ୟା ଆଚାର୍ଯ୍ୟ ଓ ସମସ୍ତ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଉପସ୍ଥିତ ଥିଲେ । ଶ୍ରୀ ପରିଜା ଗତତା.୦୨.୦୮.୧୯୯୩ରିଖରେ ସରକାରୀ […]

Continue Reading

ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ ତମ ଜନ୍ମଜୟନ୍ତୀ ଉତ୍ସବ

ଉତ୍କଳମଣି ଆଦର୍ଶ ସେଛାସେବୀ ଅନୁଷ୍ଠାନ, କାଶିଆଡିହି ଦ୍ବାରା ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ୬୫୦ତମ ଜନ୍ମଜୟନ୍ତୀ ଉତ୍ସବ ଜିଲ୍ଲା ଲେଖକ ସଂସଦ ଭବନ ଠାରେ ପାଳନ ହୋଇଯାଇଛି । ଦେଶର ଯଶସୀ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ବାଣୀ ଓ ସମରସତାକୁ ଦେଶବ୍ୟାପୀପାଳନ କରାଯାଉଅଛି । ଏହି କ୍ରମରେ ଆଜିର ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥ୍ୟ ଭାବେ ଢେଙ୍କାନାଳ ଜିଲ୍ଲା ବିଜେପିସଭାପତି ରାସବିହାରୀ ବେହେରା ଯୋଗଦେବା ସହ ଢେଙ୍କାନାଳ […]

Continue Reading

ଢେଙ୍କାନାଳ ମିଳିତ ଗଣେଶ ପୂଜା ପ୍ରତିଷ୍ଠାନର ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ..

ଢେଙ୍କାନାଳ ପୁରାତନ ଜିଲ୍ଲାପରିଷଦ ସଭାଗୃହ ଠାରେ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ୪୦ଗୋଟି ବଜାରକ୍ଲବ୍‌ ସଭାପତି|ସମ୍ପାଦକମାନଙ୍କର ଏକ ସାଧାରଣ ସଭା କ୍ରିୟାନୁଷ୍ଠାନ କମିଟିର ସଭାପତି ସୁଧାଂଶୁ କୁମାର ଦଳେଇଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଥିଲା । ସଭାକାର୍ଯ୍ୟ ଆରମ୍ଭରେ ସଭାପତି ଉପସ୍ଥିତ ଥ‌ିବା ସମସ୍ତ କ୍ଲବ୍ ସଭାପତି/ସଂପାଦକମାନଙ୍କୁ ଧନ୍ୟବାଦ ଦେବାସହିତ ଚଳିତ ବର୍ଷ ଆସନ୍ତା ତା.୧୪.୦୯.୨୦୨୬ରିଖ ସୋମବାର ଦିନ ହେବାକୁ ଥିବା ପ୍ରଭୁ ଶ୍ରୀ ଗଣେଶ ଜୀଙ୍କ ପୂଜା ହେବା ସହିତଭସାଣୀ ଉତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ହେବ ସେଥିପାଇଁ […]

Continue Reading

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ପାଳିତ.

ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଅଧୀନସ୍ଥ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ଥିଲା “ଏକ ଚନ୍ଦ୍ର, ଏକ ଦୃଷ୍ଟିକୋଣ, ଏକ ଭବିଷ୍ୟତ”।ଏହି ଅବସରରେ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‘ନିଜେ ପ୍ରସ୍ତୁତ କର ଏବଂ ସାଙ୍ଗରେ ନେଇଯାଅ ଖଗୋଳ ବିଜ୍ଞାନ କିଟ୍’ ବିଜ୍ଞାନ କର୍ମଶାଳା ଏବଂ ‘ଚନ୍ଦ୍ର ଅନୁସନ୍ଧାନ’ ଉପରେ ଏକ ବିଜ୍ଞାନ ଚଳଚ୍ଚିତ୍ର ପ୍ରଦର୍ଶନୀର ଆୟୋଜନ […]

Continue Reading

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ୫ମ ସଂଧ୍ୟା ଅନୁଷ୍ଠିତ…

ଢେଙ୍କାନାଳ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ୫ମ ସଂଧ୍ୟା କାର୍ଯ୍ୟକ୍ରମରେମୁଖ୍ୟ ଅତିଥ୍‌ ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଭଜନ ସମାରୋହକୁ ଉଦ୍‌ଘାଟନକରିଥିଲେ । ସମ୍ମାନିତ ଅତିଥ୍ ଭାବେ ସାଂସଦଙ୍କ ପ୍ରତିନିଧ୍ ତଥା ମିଳିତ ଲକ୍ଷ୍ମୀପୂଜା କମିଟି ସଭାପତି ରୁଦ୍ର ନାରାୟଣତ୍ରିପାଠୀ ସାମିଲ୍ ଥଲେ । ଢେଙ୍କାନାଳ ସହର ଏକ ଶାନ୍ତିପୂର୍ଣ୍ଣ ସହର ଓ ଐତିହ୍ୟ ପୂର୍ଣ୍ଣ ସହର, ଏହିଭଳି କାର୍ଯ୍ୟକ୍ରମ ଆଗକୁଯାଉ, କାର୍ଯ୍ୟକ୍ରମରେ ଯୁବକମାନେ ଆଗକୁ ଆସି ଦାୟିତ୍ବ ଗ୍ରହଣ କଲେ ଏହା […]

Continue Reading

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…

ଢ଼େଙ୍କାନାଳ ବିଜ୍ଞାନ କେନ୍ଦ୍ର, ଯାହାକି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଙ୍କ ଏକ ଏକକ ପକ୍ଷରୁ ଆଜି ବିଶ୍ୱ ଜନସଂଖ୍ୟା ଦିବସ-୨୦୨୬ ପାଳନ କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ “ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାର ସାକାର ରୂପାୟନ” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ […]

Continue Reading

ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବ ସମାଜ ସେବୀ ଓ ଛଦେଶ ଅଞ୍ଚଳବାସୀଙ୍କ ସୋସିଆଲ ମିଡିଆ ମାଧ୍ୟମରେ ନିବେଦନ…

ଢେ଼ଙ୍କାନାଳ ସଦର : ପାମାଳ ଠାରୁ କୋଟବେରେଣୀ,ଭାପୁର ମଧ୍ୟସ୍ଥଳକୁ ଓ ଓଡ଼ାପଡ଼ା ବ୍ଲକର କଳାଙ୍ଗ,କୋତ୍ତମ,ଘଟିପିରି, ଗୋବିନ୍ଦପ୍ରସାଦ ୪ଟି ଏବଂ ସଦର ବ୍ଲକର ୮ଟି ଭାପୁର,କାକୁଡିଭାଗ,ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟମ୍ବା,ଧୀରପାଟଣା,ଶଙ୍କରପୁର,ଭାଲିଆବୋଲକାଟେଣୀ ସର୍ବମୋଟ ୧୨ଟି ପଞ୍ଚାୟତକୁ ନେଇ ଛଦେଶ ଗଠିତ। ଏହି ଛଦେଶ ଅଞ୍ଚଳରେ ଲାଇନି କଟିବାର କାରଣ ଗୁଣ୍ଡିଚାପଡ଼ା ଗ୍ରିଡ୍ ଠାରୁ କୋଇଲିପଙ୍ଗି ଗ୍ରିଡ୍ ୨୨ କିଲୋମିଟର ହେବ । ଏବଂ ତାହା ଖାଲି ଜଙ୍ଗଲ ଭିତର ଦେଇ ଆସିଛି ଯାହା ଦ୍ଵାରା ହାଲକା ପବନ କି ବର୍ଷା ହେଲେ 33 kV […]

Continue Reading

ଢେଙ୍କାନାଳ ଲାୟନ୍ସକ୍ଲବ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ – ଢେଙ୍କାନାଳ ନ୍ୟ଼ୁଜ୍‌ ବ୍ୟୁରୋ.. ବିଶ୍ଵଉଷ୍ମାୟନ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଆଜି ସମଗ୍ରବିଶ୍ଵ ଚିନ୍ତାରେ ଥିବାବେଳେ, ସାମାଜିକଅନୁଷ୍ଠାନମାନେ ଆଗକୁ ଆସି ସଚେତନତା ସୃଷ୍ଟିକରିବା ଆବଶ୍ୟକ । ଏହି ଉଦ୍ଦେଶ୍ୟକୁ ନେଇ ଲାୟନ୍କ୍ଲବ ଢେଙ୍କାନାଳ ତରଫରୁ ସ୍ଥାନୀୟ ତାଳବରକୋଟଅଞ୍ଚଳରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ପରିବେଶସୁରକ୍ଷା ଏବଂ ସ୍ଥାୟୀ ସମ୍ପ୍ରଦାୟ ଗଠନ ଦିଗରେ ଏହାଏକ ଗୁରୁତ୍ଵପୂର୍ଣ ପଦକ୍ଷେପ ବୋଲି କ୍ଲବ ପକ୍ଷରୁକୁହାଯାଇଛି ।ଏହି ଅର୍ଥପୂର୍ଣ କାର୍ଯ୍ୟକ୍ରମର ନେତୃତ୍ଵନେଇଥିଲେ କ୍ଲବର ବରିଷ୍ଠ […]

Continue Reading

ଆଇ.ଆଇଓ୍ବାଡି ଦ୍ବାରା ବିଶ୍ବ ପରିବେଶ ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ..

ଇନ୍ଦିପୁର ସଚ୍ଚିଦାନନ୍ଦ ଉଚ୍ଚ ମକ୍ଷଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଯୁବ କେନ୍ଦ୍ର ନୂଆଦିଲ୍ଲୀ, ମ୍ପାସା ଇଣ୍ଡିଆଏବଂ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ୟୁଥ ଡେଭେଲପମେଟ୍ ଦ୍ବାରା ବୃକ୍ଷ ରୋପଣ ଓ ବିଶ୍ୱ ପରିବେଶ ଦିବସ ପାଳିତହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରିନ୍‌ସିପାଲ ପ୍ରଦୀପ କୁମାର ମିଶ୍ର ସଭାପତି ଭାବରେ ବୃକ୍ଷ ରୋପଣର ଉପକାରିତାଏବଂ ପରିବେଶ ଉପରେ ତାର ପ୍ରଭାବ ସମ୍ବନ୍ଧରେ ସାର ଗର୍ଭକ ତଥ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଶିକ୍ଷାବିତ ପ୍ରଭାତ କୁମାର […]

Continue Reading

ସିମିଳିପାଟଣା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ..

ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସିମିଳିପାଟଣା ଉଚ୍ଚ ବିଦ୍ୟାଳୟର ୩୪ତମ ପ୍ରତିଷ୍ଠା ଦିବସ ବୁଧବାର ଦିନବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରୁଦ୍ର ମୋହନ ମହାପାତ୍ରଙ୍କଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥ୍‌ ଭାବେ ପରିଚାଳନା କମିଟି ଅଧ୍ୟକ୍ଷ ଶିବରାମ ଆଳୁକ, ସମ୍ମାନିତ ଅତିଥ୍ଭାବେ ପୂର୍ବତନ ସରପଂଚ ଅନ୍ତର୍ଯ୍ୟାମୀ ସାହୁ, ପୂର୍ବତନ ସଭାପତି ଦୁର୍ଯ୍ୟୋଧନ ସାହୁ, ଦେବରାଜ ବିଶ୍ଵାଳ, ଦିବାକରଗନ୍ତାୟତ, ଅଞ୍ଛଳ ମୋହନ ସାହୁ ଓ ଘନଶ୍ୟାମ ସାହୁ ପ୍ରମୁଖ ଯୋଗଦେଇ […]

Continue Reading