ଢେଙ୍କାନାଳ ଲାୟନ୍ସକ୍ଲବ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ରିପୋର୍ଟ – ଢେଙ୍କାନାଳ ନ୍ୟ଼ୁଜ୍ ବ୍ୟୁରୋ.. ବିଶ୍ଵଉଷ୍ମାୟନ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଆଜି ସମଗ୍ରବିଶ୍ଵ ଚିନ୍ତାରେ ଥିବାବେଳେ, ସାମାଜିକଅନୁଷ୍ଠାନମାନେ ଆଗକୁ ଆସି ସଚେତନତା ସୃଷ୍ଟିକରିବା ଆବଶ୍ୟକ । ଏହି ଉଦ୍ଦେଶ୍ୟକୁ ନେଇ ଲାୟନ୍କ୍ଲବ ଢେଙ୍କାନାଳ ତରଫରୁ ସ୍ଥାନୀୟ ତାଳବରକୋଟଅଞ୍ଚଳରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ପରିବେଶସୁରକ୍ଷା ଏବଂ ସ୍ଥାୟୀ ସମ୍ପ୍ରଦାୟ ଗଠନ ଦିଗରେ ଏହାଏକ ଗୁରୁତ୍ଵପୂର୍ଣ ପଦକ୍ଷେପ ବୋଲି କ୍ଲବ ପକ୍ଷରୁକୁହାଯାଇଛି ।ଏହି ଅର୍ଥପୂର୍ଣ କାର୍ଯ୍ୟକ୍ରମର ନେତୃତ୍ଵନେଇଥିଲେ କ୍ଲବର ବରିଷ୍ଠ […]
Continue Reading