ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ.

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ଓ ଆତ୍ମରକ୍ଷା କୌଶଳ ବିକାଶ ଉଦ୍ଦେଶ୍ୟରେ ୫ ଫେବୃଆରୀରୁ ୧୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଡଃ ତୃପ୍ତି ମୟୀ ସାହୁ ସମନ୍ଵୟ କରିଥିଲେ । ୧୭ ଫେବୃଆରୀ ୨୦୨୬ ତାରିଖରେ ମହାବିଦ୍ୟାଳୟ ଅଡିଟୋରିୟମ୍‌ରେ ସମାପନୀ ଅନୁଷ୍ଠାନ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷା ଡଃ ଶକୁନ୍ତଳା ଜେନା ନାରୀ ସୁରକ୍ଷା ସନ୍ଦର୍ଭରେ ତାଙ୍କ ମତ ପ୍ରକାଶ କରି ଆତ୍ମରକ୍ଷା ପ୍ରଶିକ୍ଷଣର […]

Continue Reading

ବି.ବି.ହାଇସ୍କୁଲ,ଢେଙ୍କାନାଳର ୧୯୮୦ ବ୍ୟାଚ୍ ର ସହପାଠୀ ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ.

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀ ମଧ୍ୟରେ ୧୯୮୦ ବ୍ୟାଚ୍ ର ସହପାଠୀ ଚତୁର୍ଥ ବନ୍ଧୁମିଳନ -୨୦୨୬ର କାର୍ଯ୍ୟକ୍ରମ ଦିନ ୦୯ ଘଟିକାରୁ ୦୪ ଘଟିକା ପର୍ଯ୍ୟନ୍ତ ବି.ବି.ହାଇସ୍କୁଲ୍,ଢେଙ୍କାନାଳ ନିକଟସ୍ଥ ପାଣିଓହଳା ପାହାଡ଼ ପାଦଦେଶରେ ଅବସ୍ଥିତ ବନଦୁର୍ଗା ମନ୍ଦିର ସନ୍ନିକଟ ବଣଭୋଜି ସ୍ଥଳରେ ଓ କଲେଜ୍ ବାଇପାସ୍ ନିକଟସ୍ଥ ଆଖଣ୍ଡଳମଣି ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସେହି ସମୟରେ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରୀ,ଛାତ୍ରମାନେ ଉପସ୍ଥିତ […]

Continue Reading

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଉଦ୍ ଯାପିତ..

କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ,କର୍ମହିଁ ଉପାସନାଶିକ୍ଷା ସହ ଚରିତ୍ର ଗଠନ,ଗୁରୁଜନଙ୍କ ଉପଦେଶ ଅନୁପାଳନ ହିଁ ସମସ୍ତ ସଫଳତାର ଚାବିକାଠି ଅନ୍ତର୍ନିହିତ ଗୁଣକୁ ଚିହ୍ନି ପିଲାଙ୍କୁ ଗୁରୁତ୍ଵ ଦେବା ଆବଶ୍ୟକନିଜ ଜୀବନର ଲକ୍ଷ୍ୟ ଓ ଆଦର୍ଶ ସ୍ଥିର କରି ଅବିଶ୍ରାନ୍ତ ପରିଶ୍ରମ କଲେ ଜୀବନରେ ସଫଳତା ସମ୍ଭବବିଦ୍ୟାର୍ଥୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ହିଁ ଜୀବନରେ ସଫଳତାର ମୂଳଭିତ୍ତି..ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଉଦ୍ ଯାପିତ ହୋଇଯାଇଛି।ବିଦ୍ୟାଳୟର […]

Continue Reading

ନଵନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦକୁ କଂଗ୍ରେସ ସମର୍ଥନ..

ଆସନ୍ତାକାଲି ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ଏହି ବନ୍ଦକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ବିଭିନ୍ନ ଜନସମସ୍ୟା ଓ ସରକାରୀ ଅବ୍ୟବସ୍ଥାକୁ ନେଇ ଏହି ଓଡ଼ିଶା ବନ୍ଦର ଆହ୍ୱାନ ଦିଆଯାଇଥିବା କୁହାଯାଇଛି। ରାଜ୍ୟଵ୍ୟାପୀ ଧାନକିଣାରେ ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ଆଳରେ ଅତ୍ୟଧିକ ଜରିମାନା ଆଦାୟ, ବିଜୁଳି ଟାରିଫକୁ ନେଇ ସରକାର, ଓଇଆରସି ଓ ଟାଟା […]

Continue Reading

CRPF Jawan: ହୃଦଘାତରେ ସିଆରପିଏଫ ଯବାନଙ୍କ ଅକାଳ ବିୟୋଗ.

ତେଲକୋଇ ଥାନା ପୁରୁଯୋଡା ପଞ୍ଚାୟତ ଅନ୍ତର୍ଗତ କରଙ୍ଗାପାଳ ଗ୍ରାମର ସିଆରପିଏଫ ଯବାନ ଶୁଖଲାଲ କୁଙ୍କାଲଙ୍କ ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଯାଇଛି` ଭୁବନେଶ୍ୱର ନୟାପଲ୍ଲୀ ସିଆରପିଏଫ କ୍ୟାମ୍ପରେ ଗତକାଲି ସନ୍ଧ୍ୟାରେ ହୃଦଘାତରେ ପୀଡ଼ିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥି‌ଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଯାଇଛି।ଆଜି ଗାର୍ଡ ଅଫ୍ ଅନର ସହିତ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସେ ୨୦୦୩ରେ ସିଆରପିଏଫରେ ଯୋଗଦେଇ ଦେଶ ମାତୃକାର ସେବାରେ ବ୍ରତୀ ରହିଥିଲେ। ୨୦୨୩ରୁ […]

Continue Reading

Pongal Gift by Tamlinadu Government: ଆଗକୁ ଅଛି ନିର୍ବାଚନ: ଲୋକଙ୍କୁ ୩ ହଜାର ଟଙ୍କା ସହ ଉପହାର ବାଣ୍ଟିଲେ ଷ୍ଟାଲିନ ସରକାର

ଚେନ୍ନାଇ: ପୋଙ୍ଗଲ ଅବସରରେ, ତାମିଲନାଡୁ ସରକାର ଗୁରୁବାର ଦିନ ରାଜ୍ୟ ସାରା ୨ କୋଟି ୨୨ ଲକ୍ଷ ରାସନ କାର୍ଡ ଧାରକଙ୍କୁ ନଗଦ ଟଙ୍କା ଏବଂ ଉପହାର ପ୍ରଦାନ କରିବା ପାଇଁ ଏକ ବିଶାଳ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍ ଚେନ୍ନାଇର ନଜରେଥପେଟ୍ଟାଇର ଆଲାଣ୍ଡୁର ଅଞ୍ଚଳର ଏକ ରାସନ ଦୋକାନରୁ ଏହି ଯୋଜନାକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ, ପ୍ରତ୍ୟେକ ହିତାଧିକାରୀ ପରିବାରକୁ ଏକ କିଲୋଗ୍ରାମ ଚାଉଳ, ଏକ […]

Continue Reading

ଲୁହ ଭରା ଆଖିରେ ଆକ୍ଟିଙ୍ଗ ଦୁନିଆକୁ ଅଲବିଦା କହିଲେ ବିଜୟ..

ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର। ବିଜୟ ଥଲାପତି ଅଭିନୟ ଛାଡି ରାଜନୀତିରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ସେ ତାଙ୍କର ରାଜନୈତିକ ଦଳ, ତାମିଲଗା ଭେଟ୍ଟି କାଝାଗମ ଆରମ୍ଭ କରିଥିଲେ।ଏଖବର ପରେ ସବୁଠି ଚର୍ଚ୍ଚା। ଥାଲାପତି ବିଜୟ ତାଙ୍କ ଫିଲ୍ମ କ୍ୟାରିଅର ଛାଡି ରାଜନୀତି ଉପରେ ଧ୍ୟାନ ଦେବାର ନିଷ୍ପତ୍ତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଅଭିନେତା କହିଥିଲେ, “ମୋ ପାଇଁ କେବଳ ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ।ଲୋକମାନେ ସିନେମା ହଲକୁ ଆସନ୍ତି ଏବଂ ମୋତେ […]

Continue Reading

ମିଓ ଆମୋରେ’ର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ..

ଢେଙ୍କାନାଳ ସହର ଲକ୍ଷ୍ମୀବଜାରସ୍ଥିତ ‘ମିଓ ଆମୋରେ’ ର ତୃତୀୟପ୍ରତିଷ୍ଠା ଦିବସ ଉତ୍ସବ କେକ୍ କାଟି ଉତ୍ସାହର ସହ ପାଳନ କରିଥିଲେ । ଦୋକନର ମାଲିକ ଗୋପାଳଚନ୍ଦ୍ର ବେହେରା କହିଛନ୍ତି, ଆମ୍ଭ ଦୋକାନରେ ବିଭିନ୍ନ ପ୍ରକାର ହାଇଜେନିକ୍ କେକ୍, ବାର୍ଥ-ଡେ କେକ୍ ଇତ୍ୟାଦି ସୁଲଭ ମୂଲ୍ୟରେ ମିଳେ । ନୂତନ ବର୍ଷ ୨୦୨୬ ରେ ଆହୁରି ଅନେକ ପ୍ରକାରରକେକ୍ ମିଳିବ ବୋଲି କହିଛନ୍ତି । ବାପା ମା’ ଙ୍କ ଆଶୀର୍ବାଦରୁ ଦୋକାନ ଆଜି ପର୍ଯ୍ୟନ୍ତ ଭଲରେ ଚାଲୁଛି ବୋଲି […]

Continue Reading

PUC Certificate: କଡ଼ାକଡ଼ି ହେବ ଗାଡ଼ି ଚେକିଂ, କେଉଁଠୁ ପାଇବେ ଗ୍ରୀନ୍ ଷ୍ଟିକର? ଜାଣନ୍ତୁ PUC Certificate: ଆଗକୁ ସବୁ ଗାଡ଼ିରେ ଲାଗିବ ଗ୍ରୀନ୍‌ ଷ୍ଟିକର । ଏହି ଷ୍ଟିକର ଲାଗିବା ଅର୍ଥ, ଆପଣଙ୍କ ଗାଡ଼ିକୁ ମିଳିଛି ପ୍ରଦୂଷଣ ସାର୍ଟିଫିକେଟ । ପେଟ୍ରୋଲ ପମ୍ପରେ ତେଲ ନେବାରେ କୌଣସି ସମସ୍ୟା ନାହିଁ ।

Continue Reading

ବାପୁଜୀ କ୍ଲବ୍ ସିଆରିଆ ଆନୁକୂଲ୍ୟରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସିଆରିଆ ଗ୍ରାମର ବାପୁଜୀ କ୍ଲବ୍ ଆନୁକୂଲ୍ୟରେ ୧୬ତମ ମା’ ଆଦିଶକ୍ତି ଫୁଟ୍‌ବଲ୍‌ଟୁର୍ଣ୍ଣାମେଟ୍‌ର ଚତୁର୍ଥ ଦିବସର ମ୍ୟାଚ୍ ଚନ୍ଦ୍ରଶେଖର ଫୁଟ୍‌ବଲ୍ କ୍ଲବ୍ ଓ ବାପୁଜୀ କ୍ଲବ, ସିଆରିଆ ମଧ୍ୟରେ ହୋଇଥିଲା । ଏଥିରେ ବାପୁଜୀକ୍ଲବ୍ ୨-୦ ଗୋଲ୍‌ରେ ସିଆରିଆ ଫୁଟ୍‌ବଲ୍ କ୍ଲବ୍କୁ ପରାସ୍ତ କରି ବିଜୟଲାଭ କରିଥିଲା । ଉକ୍ତ ମ୍ୟାଟିକୁ ରେଫରି ଭାବେ ମନୋଜସେଠୀ, ମହେଶ ପ୍ରଧାନ, ସୁଭ୍ରଜିତ୍ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ […]

Continue Reading