ଭାରତ ରେ ୫୦୮ ଷ୍ଟେସନର ରୂପାନ୍ତରଣ ହେବ..
ଅମୃତ ଭାରତ ଷ୍ଟେସନ ଯୋଜନା ମାଧ୍ୟମ ରେ ଆଜି ଭାରତ ବର୍ଷର ୫୦୮ ରେଳଷ୍ଟେସନ ପୁର୍ନବିକାଶର ଶିଳାନ୍ୟାସ କରାଯାଇଛି । ନୂଆ ଦିଲ୍ଲୀ ରୁ ଭିସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୋଜନାର ଶିଳାନ୍ୟାସ କରିଥିଲେ । ଏହି ଅବସର ରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବ ଉତ୍ସବରେ ସାମିଲ ହୋଇ ଯୋଜନା ମଧ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ଭିସି ମାଧ୍ୟମ ରେ ସୂଚନା ଦେଇଥିଲେ । ଅମୃତ ଭାରତ ଷ୍ଟେସନ ପୁର୍ନବିକାଶ ଶିଳାନ୍ୟାସ ଯୋଜନା ରେ […]
Continue Reading